Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପତ୍ନୀ ଜୟାଙ୍କ ତାରିଫ୍‌ରେ ଏମିତି କହିଲେ ବିଗ୍‌ ବି

ମୁମ୍ବାଇ: କେବିସି ୧୩ର ହୋଷ୍ଟ ଅମିତାଭ ବଚ୍ଚନ ଏକ ଏପିସୋଡ୍‌ରେ ପତ୍ନୀ ଜୟା ବଚ୍ଚନଙ୍କ ବେଶ୍‌ ତାରିଫ୍‌ କରିଥିବା ଦେଖିବାକୁ ମିଳିଛି। ହଟ୍‌ ସିଟ୍‌ରେ ଖେଳୁଥିବା ଜଣେ ପ୍ରତିଯୋଗୀଙ୍କ ମା'ଙ୍କ ନାମ ଶୁଣି ବିଗ୍‌ ବି ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଏହା ବେଶ୍‌ ସୁନ୍ଦର ନାଁ ବୋଲି…

ଏହି ସହରରେ ଆଜିଠୁ ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ମଙ୍ଗଳବାର ଠାରୁ ସର୍ବସାଧାରଣ ରାସ୍ତା କଡ଼ରେ ଥିବା ଷ୍ଟଲରେ ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଆମିଷ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଷ୍ଟଲଗୁଡିକ ସାଧାରଣ ଲୋକ ଯାତାୟାତ କରୁଥିବା ରାସ୍ତା…

ହାର୍ଦ୍ଦିକ ପାଣ୍ଡ୍ୟା କହିଲେ ଘଣ୍ଟାର ଦାମ୍ କେତେ ଓ କେଉଁଠୁ କିଣିଥିଲେ ?

ମୁମ୍ବାଇ: ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଦାମୀ ହାତ ଘଣ୍ଟା ସହ ଧରା ପଡ଼ିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ୱିଟ୍ କି ହାର୍ଦ୍ଦିକ ଲେଖିଛନ୍ତି, ଦୁବାଇରୁ ଫେରିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସେ ନିଜେ କଷ୍ଟମ୍ସ…

ସଡ଼କ ଦୁର୍ଘଟଣାରେ ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ମୃତ

ପାଟନା: ମଙ୍ଗଳବାର ସକାଳେ ବିହାରର ଲାଖାଇସରାଇ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ୫ ଜଣଙ୍କୁ ଫିଲ୍ମ ଷ୍ଟାର ସ୍ବର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ତାଙ୍କ ସହ କାର…

ବର୍ଷକୁ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଉଛି ପ୍ରଦୂଷଣ; ୟୁରୋପ

ନୂଆଦିଲ୍ଲୀ: ସମଗ୍ର ୟୁରୋପରେ ବାୟୁ ପ୍ରଦୂଷଣ ଯୋଗୁଁ ଅକାଳ ମୃତ୍ୟୁ ସଂଖ୍ୟା ହ୍ରାସ ୧୦% ପାଇଛି। ତଥାପି  ପ୍ରଦୂଷଣ ଯୋଗୁ ବର୍ଷକୁ ପ୍ରାୟ ୩,୦୭,୦୦୦ ମୃତ୍ୟୁ ହେଉଥିବା ୟୁରୋପୀୟ ପରିବେଶ ଏଜେନ୍ସି କହିଛି। ୧୯୯୦ ଦଶକର ପ୍ରାରମ୍ଭରେ, ରିପୋର୍ଟ ଅନୁଯାୟୀ ୨୭ ଟି ୟୁରୋପୀୟ ଦେଶରେ ପ୍ରାୟ ଏକ…

ଟିକା ନେଇନଥିବା ଲୋକଙ୍କ ପାଇଁ ଲାଗୁ ହେବ ଲକ୍‌ଡାଉନ

ନୂଆଦିଲ୍ଲୀ: ଏଯାଏ କରୋନା ଟିକା ନେଇନଥିବା ଲୋକଙ୍କ ଉପରେ ଲାଗୁ ହେବ ଲକ୍‌ଡାଉନ୍‌। ଏମିତି ଏକ ନୂଆ ନିୟମ ଲାଗୁ ହୋଇଛି ଅଷ୍ଟ୍ରିଆରେ। ଯେଉଁମାନେ କରୋନା ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ଲକ୍‌ଡାଉନ୍‌ ଲାଗୁ କରାଯିବ। ଶୀତଋତୁର ଆଗମନ ଯୋଗୁ ୟୁରୋପରେ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି।…

ଦିନକ ପରେ ପୁଣି ବଢିଛି ପ୍ରଦୂଷଣ ସ୍ତର; ଚିନ୍ତାରେ ରାଜଧାନୀବାସୀ

ନୂଆଦିଲ୍ଲୀ: ସୋମବାର ସକାଳେ ପ୍ରଦୂଷଣ ସ୍ତରରେ ସାମାନ୍ୟ ଉନ୍ନତି ଆସିବା ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣି ଖରାପ ହେବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ AQI ନଭେମ୍ବର ୧୬, ମଙ୍ଗଳବାର ସକାଳ ୮ ଟାରେ ୩୮୯ ରେ ପହଞ୍ଚିଛି। ଏହା…

ଶାହରୁଖଙ୍କ ମ୍ୟାନେଜର ପୁଜାଙ୍କୁ ପୋଲିସର ସମନ ଜାରି

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କୁ ଦ୍ୱିତୀୟ ଥର ପାଇଁ ଆର୍ୟନ୍‌ ଖାନ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ ସମନ ଜାରି କରିଛି। ଅଭିନେତା ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଦ୍ୱିତୀୟ ଡାକରା ଦିଆଯାଇଥିଲା ଯେଉଁଥିରେ ସେ…

ଭାରତରେ କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, ନିୟନ୍ତ୍ରିତ କରିବାକୁ ହେବ

ଦିଲ୍ଲୀ : ‘କ୍ରିପ୍ଟୋକରେନ୍ସିକୁ ଅଟକାଇ ହେବ ନାହିଁ, କିନ୍ତୁ ଏହାକୁ ନିୟନ୍ତ୍ରିତ କରିହେବ,’ ଏପରି ମତ ପ୍ରକାଶ ପାଇଛି ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ । କ୍ରିପ୍ଟୋ ଫାଇନାସନ୍ସ ସମ୍ପର୍କରେ ଆଜି  ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ବୈଠକରେ ଆଲୋଚନା ହୋଇଥିଲା ।…

୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ଦିଲ୍ଲୀ: ଗୁଜୁରାଟ ଏଟିଏସକୁ ବଡ ସଫଳତା । ୬୦୦ କୋଟିର ଡ୍ରଗ୍ସକୁ ଜବତ କରିଛି ଗୁଜୁରାଟ ଏଟିଏସ । ଗୁଜୁରାଟର ମୋରବୀ ଜିଲ୍ଲାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପ୍ରାୟ ୧୨୦ କିଲୋଗ୍ରାମର ଡ୍ରଗ୍ସ ଯାହାର ଆନୁମାନିକ ମୂଲ୍ୟ ୬୦୦ କୋଟି ବୋଲି କୁହାଯାଉଛି । ପାକିସ୍ତାନର ଡ୍ରଗ୍ସ ମାଫିଆ ଖାଲିଦ…