Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିଜିସିଆଇ ପକ୍ଷରୁ ଭିରାଫିନ ଔଷଧ ବ୍ୟବହାର ନେଇ ସବୁଜ ସଙ୍କେତ

ନୂଆଦିଲ୍ଲୀ: ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଶୁକ୍ରବାର ଜାଏଡସ କାଡିଲାର ଔଷଧ ଭିରାଫିନକୁ ବ୍ୟବହାର ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛି । ତେବେ ଏହି ଔଷଧକୁ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ୟବହାର କରାଯାଇ ପାରିବ । ମଧ୍ୟମ ଧରଣର ଆକ୍ରାନ୍ତ କରୋନା ରୋଗୀଙ୍କୁ ଏହି…

ଦଳ ନିର୍ବାଚନରେ ଜିତିଲେ ସମସ୍ତଙ୍କୁ ମିଳିବ ମାଗଣା ଟିକା; ବଙ୍ଗଳା ବିଜେପି

କୋଲକାତା: ଚାଲିଥିବା ବିଧାନସଭା ନିର୍ବାଚନରେ ​​କ୍ଷମତାକୁ ଆସିବା ପରେ ପଶ୍ଚିମବଙ୍ଗରେ ବିନାମୂଲ୍ୟରେ ଟିକା ପ୍ରଦାନ କରିବ ବୋଲି ବଙ୍ଗଳା ବିଜେପି ଘୋଷଣା କରିଛି। ବଙ୍ଗଳା ବିଜେପି ଶୁକ୍ରବାର ଦିନ ଏକ ଟୁଇଟ୍‌ରେ କହିଛି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ…

ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଲା କରୋନା; ମାଉଣ୍ଟ ଏଭରେଷ୍ଟରେ ପ୍ରଥମ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଛି। ମାଉଣ୍ଟ ଏଭରେଷ୍ଟରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନରୱେର ଜଣେ ପର୍ବତାରୋହୀ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାଭାଇରସ୍ ଦୁନିଆର ସର୍ବୋଚ୍ଚ ପର୍ବତକୁ ସ୍ପର୍ଶ କରିଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ…

ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ଜନ୍ମଦିନ ପାଳନ କଲେ ସ୍ୱାସ୍ଥ୍ୟ କର୍ମୀ; ହୃଦୟସ୍ପର୍ଶୀ ଭିଡ଼ିଓ ଭାଇରାଲ

ଗୁଜରାଟ: ଗୁଜରାଟର ସୁରଟ ସିଭିଲ ହସ୍ପିଟାଲରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଜନ୍ମଦିନ ପାଳନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓର ଏକ କ୍ଲିପ୍ ସେୟାର କରିଛନ୍ତି।…

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ପ୍ରତି ବିପଦ ଆସିଲେ ଭୈରବ ବାବାଙ୍କ ମୂର୍ତିରୁ ଲୁହ ଝରେ

କାଙ୍ଗଡା: ହିମାଚଳ ପ୍ରଦେଶର କାଙ୍ଗାଡାରେ ଥିବା ବ୍ରଜେଶ୍ୱରୀ ଦେବୀ ମନ୍ଦିର ରହସ୍ୟରେ ଭରପୂର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରକୁ ପାଣ୍ଡବମାନେ ନିର୍ମାଣ କରିଥିଲେ । ୫୧ ଶକ୍ତୀପୀଠରେ ଏହି ମନ୍ଦିର ଗଣତି ହୋଇଥାଏ । ମୋଗଲ ଶାସନ କାଳରେ ଏହି ମନ୍ଦିରକୁ ବାରମ୍ବାର ଲୁଣ୍ଠନ କରାଯାଇଥିଲା ।…

ଲଦାଖର ରହସ୍ୟମୟ ମ୍ୟାଗ୍ନେଟିକ ହିଲ

ଲଦାଖ: ଜମ୍ମୁ-କଶ୍ମୀରର ଲଦାଖ ଏବହ ଲେହ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର । ଏହି ଅଂଚଳରେ ଥିବା କରାମତି ପାହଡ ଶୃଙ୍କଳରେରେ ଏପରି ଏକ ସ୍ଥାନ ଅଛି ଯାହାକୁ ମ୍ୟାଗ୍ନେଟିକ ହିଲ କୁହାଯାଏ । ଏହି ଅଂଚଳରେ ତୀବ୍ର ଚୁମ୍ବକୀୟ କ୍ଷେତ୍ରର ଅନୂଭୁତି ପରିଲକ୍ଷିତ ହୁଏ । ଗଡାଣିଆ ସ୍ଥାନରେ ପ୍ରାୟତଃ…

ଟିକା ଅଭାବ; ୫୦ରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ: ଟିକା ଅଭାବ ହେତୁ ମୁମ୍ବାଇରେ ଅତି କମରେ ୫୪ ଟି କୋଭିଡ୍ ଟିକାକରଣ କେନ୍ଦ୍ରରେ ଶୁକ୍ରବାର ଦିନ ଟିକାକରଣ ଅଭିଯାନ ବନ୍ଦ ରହିଥିବା ସୂଚନା ମିଳିଛି। ମୁମ୍ବାଇରେ ବର୍ତ୍ତମାନ ୧୩୨ ଟିକାକରଣ କେନ୍ଦ୍ର ରହିଛି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ବର୍ତ୍ତମାନ କିଛି ସମୟ ପାଇଁ ଟିକା…

ଏଣିକି ସାଉଦି ଆରବ ଛାତ୍ରଛାତ୍ରୀ ପଢିବେ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ସାଉଦି ଆରବରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଏବଂ ବିଭିନ୍ନ ସଂସ୍କୃତି ବିଷୟରେ ଅଧିକ ଜ୍ଞାନ ପ୍ରଦାନ କରିବା ପାଇଁ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନୂତନ ଦିଗଦର୍ଶନ କ୍ରମେ ଛାତ୍ରମାନଙ୍କୁ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ଅଧ୍ୟୟନ କରାଯାଉଛି। ଏହାର ଏକ ଅଂଶ ଭାବରେ…

କୋଭିଡ୍‌ ରୋଗୀଙ୍କୁ ଅକ୍ସିଜେନ୍‌ ଯୋଗାଇବେ ଅଭିନେତ୍ରୀ ସୁସ୍ମିତା ସେନ୍‌

ନୂଆଦିଲ୍ଲୀ: ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଦିଲ୍ଲୀର ଅମ୍ଳଜାନ ସଙ୍କଟ ବିଷୟରେ ଜାଣିବା ପରେ ବଲିଉଡ ଅଭିନେତା ସୁସ୍ମିତା ସେନ ଅକ୍ସିଜେନ ପଠାଇବାର ବ୍ୟବସ୍ଥା କରିଛନ୍ତି। ତେବେ କିଭଳି ହସ୍ପିଟାଲ୍‌କୁ ଅକ୍ସିଜେନ ପଠାଇ ହେବ ସେ ନେଇ ସୁସ୍ମିତା ତାଙ୍କ ଅନୁଗାମୀମାନଙ୍କୁଠାରୁ ପରାମର୍ଶ ମଧ୍ୟ…

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା…