Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାତିରେ ଟ୍ରେନ୍ ଯାତ୍ରା କରୁଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଟ୍ରେନରେ ଦୂରକୁ ଯାତ୍ରା କରିଥାନ୍ତି । କାରଣ ଟ୍ରେନ୍ ଯାତ୍ରା ବସ୍ ଓ ବିମାନ ଭଡ଼ା ଠାରୁ ଢେର୍ କମ୍ । ପ୍ରାୟ ସମସ୍ତେ ଯାତ୍ରା ସମୟରେ ଟ୍ରେନରେ ମୋବାଇଲ୍ ଚାର୍ଜରେ ବସାଇଥାନ୍ତି । ସେଥିରୁ କେତେକ ରାତିସାରା ବି ମୋବାଇଲକୁ ଚାର୍ଜରେ ବସାଇ ଶୋଇ ପଡ଼ିଥାନ୍ତି ।…

ଭାରତରେ ‘ସ୍ପୁଟନିକ୍ ଭି’ର ଜରୁରୀକାଳୀନ ବ୍ୟବହାରକୁ ନେଇ ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: (SEC) ସୋମବାର ଦିନ ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀଗୁଡିକର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ରୁଷିଆର ଆଣ୍ଟି-କରୋନାଭାଇରସ୍ ଟିକା ସ୍ପୁଟନିକ୍ ଭିର ଆବେଦନ ପାଇଁ ବୈଠକ କରିବାର ସମ୍ଭାବନା ରହିଛି। କୋଭିଡ-୧୯ ସମ୍ବନ୍ଧୀୟ ଅନୁମୋଦନ ଅନୁରୋଧର ବିଶ୍ଳେଷଣକୁ ତ୍ୱରାନ୍ୱିତ…

ବିମାନବନ୍ଦରରେ ପାଳନ ହେଉନାହିଁ କୋଭିଡ୍ ନିୟମ, ଜରିମାନା ଆଦାୟ ପାଇଁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ଜାରି ରହିଛି ବିମାନ ସେବା । ବିମାନବନ୍ଦରରେ ପହଞ୍ଚିବା ଠାରୁ ପ୍ରସ୍ଥାନ ଯାଏ ସବୁଠି କୋଭିଡ୍ ନିୟମ ପାଳନ ନେଇ ନିର୍ଦ୍ଦେଶ ରହିଛି । ତେବେ ଦେଶର ଅଧିକାଂଶ ବିମାନବନ୍ଦରରେ କୋଭିଡ୍ ନିୟମକୁ ପାଳନ କରାଯାଉନାହିଁ । ପର୍ଯ୍ୟବେକ୍ଷଣ ବେଳେ…

ଆଜିଠାରୁ ମହାରାଷ୍ଟ୍ରର ନନ୍ଦୁରବାରରେ ଲକ୍‌ଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ କଡା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ମାର୍ଚ୍ଚ ୩୧ ର ମଧ୍ୟରାତ୍ରରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନନ୍ଦୁରବରରେ ଲକଡାଉନ୍ ଘୋଷଣା କରାଯାଇଛି। ଏଥି ସହିତ ପଞ୍ଜାବ, ଛତିଶଗଡ ଏବଂ…

ବୁଲା କୁକୁରଙ୍କୁ ଆଶ୍ରୟ ଯୋଗାଇ ଦେଉଛନ୍ତି ଏହି ବାସହୀନ ବ୍ୟକ୍ତି; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା ବିଭାଗର ଅଧିକାରୀ ସୁଶାନ୍ତ ନନ୍ଦା ସୋସିଆଲ୍‌ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ବାସହୀନ ବ୍ୟକ୍ତି ଦୁଇଟି ବୁଲା କୁକୁରଙ୍କୁ ଶୀତରୁ ସୁରକ୍ଷା ଦେବାକୁ ଯାଇ ସେମାନଙ୍କୁ ଆଶ୍ରୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତିଙ୍କ ଏଭଳି…

ବଢିବ ଭାରତୀୟ ବାୟୁସେନାର ଶକ୍ତି; ଆଜି ଭାରତରେ ପହଞ୍ଚିବ ଆଉ ୩ ରାଫେଲ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି କରିବାକୁ ଯାଉଛି। ଆଜି ଆଉ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବ। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ତିନୋଟି ରାଫ‌େଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ଅବତରଣ କରିବ। ଏହି ତିନିଟି ବିମାନ ସାତ ହଜାର କିଲୋମିଟର ଦୂରତା ଦେଇ…

ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି । ଗତ…

୮୦୦ ବର୍ଷ ପରେ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ, ଦେଖିବାକୁ ଭୀଡ ଜମୁଛି

ନୂଆଦିଲ୍ଲୀ: ୟୁରୋପର ଆଇସଲାଣ୍ଡରେ ୮୦୦ ବର୍ଷ ପରେ ଏକ ସୁପ୍ତ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଛି । ୧୧୫୦ ଡିଗ୍ରୀ ସେଲସିୟର ତାପମାତ୍ରାର ଲାଭା ଉଦଗୀରଣକୁ ଦେଖିବା ପାଇଁ ସେଠାରେ ଭୀଡ ଜମିବାରେ ଲାଗିଛି । ୧୯ ମାର୍ଚ୍ଚରେ ଲାଭା ବାହାରିଥିଲା, ସେବେଠାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାରତରେ ଭାଇରାଲ୍ ଥାଇଲାଣ୍ଡ ମ୍ୟୁଜିୟମ୍ !

ଭୁବନେଶ୍ୱର: ପୁଣି ଏକ ଫଟୋ ସହାୟତାରେ ମିଥ୍ୟା ଗୁଜବ । ଇତିହାସକାରଙ୍କୁ ବଦନାମ । ତଥାପି ଲୋକେ ଅନାୟସରେ ଏକ ଫଟୋ ସହ ବିଭ୍ରାନ୍ତିକର କ୍ୟାପ୍ସନ୍‌କୁ ସେୟାର କରିଥିଲେ । ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ କରିଥିଲା ମିଥ୍ୟା ଗୁଜବ ପର୍ଦ୍ଦାଫାସ୍ । ସାମ୍ନାକୁ ଆସିଥିଲା ଆଶ୍ଚର୍ଯ୍ୟକର ସତ୍ୟତା…

ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ, ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ଏନସିପି ନେତା ଶରଦ ପାଓ୍ବାର ଅସୁସ୍ଥ । ପେଟେରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ନଓ୍ବାବ ମଲ୍ଲିକ । ଆଜି ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ଶରଦ ପାଓ୍ବାରଙ୍କୁ ଡାକ୍ତରଖାନାରେ…