Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୨ ହଜାର ଡେଇଁଲା ଦେଶରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ୧୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । https://twitter.com/ANI/status/1377476869033881606?s=19 ସ୍ୱାସ୍ଥ୍ୟ…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ଡୋନାଲ୍ଡ ଟ୍ରମ୍ପଙ୍କ ବୌଦ୍ଧ ଅବତାର

ନୂଆଦିଲ୍ଲୀ: ଚାଇନାର ଆସବାବପତ୍ର ନିର୍ମାତା ହଙ୍ଗ ଜିନ୍ସି ଗତ ବର୍ଷ ବୌଦ୍ଧ ପୋଷାକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧ୍ୟାନ କରୁଥିବାର ଦୁଇଟି ପ୍ରତିମୂର୍ତ୍ତି ତିଆରି କରିଥିଲେ। ଏଥିରେ ଟ୍ରମ୍ଫ୍‌ ବୁଦ୍ଧ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।…

ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ । ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । ନୂଆ ସୁଧହାର ପରିବର୍ତ୍ତେ ପୁରୁଣା ସୁଧହାର ଲାଗୁ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସ୍ୱଳ୍ପ…

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ମମତାଙ୍କ ଭାଗ୍ୟ ପରୀକ୍ଷା

ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗର ୩୦ ବିଧାନସଭା ଆସନ ମଧ୍ୟରେ ବହୁ ଚର୍ଚ୍ଚି ନନ୍ଦିଗ୍ରାମ ପାଇଁ ଆଜି ଭୋଟ୍ ପଡ଼ିବ । ଏଠାରେ…

ଆଜିଠୁ ୪୫ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ

ଭୁବନେଶ୍ୱର: ଆଜିଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ୪୫ ବର୍ଷରୁ ଅଧିକ ସମସ୍ତେ ଟିକା ନେଇ ପାରିବେ । ଏଥିପାଇଁ ଆଉ ମେଡିକାଲ୍ ସାର୍ଟିଫିକେଟ ଆବଶ୍ୟକ ନାହିଁ । ପରିଚୟ ପ୍ରମାଣପତ୍ର ଦେଖାଇ ସରକାର ଓ ଘରୋଇ ସେଣ୍ଟରରେ ଟିକା ନେଇପାରିବେ । ହିତାଧିକାରୀ ଅନଲାଇନ୍‌ କିମ୍ବା ଅନ୍‌-ଦି-ସ୍ପଟ୍‌…

ନନ୍ଦିଗ୍ରାମରେ ୧୪୪ ଧାରା ଜାରୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଦ୍ୱିତୀୟ ପର୍ଯାୟ ପୂର୍ବରୁ ନନ୍ଦିଗ୍ରାମରେ ୧୪୪ ଧାରା ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟର ଗୁଣ୍ଡା ଆସି ଧମକାଉଥିବା ଅଭିଯୋଗ କରିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ମତଦାନ…

ନିଜ ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌‌ କରଉଛି ମା ଭାଲୁ; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ସେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ମା'ଟିଏ ସବୁବେଳ ନିଜ ଛୁଆକୁ ସୁରକ୍ଷା ଦେଇଥାଏ। ସେମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ମା ଭାଲୁ ତା ଛୁଆକୁ ବ୍ୟସ୍ତବହୁଳ ଟ୍ରାଫିକ ପାର୍‌ କରାଇବା ପାଇଁ କେମିତି…

ଆସନ୍ତାକାଲିଠୁ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଦେଶରେ ଚାଲିଥିବା କରୋନା ଟିକାକରଣ କାର୍ଯ୍ୟକ୍ରମ ଉପରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ୧ ରୁ କରୋନା ଟିକା ଦେବାକୁ କୁହାଯାଇଛି। ଏହାପୂର୍ବରୁ,…

ଶରଦ ପାୱାରଙ୍କ ସର୍ଜରୀ ସଫଳତାର ସହ ଶେଷ, ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା 

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ସଜୟରୀ ସଫଳତାର ସହ ଶେଷ ହୋଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ଗତକାଲି ବିଳମ୍ୱିତ ରାତିରେ ଏହି ସର୍ଜରୀ ହୋଇଥିଲା ।  ପାଓ୍ୱାରଙ୍କ ଗଲବ୍ଲାଡରରେ ଷ୍ଟୋନ ହୋଇଥିଲା । ତେବେ ସଫଳତାର ସହ ଏହାକୁ ବାହାର କରାଯାଇଛି ବୋଲି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍. ଡି. ଦେବେଗୌଡ଼ା ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍. ଡି. ଦେବେଗୌଡ଼ା କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ପତ୍ନୀ ଚେନ୍ନାମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଏଚ୍. ଡି. ଦେବେଗୌଡ଼ା । ଏବେ ସେ ଓ ତାଙ୍କ ପରିବାର ସମସ୍ତେ…