Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରମ୍ଭ ହେଲା ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଉଚ୍ଚାଭିଳାଷୀ କେନ୍ଦ୍ରୀୟ ଭିସ୍ତା ପୁନଃନିର୍ମାଣ ଯୋଜନା ଅଧୀନରେ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର ଏକ ମାସ ପରେ ଶୁକ୍ରବାର ଦିନ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ନୂତନ ସଂସଦ…

ଅପରାଧରେ ଭେନଜୁଏଲା ସବୁଠାରୁ ଆଗରେ, ଭାରତ ସ୍ଥିତି ସୁଧୁରିଛି: ରିପୋର୍ଟ

ନୂଆଦିଲ୍ଲୀ: ଗ୍ଲୋବାଲ ଡାଟାବେସ କମ୍ପାନୀ ନମ୍ବିଓ ବିଶ୍ୱର ଅପରାଧ ହାର ଏବଂ ଅପରାଧୀଙ୍କ କାର୍ଯ୍ୟକଳାପ ନେଇ ରିପୋର୍ଟ ଜାରୀ କରିଛି । ବିଶ୍ୱରେ ସବୁଠାରୁ ଅଧିକ ଅପରାଧ ଭେନଜୁଏଲାରେ ହେଉଛି ବୋଲି ଏଥିରେ ଦର୍ଶାଯାଇଛି । କ୍ରାଇମ ଇଣ୍ଡେକ୍ସ ୮୪.୪୯ ଥିବା ବେଳେ ସେଫଟି ଇଣ୍ଡେକ୍ସ ୧୮.୦୭ ରହିଛି ।…

ଟିଏମସି ଛାଡିବେ ଶତାବ୍ଦୀ !

କୋଲକତା: ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତ୍ରୀ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି । ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଫେସବୁକରେ ଲେଖିଛନ୍ତି ଯେ, ଯଦି ମୁଁ କୌଣସି ନିଷ୍ପତି ନିଏ ତାହାହେଲେ ୧୬ ଜାନୁୟାରୀ ଦିନ ୨ଟା ବେଳେ ଏ ସମ୍ପର୍କରେ ଆପଣମାନଙ୍କୁ ସୂଚନା…

ଦେଶରେ ୨୪ ଘଣ୍ଟାରେ ୧୫ ହଜାର ୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ; ମୃତ୍ୟୁ ସଂଖ୍ୟା ୧୯୧

ନୂଆଦିଲ୍ଲୀ: ଦେଶରେ ନିୟମିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଗତ କିଛି ଦିନ ହେବ ୨୦ ହଜାରରୁ କମ୍ ମାମଲା ରୁଜୁ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୫ ହଜାର ୫୯୦ ନୂଆ ମାମଲା ରୁଜୁ ହୋଇଥିଲା।…

ଭାରତୀୟ ବଂଶୋଦ୍ଭବ ସୋନିଆ ଅଗ୍ରୱାଲ୍‌ ହେବେ ବାଇଡେନ୍‌ଙ୍କ ଜଳବାୟୁ ନୀତି ପରାମର୍ଶଦାତା

ନ୍ୟୁୟର୍କ: ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ ସୋନିଆ ଅଗ୍ରୱାଲଙ୍କୁ ଜଳବାୟୁ ନୀତି ଏବଂ ନବସୃଜନ ପାଇଁ ତାଙ୍କର ବରିଷ୍ଠ ପରାମର୍ଶଦାତା ଭାବରେ ଘୋଷଣା କରିଛନ୍ତି। ବାଇଡେନ୍‌ ପ୍ରଶାସନରେ ସାମିଲ୍‌ ହୋଇଥିବା ସୋନିଆ ବହୁ…

ଚୀନ୍‌ ବିରୋଧରେ ଟ୍ରମ୍ପ୍‌ ପ୍ରଶାସନର କଠୋର ଆଭିମୁଖ୍ୟ ଗ୍ରହଣ; ଅଡୁଆରେ ବାଇଡେନ୍‌ ସରକାର

ୱାଶିଂଟନ୍: ଦକ୍ଷିଣ ଚୀନ୍ ସାଗର ମାମଲାରେ ଆମେରିକା ଚୀନ୍ ଉପରେ ନୂଆ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଗୁରୁବାର ଏ ଦିଗରେ ଦୃଢ ପଦକ୍ଷେପ ନେଇଛି। ଆମେରିକାର  ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଚୀନ୍ ସହ କୂଟନୈତିକ ସମ୍ପର୍କ…

୨୦୨୦ ସବୁଠାରୁ ଉତ୍ତପ୍ତ ବର୍ଷ; ‘ନାସା’

ୱାଶିଂଟନ୍: ଗୁରୁବାର ଦିନ ବିଶ୍ୱ‌ ପାଣିପାଗ ଗୋଷ୍ଠୀ ରିପୋର୍ଟ କରିଛି ଯେ ପୃଥିବୀର ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ୨୦୨୦ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ରହିଛି। ଏହି ବର୍ଷ ଉତ୍ତାପ ସ୍ତରରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ସୃଷ୍ଟି କରିଛି। ନାସା ସମେତ ଅଧିକାଂଶ ଏଜେନ୍ସି…

ଆଜିଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେବ ପାଣ୍ଠି ସଂଗ୍ରହ ଅଭିଯାନ; ରାଷ୍ଟ୍ରପତି ଦେବେ ପ୍ରଥମ ଦାନ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମହାନ ରାମ ମନ୍ଦିର ପାଇଁ 'ନିଧି ସମର୍ପଣ ଅଭିଯାନ' ଶୁକ୍ରବାର ଠାରୁ ସାରା ଦେଶରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଶୁଭେଚ୍ଛା ଏବଂ ତାଙ୍କୁ ପ୍ରଦାନ କରାଯାଇଥିବା ଉତ୍ସର୍ଗ ପାଣ୍ଠିରୁ ଆରମ୍ଭ ହେବ। ଏଥିପାଇଁ ଶ୍ରୀ ରାମ…

ଆଜି କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଦେଶରେ କୃଷି ସଂସ୍କାର ପାଇଁ ପାରିତ ହୋଇଥିବା ତିନିଟି କୃଷି ଆଇନ ବିରୋଧରେ ସରକାର ପୁନର୍ବାର ଆନ୍ଦୋଳନକାରୀ କୃଷକଙ୍କ ସହ ଆଲୋଚନା କରିବେ। ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ହେବ। ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଶେଷଜ୍ଞ…

ଆଜିଠୁ ଲାଗୁ ହେଲା ଏହି ନିୟମ; ଲ୍ୟାଣ୍ଡଲାଇନରୁ ମୋବଇଲକୁ ଫୋନ୍ କରୁଥିଲେ ଏଣିକି ଶୂନ ଲଗାଇବା ଜରୁରୀ

ଭୁବନେଶ୍ୱର: ଲ୍ୟାଣ୍ଡଲାଇନ୍ ରୁ ମୋବଇଲକୁ ଫୋନ୍ କରୁଥିଲେ ଜାଣି ରଖନ୍ତୁ ଏହି ନିୟମ । ଏଣିକି ମୋବାଇଲ ନମ୍ବର ପୂର୍ବରୁ ଆପଣଙ୍କୁ ଶୂନ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସାରାଦେଶରେ ଆଜିଠାରୁ ଏହି ନିୟମ ସାରା ଲାଗୁ ହୋଇଛି। ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ…