Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଇଁଚି ଚାଲିଲା ଖେଳ ବଜେଟରେ

ନୂଆଦିଲ୍ଲୀ: କୋଭିଡ-୧୯ ଯୋଗୁ ଅର୍ଥନୀତି ମାନ୍ଦାବାସ୍ଥା ରହିଥିବାରୁ ସରକାର ଭାବିଚିନ୍ତି ବଜେଟ ପ୍ରସ୍ତୁତ କରିଛନ୍ତି । ତେବେ ଏହା ଖେଳପ୍ରେମୀଙ୍କୁ କିଛି ମାତ୍ରାରେ ନିରାଶ କରିଛି । ଗତ ବର୍ଷ ତୁଳନାରେ ବଜେଟରେ ଏଥର ୨୩୦.୭୮ କୋଟ ଟଙ୍କା କମ୍ ଗୃହୀତ କରାଯାଇଛି । ତେବେ ସାଇକୁ ଗତବର୍ଷ ତୁଳନାରେ…

ଚଳିତ ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ…

ଘୃଣ୍ୟ’ ଟ୍ୱିଟ୍ ପାଇଁ ୨୫୦ ଆକାଉଣ୍ଟ ବ୍ଲକ କରିବାକୁ ଟ୍ୱିଟରକୁ କେନ୍ଦ୍ରର ସ୍ୱତନ୍ତ୍ର ଚିଠି

ନୂଆଦିଲ୍ଲୀ: ଆଜି ଆଇଟି ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ୨୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟ ଏବଂ ଟ୍ୱିଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛି। ନଭେମ୍ବରରୁ ସୀମାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଜାନୁଆରୀ ୩୦ରେ କେନ୍ଦ୍ରରୁ ଏହି ନିର୍ଦ୍ଦେଶ ଆସିଛି।…

ଦେଶରେ ସମସ୍ତ ବିମାନ ସେବା ବନ୍ଦ କଲା ମିଆଁମାର

ନୂଆଦିଳ୍ଳୀ: ବିମାନ ଯାତ୍ରା ଦାୟିତ୍ୱରେ ଥିବା ମିଆଁମାରର ସରକାରୀ ରିପୋର୍ଟ ଅନୁଯାୟୀ ଦେଶର ସମସ୍ତ ଯାତ୍ରୀବାହୀ ବିମାନ ବନ୍ଦ କରାଯାଇଛି। ମିଆଁମାରରେ ଥିବା ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଦେଶର ବୃହତ୍ତମ ସହର ୟାଙ୍ଗୋନରେ ଅନ୍ତର୍ଜାତୀୟ ବିମାନବନ୍ଦର ରାସ୍ତା ସୋମବାର ବନ୍ଦ…

ବଜେଟ୍‌ ୨୦୨୧ ହେଉଛି କୃଷକ ବିରୋଧୀ ବଜେଟ୍‌; କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ସୋମବାର କେନ୍ଦ୍ର ସରକାରଙ୍କୁ କୃଷି ସହ ଜଡିତ ସମସ୍ୟାର ସମାଧାନ କରିବାରେ ସମାଲୋଚନା କରିଛି ଏବଂ କେନ୍ଦ୍ର ବଜେଟକୁ 'କୃଷକ ବିରୋଧୀ' ବୋଲି କହିଛି। କଂଗ୍ରେସ ନେତା ଜୟଭୀର ଶେରଗିଲ କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଲି ସଂସ୍କାର ଏବଂ ଅଧିକ ନକଲି ସରକାରୀ ରିପୋର୍ଟ…

ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

କୋଲକାତା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି । ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ବେଳେ ପୁଣି ଜଣେ ଟିଏମସି ବିଧାୟକ ଦଳ…

ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ, ୧୦ ମହିଳା ସମେତ ୭୦ ଜଣ ଗିରଫ

ପଟିଆଲା: ପଟିଆଲା ବନୁଡର ଏକ ପ୍ୟାଲେସରେ ଜୁଆ ଓ ଦେହ ବ୍ୟବସାୟ ଅଡ୍ଡାର ପର୍ଦାଫାଶ ହୋଇଛି । ସେଠାରୁ ୧୦ ମହିଳାଙ୍କ ସମେତ ୭୦ ଜଣଙ୍କୁ ଗିରଫ କରାଯାଇଛି । ଅର୍ଗାନାଇଜ୍ଡ କ୍ରାଇମ କଣ୍ଟ୍ରୋଲ ୟୁନିଟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ୟାଲେସ୍ ମାଲିକ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଜୁଆ,…

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜ୍ଵାଇଁ ଜାରେଡ କୁଶନର୍ ନୋବେଲ ଶାନ୍ତି ସମ୍ମାନ ପାଇଁ ମନୋନୀତ

ନୂଆଦିଲ୍ଲୀ: ହ୍ବାଇଟ୍‌ ହାଉସର ପୂର୍ବତନ ବରିଷ୍ଠ ଉପଦେଷ୍ଟା ତଥା ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଜୋଇଁ ଜାରେଡ କୁଶନର୍ ଏବଂ ତାଙ୍କ ଡେପୁଟି ଅଭି ବର୍କୋୱିଜ୍‌ଙ୍କୁ "ଅବ୍ରହାମ ଚୁକ୍ତିନାମା" ଭାବରେ ଜଣାଶୁଣା ଇସ୍ରାଏଲ୍ ଏବଂ ଆରବ ଦେଶଗୁଡିକ ମଧ୍ୟରେ ଚାରିଟି ସ୍ବାଭାବିକ…

ସିଙ୍ଘୁ ସୀମାରେ ଉତ୍ତେଜନା ଜାରି; ରାସ୍ତା‌ ଅବରୋଧ କରିବାକୁ ଧମକ ଦେଲେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ଉପରେ ବିରୋଧ ଜାରି ରହିଥିବାବେଳେ ହରିୟାଣାର କୃଷକମାନେ ମାନ୍ଦସୌରରେ ଟ୍ରେନ୍ ଅବରୋଧ କରିବାକୁ ଧମକ ଦେଇଛନ୍ତି। ଏ ନେଇ ଦିଲ୍ଲୀ ଏନସିଆରର ସିଙ୍ଘୁ ସୀମାରେ ଥିବା କୃଷକମାନେ ସୋମବାର ଚେତାବନୀ ଦେଇଛନ୍ତି। ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦ ସ୍ଥାନ ସିଙ୍ଘୁ…

ବଜେଟ୍ ଘୋଷଣା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବା ପରେ ସେୟାର ବଜାରରେ ଯୋରଦାର ବୃଦ୍ଧି ଘଟିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ ୧୬୫୦ ପଏଣ୍ଟରୁ ଅଧିକ ବଢି ୪୮,୦୦୦ ପଏଣ୍ଟରେ କାରବାର କରୁଛି । ସେଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି ମଧ୍ୟ ୧୪,୦୦୦ ପଏଣ୍ଟ ପାର…