Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚଳିତ ବର୍ଷ ଶିଶୁ ଜନ୍ମହାରରେ ଚୀନ୍‌କୁ ପଛରେ ପକାଇବ ଭାରତ; ୟୁନିସେଫ୍‌

ନ୍ୟୁୟର୍କ: ନୂଆ ବର୍ଷ ଦିନ ସାରା ବିଶ୍ୱରେ ଆନୁମାନିକ ୩,୭୧,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ହଜାର ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ୨୦୨୧ରେ ଆନୁମାନିକ ୧୪୦ ନିୟୁତ ପିଲା ଜନ୍ମ…

ପାକ୍‌ରେ ହିନ୍ଦୁ ମନ୍ଦିର ଜାଳିବା ଘଟଣାକୁ ଭାରତର ଦୃଢ ବି‌ରୋଧ

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ ମନ୍ଦିର ଜାଳିବା ବିରୋଧରେ ଭାରତ ବିରୋଧ କରିଛି। ସୂଚନା ଅନୁଯାୟୀ ପାକିସ୍ତାନର ଏକ ହିନ୍ଦୁ ମନ୍ଦିରରେ ଏହି ଭଙ୍ଗାରୁଜା ବିରୋଧରେ ଭାରତ ଆନୁଷ୍ଠାନିକ ଭାବେ ବିରୋଧ କରିଛି। ପାକିସ୍ତାନର ଏକ ହିନ୍ଦୁ ମନ୍ଦିରରେ ଅଗ୍ନିକାଣ୍ଡ ଘଟଣାରେ ପୋଲିସ ୩୦ ଜଣ ଗିରଫ…

ନବବର୍ଷର ଶୁଭେଚ୍ଛା ସହ ବିଶ୍ୱାସ ଏବଂ ସମର୍ଥନ ପାଇଁ ଦେଶବାସୀଙ୍କୁ ‘ଧନ୍ୟବାଦ’ ଦେଲେ ରାଷ୍ଟ୍ରପତି କିମ୍‌

ନୂଅ‌ାଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ନୂତନ ବର୍ଷରେ ଦେଶବାସୀଙ୍କୁ ଏକ ଚିଠି ଲେଖିବାକୁ ଇଚ୍ଛାପ୍ରକାଶ କରିଥିଲେ ଏବଂ ବିଶ୍ୱାସ ଏବଂ ସମର୍ଥନ ପାଇଁ 'ଧନ୍ୟବାଦ' ମଧ୍ୟ କହିଥିଲେ। ଏହି ଅବସରରେ ସେ ତାଙ୍କ ପିତା ଏବଂ ଜେଜେବାପାଙ୍କ ସମାଧି ପରିଦର୍ଶନ କରିଥିଲେ। ଜନସାଧାରଣଙ୍କୁ…

ଜାତୀୟ ସଙ୍ଗୀତରେ ଶବ୍ଦ ପରିବର୍ତ୍ତନ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜାତୀୟ ସଂଗୀତରେ ଏକ ଶବ୍ଦ ପରିବର୍ତ୍ତନ କରିଛି। ଏହି ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହାକୁ ଦେଶର “ସ୍ପିରିଟ୍‌ ଅଫ୍‌ ୟୁନିଟି” ବୃଦ୍ଧି ପାଇଁ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ…

ଆତଙ୍କବାଦୀଙ୍କ ପାଇଁ ୨୦୨୦ରେ କାଳ ସାଜିଥିଲେ ସେନା

ନୂଆଦିଲ୍ଲୀ: ୨୦୨୦ରେ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଥିଲେ ଭାରତୀୟ ସେନା । ରିପୋର୍ଟ ମୁତାବକ ପାକିସ୍ତାନ ସବୁ ବର୍ଷ ପରି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ପଠାଇଥିଲା । ସେନା ସଜାଗ ଥିବା ଯୋଗୁ ୨୨୫ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ବିପକ୍ଷରେ ୧୦୦ ସଫଳ ଅପରେଶନ କରା…

୬ଟି ସହରରେ ଲାଇଟ୍‌ ହାଉସ୍‌ ପ୍ରକଳ୍ପର ଶିଳାନ୍ୟାସ କଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ନୂତନ ବର୍ଷରେ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅଧୀନରେ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସମେତ ୬ ଟି ସହରର ଲାଇଟ୍ ହାଉସ୍ ପ୍ରକଳ୍ପ (LHP) ର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ…

ମଣିପୁର ଡାଜୁକୋ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ; ସହାୟତା ପ୍ରଦାନ ନିମନ୍ତେ ଗୃହମନ୍ତ୍ରୀଙ୍କ ପ୍ରୟାସ ଜାରି

ଇମ୍ଫାଲ: ମଣିପୁର-ନାଗାଲାଣ୍ଡ ସୀମାରେ ଅବସ୍ଥିତ ଡାଜୁକୋ ରେଞ୍ଜର ଜଙ୍ଗଲରେ ଅଗ୍ନିକାଣ୍ଡ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି। ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ ଫୋନରେ କଥା ହୋଇଥିବା  ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍ କରି…

ସିଆଚୀନକୁ ବଂଚାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚତମ ଶିଖରରେ ତ୍ରିରଙ୍ଗା ଉଡାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ୧୩ ଏପ୍ରିଲ ୧୯୮୪ରେ ତାଙ୍କ ରିପୋର୍ଟ ବଳରେ ଭାରତୀୟ ସେନା ଅପରେଶନ ମେଘଦୂତକୁ ସଫଳ କରିବା ସହ…

ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଲେ WHO

ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍‌ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର…

ଭାରତରେ କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଆଜି ମିଳିବ ମଞ୍ଜୁରୀ !

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଟିକା କ୍ଷେତ୍ରରେ ଗୋଟିଏ ଗୋଟିଏ ପାଦ ଆଗକୁ ବଢୁଛି ଭାରତ । ନୂଆବର୍ଷର ଆଗମନ ସହ ଦେଶବାସୀଙ୍କୁ ମିଳିପାରେ ଭ୍ୟାକସିନ୍ ଆସିବା ନେଇ ବଡ଼ ଖବର । ଆଜି କରୋନା ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଇପାରନ୍ତି ସରକାର । କାଲି ଦେଶବ୍ୟାପି ଟିକା ଡ୍ରାଏ ରନ୍…