Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏଶଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲି ମିଡିଆରେ…

ଚିରଦିନ ପାଇଁ ମନେ ରହିବେ କୋଭିଡ ଯୋଦ୍ଧା

ଭୁବନେଶ୍ୱର: ବର୍ଷ ୨୦୨୦ ଆରମ୍ଭରୁ ଦେଶ ତଥା ରାଜ୍ୟରେ ଦେଖାଦେଇଥିଲା ମହାମାରୀ କରୋନାର ଭୟାବହତା। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଓ ସଟଡାଉନ୍ ଆଦି ବିଭିନ୍ନ କଟକଣା ଜାରି କରିଥିଲେ। କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷା ଦେବା ପାଇଁ ଲୋକମାନେ ଘରୁ ବାହାରକୁ ପାଦ…

ଆସନ୍ତାକାଲି ହୋଇପାରେ ସିବିଏସ୍‌ଇ ପରୀକ୍ଷାର ତାରିଖ ଘୋଷଣା !

ନୂଆଦିଲ୍ଲୀ-କରୋନା ପାଇଁ ଏ ବର୍ଷ ସ୍କୁଲ କଲେଜରେ ପାଠପଢା ହୋଇ ନାହିଁ । କେବେ ସ୍କୁଲ କଲେଜ ଖୋଲିବ, ତାହା ମଧ୍ୟ ଠିକ୍‌ରେ ଜଣାପଡୁନି । ତେଣୁ ପରୀକ୍ଷା କେମିତି ହେବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଶେଷ କରି ଚଳିତ ଶିକ୍ଷା ବର୍ଷରେ ୨୦୨୧ରେ ଯେଉଁ ପିଲାମାନେ…

କେଉଁ କେଉଁ ରାଜ୍ୟରେ ଚିହ୍ନଟ ହୋଇଛି ନୂଆ କରୋନା ଷ୍ଟ୍ରେନ୍‌ର ଭୂତାଣୁ

ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍‌ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର…

ଶାହୀନବାଗରେ ଗୁଳି ଚଳାଇଥିବା କପିଲଙ୍କୁ ବହିଷ୍କୃତ କଲା ବିଜେପି

ନୂଆଦିଲ୍ଲୀ:ଶାହୀନବାଗରେ ଗୁଳି ଚଳାଇଥିବା କପିଲ ଗୁଜ୍ଜରଙ୍କ ବିଜେପି ଦଳରୁ ବହିଷ୍କୃତ କରିଛି । ବିଜେପିରେ କପିଲ ମିଶିବାର ଘଂଟାକ ପରେ ଦଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେ ପୂର୍ବରୁ ବହୁଜନ ସମାଜ ପାର୍ଟିର ସଦସ୍ୟ ଥିଲେ । କପିଲଙ୍କ ବିଷୟରେ ଆମେ ଅବଗତ ନ ଥିଲୁ ବୋଲି ଗାଜିଆବାଦ…

ଚାଷୀ-କେନ୍ଦ୍ର ଷଷ୍ଠ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ- କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ ଚାଷୀଙ୍କ ୨ଟି ଦାବି ପ୍ରତି କେନ୍ଦ୍ର ସରକାର ବିଚାର କରିବାକୁ ପ୍ରସ୍ତୁତ ଥିବା…

ସୁଶାନ୍ତ ସିଂ ରାଜପୁତ କେସ୍: ପିଏମଓକୁ ଷ୍ଟାଟସ ରିପୋର୍ଟ ପଠାଇଲା ସିବିଆଇ, ସ୍ୱାମୀ ଅନୁରୋଧ କରିଥିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସର ଷ୍ଟାଟସ ରିପୋର୍ଟ ସିବିଆଇ ପିଏମଓ ନିକଟକୁ ପଠାଇଛି । ଏହି ରିପୋର୍ଟ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମଧ୍ୟ ଦିଆଯାଇଛି । ସୁଶାନ୍ତ କେସର ତଦନ୍ତ କେତେ ବାଟ ଗଲା ଏବଂ ଏହାର ଅପଡେଟ ସମ୍ପର୍କରେ ଜାଣିବା ପାଇଁ ସ୍ୱାମୀ ପିଏମଓକୁ…

ଜାନୁଆରି ୧୦ ଯାଏ ବଢିଲା ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ନୂଆଦିଲ୍ଲୀ- ପୁଣି ଥରେ ଆୟକର ରିଟର୍ଣ୍ଣ ଦାଖଲର ସମୟ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସାଧାରଣ ଟିକସଦାତାଙ୍କ କ୍ଷେତ୍ରରେ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ଆହୁରି ୧୦ ଦିନ ବୃଦ୍ଧି କରି ଏହାର ଶେଷ ତାରିଖ ଜାନୁଆରି ୧୦ ରଖା ଯାଇଛି । ଆଗରୁ ଏହା ଡିସେମ୍ବର ୩୧ ତାରିଖ ଥିଲା । ଆଗରୁ…

ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବାନୁଯାୟୀ ଆଝାରୁଦ୍ଧିନଙ୍କର ବିଶେଷ କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ,…

କେନ୍ଦ୍ର କ୍ୟାବିନେଟର ପ୍ରମୁଖ ନିଷ୍ପତ୍ତି; ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୋଜନା ଅନୁମୋଦିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ୭,୭୨୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ଯୋଜନା ଅନୁମୋଦନ…