Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକଙ୍କ କହିବାନୁଯାୟୀ ଆଝାରୁଦ୍ଧିନଙ୍କର ବିଶେଷ କ୍ଷତି ହୋଇନାହିଁ । ମିଳିଥିବା ସୂଚନା ଅନୁଯାୟୀ,…

କେନ୍ଦ୍ର କ୍ୟାବିନେଟର ପ୍ରମୁଖ ନିଷ୍ପତ୍ତି; ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୋଜନା ଅନୁମୋଦିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ୭,୭୨୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ଯୋଜନା ଅନୁମୋଦନ…

ଆଇଟିବିପି କମ୍ବାଟ ୟୁନିଟ କେ୯ରେ ସାମିଲ ହେଲେ ୧୬ କୁକୁର ସଦସ୍ୟ

ଲଦାଖ: ଆଇଟିବିପି କମ୍ବାଟ ୟୁନିୟନ କେ୯ରେ ବୁଧବାର ୧୬ କୁକୁର ସଦସ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ନାମକରଣ ଉତ୍ସବ ଆୟୋଜନ କରାଯାଇଥିଲା । ସବୁ କୁକୁର ଛୁଆ ବେଲଜିୟନ ପ୍ରଜାତିର । ଗଲୱାନ ଘାଟିରେ ଶହୀଦ ହୋଇଥିବା ସେନାର ଅଧିକାରୀଙ୍କୁ ମନେ ପକାଇବା ପାଇଁ ଏହି କୁକୁର ଛୁଆଗୁଡିକରେ ନାମ ଗଲୱାନ,…

ରାଜ୍ୟପାଳଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ନୂଆ ନାଟକ ଦେଖିବାକୁ ମିଳୁଛି । ବୁଧବାର ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଣ୍ଡଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପତ୍ର ଲେଖିଛନ୍ତି । ଫଳରେ ବିଜେପି…

‘ଆକାଶ କ୍ଷେପଣାସ୍ତ୍ର’ ରପ୍ତାନିକୁ ମିଳିଲା କେନ୍ଦ୍ର ‌ସରକାରଙ୍କ ଅନୁମୋଦନ

ନୂଅ‌ାଦିଲ୍ଲୀ: ବର୍ତ୍ତମାନର କେନ୍ଦ୍ର ସରକାର ଏକ ଆତ୍ମନିର୍ଭରଶୀଳ ଭାରତ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ଏହି ଦିଗରେ ଆଉ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଭାରତ ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ରପ୍ତାନି କରିବ। କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତିକୁ ଅନୁମୋଦନ…

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ବ୍ୟବହାରକୁ ମିଳିଲା ବ୍ରିଟେନର ମଞ୍ଜୁରୀ

ନୂଆଦିଲ୍ଲୀ: ବ୍ରିଟେନ ଅକ୍ସଫୋର୍ଡର କରୋନା ଟିକା ବ୍ୟବହାରକୁ ଅନୁମୋଦନ କରିଛନ୍ତି। କିଛି ଦିନ ମଧ୍ୟରେ, ବ୍ରିଟେନର ଲୋକମାନେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ର କରୋନା ଟିକା ଗ୍ରହଣ କରିବା ଆରମ୍ଭ କରିବେ। ବ୍ରିଟେନର ଅନୁମୋଦନ ପରେ ଅକ୍ସଫୋର୍ଡର କରୋନା ଟିକା ଏଠାରେ ବ୍ୟବହାର ପାଇଁ ଅନୁମୋଦନର…

ଚୀନ୍‌କୁ ରାଜନାଥ ସିଂଙ୍କ ଦୃଢ ବାର୍ତ୍ତା; ଭାରତ ବାହ୍ୟ ବିପଦର ମୁକାବିଲା କରିବାରେ ସକ୍ଷମ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୁଣି ଥରେ ଚୀନ୍‌କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ବିସ୍ତାରବାଦୀ ଏଜେଣ୍ଡାକୁ ଆମେ ଉପଯୁକ୍ତ ଉତ୍ତର ଦେବୁ। ରାଜନାଥ ସିଂ କହିଛନ୍ତି ଯେ ଭାରତ ବାହ୍ୟ ବିପଦର ମୁକାବିଲା କରିବାରେ ସକ୍ଷମ ଏବଂ ଯିଏ ଆମ ସୁରକ୍ଷା ପ୍ରତି…

କରୋନା ଟିକା ନେଲେ ଆମେରିକାର ଉପ-ରାଷ୍ଟ୍ରପତି କମ୍‌ଲା ହାରିସ୍‌

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ନବ ନିର୍ବାଚିତ ଉପ-ରାଷ୍ଟ୍ରପତି କମଲା ହାରିସ୍ ମଙ୍ଗଳବାର ଦିନ ଟେଲିଭିଜନରେ ମାସ୍କ ପିନ୍ଧି ଲାଇଭ୍‌ କରୋନା ଟିକା ମଡର୍ଣ୍ଣାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ କମଲା ହାରିସ୍ ଲୋକଙ୍କୁ ଏହି ପ୍ରକ୍ରିୟାରେ ବିଶ୍ୱାସ କରିବାକୁ କହିଥିଲେ। ୱାଶିଂଟନ୍,…

ଆଉ ୧୪ ବ୍ରିଟେନ ଫେରନ୍ତା କୋଭିଡର ନୂଆ ଷ୍ଟ୍ରେନରେ ଆକ୍ରାନ୍ତ

ନୂଆଦିଲ୍ଲୀ : ନିକଟରେ ବ୍ରିଟେନରୁ ଭାରତ ଫେରିଥିବା ଆଉ ୧୪ ଜଣ ବ୍ୟକ୍ତି କରୋନାର ନୂଆଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨୦ ପହଞ୍ଚିଛି ।…

ପୁଣି ଥରେ ପ୍ରଶ୍ନ ଘେରରେ ଚୀନ୍‌ର ବିଶ୍ୱସନୀୟତା; ଟିକା ସମ୍ବନ୍ଧୀୟ ତଥ୍ୟ ଲୁଚାଉଛି ଚୀନ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁ ସହିତ ବିଶ୍ୱକୁ ବିଭ୍ରାନ୍ତ କରୁଥିବା ଚୀନ୍ ବର୍ତ୍ତମାନ ଏହାର ଟିକା ବିଷୟରେ ତଥ୍ୟ ଲୁଚାଉଛି। ଏହି କାରଣରୁ, ବିଶ୍ୱ ସାମ୍ନାରେ ଚୀନ୍‌ର ବିଶ୍ୱସନୀୟତା ପ୍ରାୟ ଶେଷ ହୋଇଯାଇଛି। ବ୍ରାଜିଲରେ କରୋନା ଟିକା ପରୀକ୍ଷା ଉପରେ ଗୁରୁତର ସନ୍ଦେହ ଉପୁଜିଛି। ଭାରତ ଏବଂ ଆମେରିକା…