Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହାଣେଙ୍କ ପ୍ରଶଂସାରେ ଶତମୁଖ ବିରାଟ କୋହଲି

ଭୁବନେଶ୍ୱର: ପ୍ରଥମଥର ପାଇଁ ବାପା ହେବାକୁ ଯାଉଛନ୍ତି ବିରାଟ କୋହଲି । ହେଲେ ଘରେ ଥାଇ ସୁଦ୍ଧା ମନ ରହିଛି ଅଷ୍ଟ୍ରେଲିଆ ମାଟିରେ । ବିରାଟଙ୍କ ବଦଳରେ ଭାରତୀୟ କ୍ରିକେଟ ଟିମର ଭାର ସମ୍ଭାଳିଥିଲେ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବେଶ ସଫଳତାର ସହ ଭାର ସମ୍ଭାଳି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ…

ପୁଣି ଏକାଠି ହେବେ ଅଲ୍ଲି, ବରୁଣ ଓ ପୁଲକିତ, ଆସୁଛି ଫୁକ୍‌ରେ-୩

ମୁମ୍ବାଇ: ଦୁଇଦୁଇଥର ସ୍ଲିପର ହିଟ୍ ସାବ୍ୟସ୍ତ ହୋଇଥିଲା ଫିଲ୍ମ ଫୁକରେର ଦୁଇଟି ପାର୍ଟ । ୨୦୧୩ ଓ ୨୦୧୭ ପରେ ଏହାର ଥାର୍ଡ ପାର୍ଟ ରିଲିଜ ହେବାକୁ ଯାଉଛି । ପୁଣି ଦେଖିବାକୁ ମିଳିବ ଅଲ୍ଲି ଫୈଜଲ, ବରୁଣ ଶର୍ମା, ପୁଲକିତ ସମ୍ରାଟ ଓ ମନଜୋତ ସିଂଙ୍କ ତଗଡା କମିକ୍ କେମିଷ୍ଟ୍ରୀ । ଚଳିତବର୍ଷ…

ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଫଳାଫଳକୁ ଶୀଘ୍ର ପ୍ରକାଶ କରାଯାଉ: ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଦେଶମୁଖ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ଦେଶମୁଖ ରବିବାର ଦିନ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଫଳାଫଳକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ପ୍ରକାଶ କରିବା ଉଚିତ। ତଦନ୍ତ ଆରମ୍ଭ ହେବାର ପାଞ୍ଚ ମାସରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଅଭିନେତା…

କାଶ୍ମୀର ସାଫ୍ରନ୍‌କୁ ପ୍ରଶଂସା କଲେ ମୋଦୀ; କହିଲେ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଏହା ଆମର ପ୍ରୟାସକୁ ଆହୁରି ଦୃଢ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ମନ୍ କୀ ବାତ୍‌ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କାଶ୍ମୀରର ସାଫ୍ରନ୍ ସମ୍ପର୍କରେ କହିଛନ୍ତି। ସେ ଅବୁଲ ଫଜଲଙ୍କ କାହାଣୀକୁ ମନେ ପକାଇ କାଶ୍ମୀରୀ କେଶରକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆକବରଙ୍କ ଦରବାରର ଜଣେ ପ୍ରମୁଖ ସଦସ୍ୟ…

ସାମାନାରେ ରାଉତଙ୍କ ବିବାଦୀୟ ଲେଖା, ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ

ମୁମ୍ବାଇ:ଶିବସେନା ମୁଖପାତ୍ର ସାମାନାରେ ରବିବାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ବିବାଦୀୟ ଲେଖା ଲେଖିଛନ୍ତି । ମୋଦି ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି ଯଦି ଏ ଭଳି ପରିସ୍ଥିତି ଜାରି ରହେ ତାହାହେଲେ ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ । ଏହି ଲେଖା ନେଇ ଏବେ ରାଜନୈତିକ ମହଲରେ ଝଡ…

ବକ୍ସିଂ ଡେ ଟେଷ୍ଟରେ ଆଜିଙ୍କ୍ୟ ରାହାଣେଙ୍କ ଶତକ, ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ସେଞ୍ଚୁରୀ

ଭାରତ-ଅଷ୍ଟ୍ରେଲିଆ ବକ୍ସିଂ ଡେ ଟେଷ୍ଟରେ ଅଧିନାୟକ ଇନିଂସ ଖେଳିଲେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଦିନରେ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଶତକ । ଅଷ୍ଟ୍ରେଲିଆ ମାଟିରେ ଦ୍ୱିତୀୟ ଟେଷ୍ଟ ସେଞ୍ଚୁରୀ ହାସଲ କରିଛନ୍ତି ରାହାଣେ । ପୂର୍ବରୁ ୨୦୧୪ରେ ବକ୍ସିଂ ଡେ ଟେଷ୍ଟରେ…

ଇସ୍ରାଏଲ୍ ପିଏମ୍‌ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ; ବିକ୍ଷୋଭକାରୀଙ୍କ ଜୋର୍‌ଦାର୍‌ ପ୍ରଦର୍ଶନ…

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନ ବାହାରେ ହଜାର ହଜାର ଲୋକ ପ୍ରଦର୍ଶନ କରିଥିଲେ। ଶନିବାର ଦିନ ଜେରୁଜେଲମରେ ନେତାନ୍ୟାହୁଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ବାସ୍ତବରେ, ନେତାନ୍ୟାହୁଙ୍କ ଉପରେ ଲାଞ୍ଚ ନେବା, ଠକେଇ…

ସ୍ୱପ୍ନାଙ୍କ ସ୍ୱପ୍ନ ସାକର କଲେ ଧମେନ୍ଦ୍ର: ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଲେ !

ଆଜମେର:ରାଜସ୍ଥାନ ଆଜମେରର ଧମେନ୍ଦ୍ର ତାଙ୍କ ପତ୍ନୀ ସ୍ୱପ୍ନା ଅନିଜାଙ୍କୁ ବହୁତ ଭଲ ପାଆନ୍ତି । ୮ମ ବିବାହ ବାର୍ଷିକୀରେ ଧମେନ୍ଦ୍ର ନିଜ ପତ୍ନୀଙ୍କ ପାଇଁ ଜହ୍ନରେ ୩ ଏକର ଜାଗା କିଣିଛନ୍ତି । ବିଶ୍ୱାସ ନ ହେଲେ ବି ସତ । ପତ୍ନୀ ସ୍ୱପ୍ନାଙ୍କ ସ୍ୱପ୍ନ ସାକର କରିଛନ୍ତି ଧମେନ୍ଦ୍ର । ସେ ବି ଏ ଭଳି…

କରୋନା ଶେଷ ମହାମାରୀ ନୁହେଁ; ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ସଙ୍କଟ ଚରମ ମହାମାରୀ ନୁହେଁ। ହୁ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିଆସିସ୍ ଜଳବାୟୁ ପରିବର୍ତ୍ତନ ଏବଂ ପଶୁ କଲ୍ୟାଣର ସମ୍ମୁଖୀନ ନ ହୋଇ ମାନବ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ରୟାସକୁ 'ଅଦରକାରୀ' ବୋଲି ବର୍ଣ୍ଣନା କରିଛନ୍ତି।…

ଆଜି ବର୍ଷର ଶେଷ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ ଟାରେ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ୨୦୨୦ ର ଶେଷ ମନ୍ କି ବାତ୍‌ କାର୍ଯ୍ୟକ୍ରମ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କଠାରୁ ପରାମର୍ଶ ଲୋଡିଥିଲେ। କରୋନା କାରଣରୁ…