Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । । ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ…

କିଛି ଦେଶରେ ଏବେବି ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି: ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: ଏବେ ଯାଏଁ କିଛି ଦେଶରେ ଭାରତୀୟଙ୍କୁ ପ୍ରବେଶ ଅନୁମତି ମିଳିନି ବୋଲି ମଙ୍ଗଳବାର ଦିନ କହିଛନ୍ତି କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ସେସବୁ ଦେଶ ପ୍ରତିବନ୍ଧକ ହଟାଇଲେ ବିମାନ ଚଳାଚଳ ପାଇଁ ପ୍ରସ୍ତୁତି କରାଯିବ ବୋଲି ସେ କହିଛନ୍ତି ।…

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ…

ଏଣିକି ଦିଲ୍ଲୀ ବିମାନବନ୍ଦରରେ ସବୁ ଯାତ୍ରୀ କରିପାରିବେ କୋଭିଡ୍‌ ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ପରୀକ୍ଷଣର ସୁବିଧା ରହିଥିଲା। ଏଠାରେ, କୋଭିଡ ପରୀକ୍ଷା କରିବା ପାଇଁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ ଥିଲା। କିନ୍ତୁ ବର୍ତ୍ତମାନ ଦିଲ୍ଲୀ…

ନୀତିଶଙ୍କ ଉପରକୁ ପଥର ଓ ପିଆଜ ମାଡ

ପାଟନା: ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ମତାଦାନ ପାଇଁ ଅରମ୍ଭ ହୋଇଛି ଜୋରଦାର ପ୍ରଚାର । ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧୁବନୀର ହରଲଖିରେ ପ୍ରଚାର କରିଛନ୍ତି । ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ…

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍…

ମ୍ୟାକଡୋନାଲ୍ଡର ଉତ୍ପାଦ କିଣିବାକୁ ଲୋକଙ୍କୁ ନିବେଦନ କଲା ବର୍ଗର୍‌ କିଙ୍ଗ୍‌

ନୂଆଦିଲ୍ଲୀ: ଯେଉଁ କ୍ଷେତ୍ର ହେଉନା କାହିଁକି, ବର୍ତ୍ତମାନ ସବୁ ‌କ୍ଷେତ୍ରରେ ପ୍ରତିଯୋଗିତା ଜୋର୍‌ ଧରିଛି। ତେବେ ନାମୀଦାମୀ କମ୍ପାନି ବର୍ଗର କିଙ୍ଗ୍‌ସ ଯେତେବେଳେ ଟ୍ୱିଟରରେ ମ୍ୟାକଡୋନାଲ୍ଡରୁ ବର୍ଗର କିଣିବା ପାଇଁ ଲୋକଙ୍କୁ ନିବେଦନ କଲା, ସେତେବେଳେ ଲୋକମାନଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ…

ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

ପ୍ୟାରିସ: ଆତଙ୍କବାଦୀଙ୍କ ବିରୋଧରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସଫା ହୋଇଗଲେ ୫୦ ଆତଙ୍କବାଦୀ । ଫ୍ରାନ୍ସର ବାୟୁସେନା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଅଲକାଏଦାର ୫୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଫ୍ରାନ୍ସ ବାୟୁସେନା ମିରାଜ ଯୁଦ୍ଧ ବିମାନ ଓ…

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ହିନ୍ଦୁ ସେନାର ସ୍ୱତନ୍ତ୍ର ପୂଜାର୍ଚ୍ଚନା !

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଘୋଷଣା ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ । କିଏ ଜିତିବ, କିଏ ହାରିବ । ଏ ନେଇ ବିଭିନ୍ନ ଆକଳନ ଚାଲିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥିତି ସନ୍ତୁଳିତ ରହିଛି । ତେବେ ନିର୍ବାଚନରେ ଯେପରି ତାଙ୍କର ବିଜୟ ହେଉ ସେ ନେଇ ଦିଲ୍ଲୀରେ ତାଙ୍କ ସମର୍ଥକ…