Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର କ୍ରୀଡ଼ାସୂଚୀ, ଜାଣନ୍ତୁ କେବେ କେଉଁଠି ମ୍ୟାଚ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଏନେଇ କ୍ରୀଡ଼ାସୂଚୀ ଜାରି ହୋଇଛି । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ ଓ୍ୱାନ ଡେ ସିରିଜ । ପ୍ରଥମ ମ୍ୟାଚ ସିଡନୀରେ ଖେଳାଯିବ । ସେହିପରି ଚାରି ଟିକିଆ ଟେଷ୍ଟ ସିରିଜରେ ଆଡିଲେଡରେ ଡେ-ନାଇଟ୍…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କୀ । ଜମ୍ମୁ କଶ୍ମୀର ବଡଗାମ ଜିଲ୍ଲାର ଚାଦୁରାରେ ଏହି ଏନକାଉଣ୍ଟର ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଜୈସ-ଏ-ମହମ୍ମଦର କମାଣ୍ଡର ଥିବା ସୂଚନା ମିଳିଛି । ଗତକାଲି ରାତିରୁ ଆରମ୍ଭ ହୋଇଥିଲା…

‘ଡୋନାଲ୍ଡ ଇଜ୍‌ ଏ ଫାଇଟର୍‌’; ମେଲାନିଆ ଟ୍ରମ୍ପ୍‌

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ୩ ନଭେମ୍ବରରେ ହେବାକୁ ଯାଉଛି। ଏହାପୂର୍ବରୁ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ୍‌ ମଙ୍ଗଳବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଭାଗ ନେଇଥିଲେ। ସେ ଏକ ନିର୍ବାଚନୀ ସଭାରେ ସମ୍ବୋଧିତ କରିବାବେଳେ…

ଦେଶରେ ୮୦ ଲକ୍ଷ ଛୁଇଁବ କରୋନା କେସ୍, ଗଲାଣି ଲକ୍ଷେ ୨୦ ହଜାର ଜୀବନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୮୦ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ କମୁଛି କରୋନା କାୟା । ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୯୩ ନୂଆ…

ବିହାର ଭୋଟରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍: ପ୍ରଥମେ ମତଦାନ, ତାପରେ ଜଳପାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଭିତରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର । ଗଣତନ୍ତ୍ରର ଏହି ମହାନ ପର୍ବରେ ବିହାରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍…

ନିର୍ବାଚନ ପରେ ବିଜେପିକୁ ଛାଡ଼ି ଆରଜେଡି ହାତ ଧରିବେ ନୀତିଶ: ଚିରାଗ ପାଶଓ୍ୱାନ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଏଲଜେପି ମୁଖ୍ୟ ଚିରାଗ ପାଶଓ୍ୱାନ । ସେ କହିଛନ୍ତି, ନିର୍ବାଚନ ପରେ ନୀତିଶ ବିଜେପିକୁ ବାଏ ବାଏ କହି ଆରଜେଡି କ୍ୟାମ୍ପରେ ସାମିଲ ହେବାକୁ ପ୍ରସ୍ତୁତି କରିଛନ୍ତି । ତାଙ୍କୁ ଭୋଟ ଦେଲେ ଏହା…

ବିହାରରେ ଆଜି ମୋଦି ଓ ରାହୁଲଙ୍କ ମାରାଥନ୍ ରାଲି

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ବିହାରରେ ପ୍ରଚାର ସରଗରମ । ଆଜି ହାଇଭୋଲଟେଜ୍ କ୍ୟାମ୍ପେନ୍ । ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ବିଜେପିର ଷ୍ଟାର କ୍ୟାମ୍ପେନର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ…

ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆଜିଠୁ ବିହାର ବିଧାନସଭା ନିର୍ବାଚନ ନେଇ ମତଦାନ । ପ୍ରଥମ ପର୍ଯ୍ୟାୟରେ ଆଜି ୭୧ଟି ଆସନରେ ଭୋଟ୍ ନିଆଯାଉଛି । ମୈଦାନରେ ଅଛନ୍ତି ୧ ହଜାର ୬୬ ପ୍ରାର୍ଥୀ । ଏମାନଙ୍କ ଭିତରେ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଦୁଇ କୋଟିରୁ…

ହିରୋ ମୋଟୋ କର୍ପ ବିକ୍ରି କରିବ ହାର୍‌ଲି ଡେଭିଡ୍‌ସନ୍ ବାଇକ୍ !

ନୂଆଦିଲ୍ଲୀ: ଗତମାସ ପ୍ରିମିୟମ୍ ବାଇକ୍ କମ୍ପାନୀ ହାର୍‌ଲି ଡେଭିଡ୍‌ସନ୍ ଭାରତରେ ନିଜ ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ନେଇ ଘୋଷଣା କରିଥିଲା । ଭାରତୀୟ ବଜାରରେ ଏହି ବାଇକର ଚାହିଦା ଥିଲେ ବି ବିକ୍ରୟ ଏତେଟା ଆଖିଦୃଶିଆ ନଥିଲା । ଏହି କାରଣରୁ ହାରଲି ଡେଭିଡ୍‌ସନ୍ ନିଜ ମୂଳ ବଜାର ୟୁରୋପ,…

ଆଇପିଏଲ୍‌କୁ ହଁ, ବିଗ୍ ବାସ୍ ଲିଗ୍‌କୁ ନାଁ କହିଲେ ଡିଭିଲିୟର୍ସ !

ଦୁବାଇ: ବିଶ୍ୱର ସବୁଠୁ ଆକର୍ଷଣୀୟ କ୍ରିକେଟ୍ ପ୍ରତିଯୋଗୀତା ଆଇପିଏଲ୍‌ରେ ଜାରି ରହିଛି ଡି'ଭିଲିୟର୍ସଙ୍କ ସଫଳ ଯାତ୍ରା । ସନ୍ୟାସ ପରେ ବି ଆଖି ପିଛୁଳାକେ ମ୍ୟାଚ୍ ଛଡାଇ ଆଣିବାର କଳା ତାଙ୍କ ନିକଟରେ ଜୀବିତ ଅଛି । ଚଳିତବର୍ଷ ଧୁଆଁଧାର ମାଡରେ ସେ ବିଶ୍ୱର ସମସ୍ତ ଦର୍ଶକଙ୍କ ମନୋରଂଜନ କରିଛନ୍ତି…