Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦାବି; ୨୦୨୧ ପହିଲାରେ ଆସିପାରେ କରୋନା ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଆସନ୍ତା ବର୍ଷ ତଥା ୨୦୨୧ ମସିହା ପହିଲାରେ କରୋନା ଟିକା ଆସିବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, କେନ୍ଦ୍ର…

ଅନ୍‌ଲାଇନ୍‌ ସପିଂ; ମଗେଇଥିଲେ ବିଲେଇ ଆସିଲା ବାଘ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ‌ରେ ଅନ୍‌ଲାଇନ୍‌ର ସପିଂର ଚାହିଦା ବୃଦ୍ଧି ପାଇଛି। ବିଶେ‌ଷ କରି ଲକ୍‌ଡାଉନ୍‌ରେ ଏହାର ବ୍ୟବହାର ଅଧିକ ବଢ଼ିଯାଇଛି। କରୋନା ଯୋଗୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ଏହି ସମୟରେ କିଣାକିଣି କରିବାର ସବୁଠୁ ଭଲ ଉପାୟ…

ହାଥରସ ପୀଡ଼ିତାଙ୍କ ଗାଁରେ ସିବିଆଇ ଟିମ୍, ଘଟଣାସ୍ଥଳରେ ସରଜମିନ ତଦନ୍ତ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୀଡ଼ିତାଙ୍କ ଗାଁରେ ଆଜି ପହଞ୍ଚିଛି ସିବିଆଇ ଟିମ୍ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସକାଳେ ଗାଁରେ ପହଞ୍ଚିଛନ୍ତି । ଏହାପରେ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସରଜମିନ ତଦନ୍ତ ଚଳାଇଛନ୍ତି । ପୀଡ଼ିତାଙ୍କ ଭାଇଙ୍କୁ ବି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହରଙ୍କ ସମେତ ୭ ବଲିଉଡ ସେଲିବ୍ରିଟିଙ୍କୁ ନୋଟିସ୍

ଭୁବନେଶ୍ୱର: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ୪ ମାସ ହେବାକୁ ଆସିଲାଣି । ଏବେବି ତାଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ଦିନ ଯେତେ ଗଢ଼ୁଛି ରହସ୍ୟ ସେତେ ବଢ଼ୁଛି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏହାରି ଭିତରେ ବିହାର ମୁଜାଫରପୁର…

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ ପ୍ରଶଂସକଙ୍କ କାର୍‌ ରାଲି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା କେବଳ ଯେ ଦେଶ‌ର‌େ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ବିଚଳିତ କରିଛି ତା ନୁହେଁ ବରଂ ଏହାର ନାରା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ସୁଶାନ୍ତ ସିଂ ରାଜପୁତଙ୍କୁ  ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ରେ ଏକ କାର୍‌ ରାଲିର ଆୟୋଜନ କରାଯାଇଥିଲା।…

ଇଣ୍ଟର୍‌ନ୍ୟାସନାଲ୍‌ ଡେ ଫର୍ ଡିଜାଷ୍ଟର ରିଡକ୍ସନ୍; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ଗଛ କାଟିବା, ମୃତ୍ତିକା କ୍ଷୟ, ଜଳ ଏବଂ ବାୟୁ ପ୍ରଦୂଷଣ ସବସବୁବେଳେ ଆମକୁ ବିପଦରେ ପକାଉଛି। ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୧୩ ଅକ୍ଟୋବରରେ ଆନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଏ। ଏହା ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ମିଳିତ…

ନବଜାତ କନ୍ୟା ସହ ଡ୍ୟୁଟିରେ ମହିଳା ଏସଡିଏମ୍, ଶିଶୁ ଜନ୍ମ ଦେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦାନ

ଉତ୍ତରପ୍ରଦେଶ: କର୍ମ ହିଁ ଭଗବାନ । ମାନବ ସେବା ହିଁ ମାଧବ ସେବା । ଏହି କଥାକୁ କାମରେ କରି ଦେଖାଇଛନ୍ତି ଜଣେ ଉତ୍ତରପ୍ରଦେଶରେ ଜଣେ ମହିଳା ଆଇଏଏସ୍ ଅଧିକାରୀ । ଗାଜିଆବାଦ ମୋତିନଗର ଏସଡିଏମ୍ (ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍) ସୌମ୍ୟା ପାଣ୍ଡେ । ନିକଟରେ ଶିଶୁ କନ୍ୟାର ମାଆ ହୋଇଛନ୍ତି ।…

ସ୍ତନ କର୍କଟ ସଚେତନତା ଦିବସ

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ଅନେକ ମହିଳା ସ୍ତନ କର୍କଟ ଭଳି ଦୁଃସାଧ୍ୟ ରୋଗ ଶିକାର ହେଉଛନ୍ତି। ଏହି ଭୟଙ୍କର ରୋଗ ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି ଅତ୍ୟନ୍ତ ଆବଶ୍ୟକ। ଏଥିପାଇଁ ୨୦୧୧ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୩ରେ ସ୍ତନ କର୍କଟ ସଚେତନତା ଦିବସ ପାଳନ କରାଯାଉଛି। ଏ ବାବଦରେ…

ଦେଶରେ କମୁଛି: ଦୁଇ ମାସ ପରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ଟ୍ରେଣ୍ଡ ଖସୁଛି । କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ପାଖାପାଖି ଦୁଇ ମାସ ପରେ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ କମ୍ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୫ ହଜାର ୩୪୨ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧…

କୋଭିଡ୍ ନେଗେଟିଭ୍ ଚିହ୍ନଟ ପରେ ଫ୍ଲୋରିଡାରେ ଟ୍ରମ୍ପଙ୍କ ପ୍ରଥମ ପ୍ରଚାର

ଫ୍ଲୋରିଡ଼ା: କରୋନାକୁ ମାତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ନେଗେଟିଭ୍ ଚିହ୍ନଟ ପରେ ପୁଣି ଥରେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଟ୍ରମ୍ପ । କରୋନା ପରେ…