Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦାଉଦ କବଳରୁ ମୁକୁଳିବାକୁ ଚାହୁଁଛି ପାକିସ୍ତାନ ସରକାର, ଆର୍ମିକୁ ଦେଶ ବାହାରେ ଶୁଟ କରିବା ଦାୟିତ୍ୱ !

ଲାହୋର: ଦାଉଦ ଇବ୍ରାହିମ ବର୍ତମାନ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଇମ୍ରାନ ଖାଁ ସରକାର ଦାଉଦ କବଳରୁ ମୁକୁଳିବାକୁ ଚାହୁଁଥିବା ବେଳେ ଆର୍ମି ତାଙ୍କୁ ଦେଶ ବାହାରେ ଗୁଳି କରିବା ପାଇଁ ଯୋଜନା କରୁଛି । ଅକ୍ଟୋବରରେ ପାକିସ୍ତାନକୁ ଏଫଟିଏଫ ସାମ୍ନାରେ ଆତଙ୍କବାଦୀ ବିରୋଧରେ…

ଏଣିକି ଫାଷ୍ଟ ଟ୍ୟାଗ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଳୀ: ଚାରି ଚକିଆ ଗାଡି ଚାଳକଙ୍କ ପାଇଁ ଖୁସି ଖବର । ଏଣିକି ଫାଷ୍ଟ ଟ୍ୟାଗ ଥିଲେ ରାଜପଥର ଟୋଲ୍ ଗେଟ୍‌ରେ ମିଳିବ ରିହାତି । ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁଳ୍କ ନିୟମ…

NEET-JEE ପରୀକ୍ଷାକୁ ବିରୋଧ, ସୁପ୍ରିମକୋର୍ଟ ଯିବେ ୭ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କରୋନା ସଙ୍କଟ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ଜେଇଇ ଓ ନିଟ୍ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଏହାରି ଭିତରେ ବୁଧବାର ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ…

ମାଟି ତଳୁ ମିଳିଲା ୧୫୦୦ ମାନବ ହାଡ !

ଭୁବନେଶ୍ୱର: ଖନନ ପ୍ରକ୍ରିୟାରେ ମାଟି ତଳୁ ମିଳିଲା ଶହଶହ ମାନବ ହାଡ । ମିଳିଥିବା କଙ୍କାଳଗୁଡିକ ୧୬୦ ବର୍ଷ ପୁରୁଣା ବୋଲି ସୂଚନା ମିଳିଛି । ତେବେ କେଉଁଠି ମିଳିଛି ଏତେ ସଂଖ୍ୟାର ମାନବ କଙ୍କାଳ ? ପଶ୍ଚିମ ଜାପାନର ଓସାକା ସହରରେ ମିଳିଛି ୧୫୦୦ ମାନବ ହାଡ । ବିଶେଷଜ୍ଞଙ୍କ ଅନୁଯାୟୀ…

ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା, ରିୟା ଷଡଯନ୍ତ୍ର କରୁଥିଲେ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍‌ରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ସିବିଆଇ ଜୋରସୋରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ପରେ ରିୟା ଚକ୍ରବର୍ତିଙ୍କ ଆଡକୁ ସନ୍ଦେହ ଯାଉଛି । ବୁଧବାର ସୁଶାନ୍ତଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିୟା ଚକ୍ରବର୍ତିଙ୍କ…

ସୁଶାନ୍ତ ସିଂଙ୍କ ଲାପଟପ୍‌ରୁ କିଏ ଡିଲିଟ କଲା ଡାଟା?

ମୁମ୍ବାଇ: ଆତ୍ମହତ୍ୟା ନା ହତ୍ୟା । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ବଢ଼ୁଛି ସନ୍ଦେହ । ତେବେ ଏହାରି ଭିତରେ ଆଜି ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୋବାଇଲ ଓ ଲାପଟପରୁ ତଥ୍ୟ ଡିଲିଟ ହୋଇଛି । କେବଳ ସେତିକି ନୁହେଁ ତାଙ୍କର ଜବତ ହୋଇଥିବା…

କମଲା ବନାମ ନିକ୍କି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଟକ୍କର

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଫୋକସରେ ରହିବେ ଭାରତୀୟ । ସେଠାରେ ରହୁଥିବା ଭାରତୀୟଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ କସରତ ଆରମ୍ଭ ହୋଇଛି । ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ଟ୍ରମ୍ପ କାର୍ଡ କରିଛି ଡେମୋକ୍ରାଟିକ୍ ପାର୍ଟି। ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ…

ଲକଡାଉନ୍ ଯୋଗୁଁ ସୃଷ୍ଟି ହୋଇଛି ଅର୍ଥନୈତିକ ସଂକଟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଲାଗୁ ହୋଇଥିଲା କଡା ଲକ୍‌ଡାଉନ୍ । ଏହି କଟକଣା ଯୋଗୁଁ ଆଦି ଦେଶରେ ବ୍ୟାପକ ଅର୍ଥନୈତିକ ସଂକଟ ଦେଖାଦେଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଜି ଗୋଟିଏ ଋଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କଥା କହିଛନ୍ତି । ଏଥିସହ ମୋରାଟରିୟମ ଅବଧି ପରେ…

[ଭାଇରାଲ୍ ଭିଡିଓ] “ମୋ ବାପା ମୋତେ ମାରିଦେବେ” କୁମ୍‌କୁମ୍ ଭାଗ୍ୟ ଅଭିନେତ୍ରୀ !

ଉତ୍ତରପ୍ରଦେଶ: କୁମ୍‌କୁମ୍ ଭାଗ୍ୟ ଟିଭି ସିରିଜ୍ ଅଭିନେତ୍ରୀଙ୍କ ଭାଇରାଲ୍ ଭିଡିଓ । ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ ତୃପ୍ତି ଶଙ୍ଖଧର । ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି । କିଛି ଏପରି କହି ଚହଳ ସୃଷ୍ଟି କରିଛନ୍ତି ତୃପ୍ତି । ହେଲେ କାହିଁକି ?…

ସଂସଦ ଭବନ ନିକଟରେ କଶ୍ମୀରର ସନ୍ଦିଗ୍ଧ ଯୁବକ ଅଟକ

ନୂଆଦିଲ୍ଲୀ: ସଂସଦ ଭବନ ନିକଟରେ ବୁଧବାର ସ୍ଥାନୀୟ ପୋଲିସ ଏକ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି । ବିଜୟଚୌକ ନିକଟରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖି ପୋଲିସ ପଚରାଉଚରା କରିଥିଲା । ଯୁବକ ଜଣକ ନାମ ଏବଂ ଠିକଣା ପୋଲିସକୁ ନ କହିବାରୁ ସନ୍ଦେହ  ସୃଷ୍ଟି ହୋଇଥିଲା । ସେ ଧରିଥିବା ବ୍ୟାଗରୁ କୋଡ…