Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁଶାନ୍ତଙ୍କ ସପକ୍ଷରେ ଆଗକୁ ଆସିଲେ କ୍ରିକେଟର୍ ରାଇନା !

ଦୁବାଇ: ମୃତ ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବା ପାଇଁ ଅପଲ୍ କଲେ ଜଣେ ପୂର୍ବତନ ଭାରତୀୟ କ୍ରିକେଟର୍ । ଅନ୍ୟ କେହି ନୁହେଁ ବରଂ କ୍ରିକେଟର ସୁରେଶ ରାଇନା ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । View this post on…

ଅଲ୍ଟ୍ରା-ଫାଷ୍ଟ ୪ଜି ନେଟୱାର୍କ ସେବା ଆଣ୍ଡାମାନର ଜୀବନଶୈଳୀ ବଦଳାଇବ

ନୂଆଦିଲ୍ଲୀ: ଭାରତ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଦେଶର ପ୍ରତ୍ୟେକ କୋଣରେ ଆଧୁନିକ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ସମ୍ପ୍ରତି, ଆଣ୍ଡାମାନର ପୋର୍ଟ ବ୍ଲେୟାରରେ ସବ୍‌ମେରାଇନ୍ ଅପ୍ଟିକାଲ୍ ଫାଇବର କେବୁଲ୍ କନେକ୍ଟିଭିଟି ପ୍ରୋଜେକ୍ଟ ଶେଷ ହୋଇଛି | ଏହା ଅଧୀନରେ ଆଣ୍ଡାମାନ ହାଇ ସ୍ପିଡ୍…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ…

ସୁଶାନ୍ତ ସିଂ କେସ୍‌: ଆମ୍ବୁଲାନ୍ସ ଡ୍ରାଇଭରକୁ ୪ଥର ଫୋନ କରିଥିଲେ ସନ୍ଦୀପ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ମଙ୍ଗଳବାର ଏକ ଟିଭି ଚ୍ୟାନେଲ ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ସନ୍ଦୀପ ସିଂ ମୋବାଇଲ କଲ ଡିଟେଲରୁ ଏହି ତଥ୍ୟ ଜଣାପଡିଛି । ସୁଶାନ୍ତଙ୍କ ମୃତ୍ୟୁ ଦିନ ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟ ୱାଡଙ୍ଗରଙ୍କୁ ସନ୍ଦୀପ ୪ଥର ଫୋନ କରିଥିଲେ । ତେବେ ସେ ଏତେ…

ଜେଇଇ ଓ ନିଟ୍ ପରୀକ୍ଷା ସ୍ଥଗିତ ପାଇଁ ବଢୁଛି ଦାବି; ଭାରତୀୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ଗ୍ରେଟା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ପରୀକ୍ଷା ସ୍ଥଗିତ ରଖିବାକୁ ବିଭିନ୍ନ ମହଲରୁ ଦାବି କରାଯାଉଛି । ଏପରି ସମୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଛନ୍ତି ଗ୍ରେଟା ଥର୍ଣ୍ଣବର୍ଗ । ଗ୍ରେଟା ଥର୍ଣ୍ଣବର୍ଗ ଯିଏକି ଦିନେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ତଥା…

ଜିଓ ନ୍ୟୁଜ ଏବେ ଜିଓ ଫାଇବର ସେଟ୍ ଟପ୍ ବକ୍ସରେ ଉପଲବ୍ଧ

କମୁମ୍ବାଇ / ଭୁବନେଶ୍ୱର : ଜିଓ ଫାଇବର ବ୍ୟବହାରକାରୀମାନେ ଏବେ ଆଉ ଗୋଟିଏ ସେବା ପାଇପାରିବେ | ଲୋକପ୍ରିୟ ନ୍ୟୁଜ୍ ଆପ୍, ଜିଓ ନ୍ୟୁଜ ବର୍ତ୍ତମାନ ଜିଓ ଫାଇବର ବ୍ୟବହାରକାରୀଙ୍କ ପାଇଁ ଜିଓ ସେଟ୍-ଟପ୍-ବକ୍ସରେ ଉପଲବ୍ଧ | ବ୍ରେକିଂ ନ୍ୟୁଜ୍, ଭିଡିଓ, ମାଗାଜିନ, ଖବରକାଗଜ, ଏବଂ ଫଟୋ ଗ୍ୟାଲେରୀ ଏବଂ…

ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜସିଟ ଦାଖଲ,ମାସୁଦ ଆଝାର ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣର ଚାର୍ଜଶିଟ୍ ମଙ୍ଗଳବାର ଏନଆଇଏ ଦାଖଲ କରିଛି । ୧୩ ହଜାର ୫ଶହ ବିଶିଷ୍ଟ ଏହି ଚାର୍ଜଶିଟରେ ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନ ମାସୁଦ ଆଝାରକୁ ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ଅନ୍ୟ ୧୩ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି…

ଭାରତ-ବାଂଲାଦେଶ ମଧ୍ୟରେ ହେବ ଡିଜିସ୍ତରୀୟ ଆଲୋଚନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଗାମୀ ମାସରେ ଢାକା ଠାରେ ଏକ ଡିଜି ସ୍ତରୀୟ ଆଲୋଚନା କରାଯିବ । ବର୍ଷକୁ ଦୁଇ ଥର ହେଉଥିବା ଏହି ଆଲୋଚନା ସୀମା ସୁରକ୍ଷା ବଳ (ବିଏସଏଫ୍‌) ଓ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ସେପ୍ଟେମ୍ବର ୧୩ ତାରିଖରୁ ୧୮ ତାରିଖ ଭିତରେ ବାଂଲାଦେଶୀ…

ମାଟି ତଳେ ୨୦ ଘଣ୍ଟା…

ମୁମ୍ବାଇ: ରଖେ ହରି ତ ମାରେ କିଏ । ଭୁଶୁଡି ପଡିଲା ୫ ମହଲା କୋଠା । ଭଗ୍ନାବଶେଷ ତଳେ ଚାପି ରହିଥିଲା ଜୀବନ । ଦୀର୍ଘ ୨୦ ଘଂଟାର ସଂଘର୍ଷ । ଗତକାଲି(ସୋମବାର) ରାତିରୁ ଆଜି(ମଙ୍ଗଳବାର) ସଂଧ୍ୟା ଯାଏଁ ଧ୍ୱଂସାବଶେଷ ତଳେ ଥିଲା ୫ ବର୍ଷର ଶିଶୁ । ଚାଲିଥିଲା ରେସ୍‌କ୍ୟୁ ଅପରେସନ୍ । ଶେଷରେ ଅଭିଯାଜନ…

ଲଦାଖ ସୀମାରେ ଭାରତ ନିୟୋଜିତ କଲା ଏୟାର ଡିଫେନ୍ସ ମିଶାଇଲ

ନୂଆଦିଲ୍ଲୀ: ଚୀନର ସୁଃସାହସକୁ ରୋକିବା ପାଇଁ ଭାରତ ଲଦାଖର ଲାଇନ ଅଫ ଆକଚୁଆଲ କଂଟ୍ରୋଲ(ଏଲଏସି) ସୀମା ନିକଟରେ ଏୟାର ଡିଫେନ୍ସ ମିଶାଇଲ ନିୟୋଜିତ କରିଛି । ଚୀନର ହେଲିକପ୍ଟର ଗତିବିଧି ସୀମା ନିକଟରେ ବଢ଼ୁଥିବାରୁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରୁଷର ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଜଣେ…