Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଏହି ଟିକାକୁ ଆଣିଛି ଋଷ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁଟିନଙ୍କ ଝିଅକୁ ବିଶ୍ୱର…

ଲଡୁ ପାଇଁ ସ୍ତ୍ରୀକୁ ଛାଡପତ୍ର !

ଉତ୍ତରପ୍ରଦେଶ: ସକାଳୁ ସଂଧ୍ୟାଯାଏଁ ଲଡୁ ଖାଇଖାଇ ଜଣେ ବ୍ୟକ୍ତି ଅତିଷ୍ଠ ହୋଇପଡିଥିଲେ । ଏପରିକି ନିଜ ସ୍ତ୍ରୀକୁ ବାରମ୍ବାର ଖାଇବାରେ ଲଡୁ ନ ଦେବାକୁ ଅନୁରୋଧ କରିବା ସହ ତାଗିଦ ବି କରିଥିଲେ । ହେଲେ ସ୍ତ୍ରୀ ନ ଶୁଣିବାରୁ ସେହି ବ୍ୟକ୍ତି ଜଣକ ଛାଡପତ୍ର ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।…

ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ)…

ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ମିଡିଆ ଟ୍ରାଏଲ୍ ବିରୋଧରେ ସେ କରିଥିବା ପିଟିସନର ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଗତକାଲି ସୁପ୍ରିମକୋର୍ଟରେ ପିଟିସନ ଫାଇଲ୍ କରିଥଲେ ରିୟା । ଅଭିଯୋଗ କରିଛନ୍ତି, ସୁଶାନ୍ତ…

ଦେଶରେ ସାଢେ ୨୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି କେତେ ସଂକ୍ରମିତ ଚିହ୍ନଟ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୩,୬୦୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୭୧ ଜଣଙ୍କର ଜୀବନ ଯାଇଛି ।…

ବିଶିଷ୍ଟ ଲେଖକ ତଥା ଗୀତିକାର ରାହତ ଇନ୍ଦୋରୀ କରୋନା ସଂକ୍ରମିତ

ଇନ୍ଦୋର: କରୋନା ସଂକ୍ରମିତ ହୋଇଛନ୍ତି ବିଶିଷ୍ଟ ଲେଖକ, କବି ତଥା ଗୀତିକାର ରାହତ ଇନ୍ଦୋରୀ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ସୋସିଆଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଇନ୍ଦୋରର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାହତ…

ସ୍ୱାଧୀନତା ଦିବସରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ନ୍ୟୁୟର୍କ: ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଉଡ଼ିବ ଭାରତର ଜାତୀୟ ପତାକା । ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ଏହି ବିଶେଷ ସ୍ଥାନରେ ଫର ଫର ହୋଇ ଉଡ଼ିବ ତ୍ରିରଙ୍ଗା । ଆମେରିକାର ଗୋଟିଏ ଗ୍ରୁପ ତ୍ରିରଙ୍ଗା ଉଡ଼ାଇବା ନେଇ ଘୋଷଣା କରିଛି । ତିନିଟି…

ବେରୁତ ବିସ୍ଫୋରଣ ପରେ ପଦ ଛାଡ଼ିଲେ ଲେବାନନ୍ ପ୍ରଧାନମନ୍ତ୍ରୀ

ଲେବାନନ୍: ବେରୁତ ବିସ୍ଫୋରଣ ଘଟଣା ପରେ ଲେବାନନରେ ତେଜିଛି ଜନ ଆକ୍ରୋଶ । ରାଜରାସ୍ତାରେ ହିଂସାକାଣ୍ଡ ଓ ବିରୋଧ ପ୍ରଦର୍ଶନ । ଏଭଳି ସ୍ଥିତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ୍ ଦିଆବ୍ । ଏହାସହ ତାଙ୍କ କ୍ୟାବିନେଟ ବି ଇସ୍ତଫା ଦେଇଛି । ଟ୍ୱିଟ୍ କରି ହସନ୍ ଦିଆବ…

ଡୋନାଲ୍ଟ ଟ୍ରମ୍ପଙ୍କ ପ୍ରେମସିଟ୍ ବେଳେ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିମାଡ଼

ଓ୍ୱାଶିଂଟନ୍: ହ୍ୱାଇଟ୍ ହାଉସ୍ ଭିତରେ ପ୍ରେସମିଟରେ ସୂଚନା ଦେଉଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏତିକିବେଳେ ବାହାରେ ହେଲା ଗୁଳିମାଡ଼ । ହ୍ୱାଇଟ୍ ହାଉସ ବାହାରେ ଗୁଳିମାଡ଼ ନେଇ ନିଜେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ବର୍ତ୍ତମାନ…

ଆଜି ଜନ୍ମାଷ୍ଟମୀ: ମଧ୍ୟରାତ୍ରୀରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ବେଦବାଣୀ…