Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗଲୱାନ ଘାଟି ଆମର: ପ୍ରଧାନମନ୍ତ୍ରୀ

ଲେହରୁ ଚୀନକୁ ତେତେଇ ଦେଲେ ପ୍ରଧାନମନ୍ତ୍ରୀ । ଗଲୱାନ ଘାଟି ଭାରତର । ପୂରା ଲଦାଖ ଆମର ମାନ ଓ ସମ୍ମାନର ପ୍ରତୀକ । ଆଜି ଲେହ ଗସ୍ତରେ ଯାଇ ଯବାନଙ୍କୁ ସମ୍ବୋଧିତ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଯବାନଙ୍କ ଇଚ୍ଚାଶକ୍ତି ପାହାଡ ଭଳି…

ବିବାହରେ ଯୋଗ ଦେଇ ୧୧୩ କରୋନା ପଜିଟିଭ; ବର ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ

ପାଟନା: କୋଭିଡ-୧୯ ଲକଡାଉନ୍ ନିୟମ ଉଲ୍ଲଂଘନ କରିବା ଯୋଗୁଁ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତ ବର ଅନିଲ କୁମାରଙ୍କ ପିତା ଅମ୍ବିକ ଚୌଧୁରୀଙ୍କ ବିରୋଧରେ ଏଫଆଇଆର୍ ଦାଖଲ କରାଯାଇଛି । ପାଟଣାର ଦେହପାଲି ଗ୍ରାମରେ ଅନୁଷ୍ଠିତ ହୋଇଥିବା ବିବାହ ରିସେପ୍ସନ ପାର୍ଟିରେ ଯୋଗ ଦେଇଥିବା ୧୦୦ରୁ…

LAC ଟେନସନ୍ ଭିତରେ ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ ଅଚାନକ ଜମ୍ମୁ କଶ୍ମୀରର ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ନିମୁର ଫରଓ୍ୱାଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା…

ବିହାରରେ ପୁଣି ଜୀବନ ନେଲା ବଜ୍ରପାତ: ୮ ଟି ଜିଲ୍ଲାରେ ୨୬ ଜଣଙ୍କର ମୃତ୍ୟୁ

ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର…

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। “ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା…

ବଡ଼ ଖବର: ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ…

ଚିନ୍ତା ବଢ଼ାଉଛି କରୋନା: ଦେଶରେ ୨୪ ଘଣ୍ଟାରେ ୨୦ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଅନେକ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ଆଗକୁ ମାଡି ଚାଲିଛି ଭାରତ। ଭାରତରେ ତାଣ୍ଡବ ରଚିଲାଣି କରୋନା ମହାମାରୀ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୦,୯୦୩ ଜଣ କରୋନା ଆକ୍ରାନ୍ତ । ଅନ୍ୟପଟେ ୨୪ ଘଣ୍ଟାରେ କରୋନା ନେଲାଣି ୩୭୯ ଜଣଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା…

ଶ୍ରୀଦେବୀଙ୍କଠାରୁ ଆରମ୍ଭ କରି ଆଲିୟାଙ୍କୁ ଡ୍ୟାନ୍ସ ଷ୍ଟେପ ଦେଇଥିଲେ ସରୋଜ ଖାନ

ମୁମ୍ବାଇ: ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଆଜି ନାହାନ୍ତି । କିନ୍ତୁ ଫିଲ୍ମରେ ସେ ଦେଇଥିବା ଡ୍ୟାନ୍ସ ଷ୍ଟେପ୍ ସ୍ମୃତି ଆଇନାରେ ସାଇତା ରହିବ । ବହୁ ସୁପରହିଟ ଫିଲ୍ମର ଗୀତରେ ହିରୋ ହିରୋଇନୁ ନଚାଇଥିଲେ । ଶ୍ରୀଦେବୀ, ମାଧୁରୀ ଦୀକ୍ଷିତ, ଆଲିୟା ଭଟ୍ଟଙ୍କ ସମେତ ବଲିଉଡର ବହୁ ସେଲିବ୍ରିଟିଙ୍କୁ…

ଅପରାଧୀଙ୍କ ଗୁଳିରେ କାନପୁରର ୮ ପୋଲିସ କର୍ମୀ ଶହୀଦ

କାନପୁର : ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଞ୍ଚଳରୁ ଆସିଛି ଏକ ଦୁଖଃଦ ଖବର। ଅପରାଧୀଙ୍କ ଗୁଳିରେ ଶହୀଦ ହୋଇଛନ୍ତି ୮ ପୁଲିସ କର୍ମଚାରୀ। ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ ଟିମ୍ ସହ ଗୁଳିବିନିମୟ ହୋଇଥିଲା।।ଅପରାଧୀମାନେ ପୁଲିସଠାରୁ…

ଜୁଲାଇ ୬ରୁ ପର୍ଯ୍ୟଟନ ସ୍ଥଳୀରୁ ଖୋଲିପାରେ ତାଲା

ନୂଆଦିଲ୍ଲୀ: ଟ୍ରାକକୁ ଫେରିବ ଦେଶରେ ପର୍ଯ୍ୟଟନ ଶିଳ୍ପ । କରୋନା ଭାଇରସ୍ ଯୋଗୁ ବନ୍ଦ ଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ଚଳଚଞ୍ଚଳ ହେବ । ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ…