Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ…

ବ୍ରିଟିଶ ଗବେଷକଙ୍କ ମତରେ ଅଧିକ ଚାଉଳ ସେବନ ମୃତ୍ୟୁର କାରଣ ହୋଇପାରେ

ନୂଆଦିଲ୍ଲୀ: ଅଧିକ ଚାଉଳ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବ୍ରିଟିଶ ଗବେଷକମାନେ କହିଛନ୍ତି । ଚାଉଳରେ ଥିବା ଆର୍ସେନିକ୍ ମୃତ୍ୟୁର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । ବ୍ରିଟେନର ମାଂଚେଷ୍ଟର ଓ ସଲଫର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏ ନେଇ ଗବେଷଣା…

ପାକିସ୍ତାନକୁ ଝଟକା ଦେଲା ସାଉଦି ଆରବ, ବାକିରେ ତେଲ ବନ୍ଦ

କାବୁଲ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ଅବସରରେ ଶନିବାର ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ସାଉଦି ଆରବ । ପାକିସ୍ତାନ ଉଧାରରେ ତେଲ (କ୍ର‌୍ୟୁଡ ଅଏଲ) ନେବା ପାଇଁ ସାଉଦି ଆରବ ସହ ୩ ବର୍ଷୀୟା ଚୁକ୍ତି କରିଥିଲା । ମାତ୍ର ସମୟ ପୂର୍ବରୁ ଏହି ଚୁକ୍ତି ବାତିଲ…

କୋଝିକୋଡ୍ ବିମାନ ଟ୍ରାଜେଡି: ମୃତ୍ୟୁ ପୂର୍ବରୁ ଶେଷ ଫଟୋ !

କେରଳ: ଅଭିଶପ୍ତ ୨୦୨୦ । ଜାରି ରହିଛି ତା ବିଧ୍ୱଂସୀ ଯାତ୍ରା । କୋକୁଆ ଭୟରେ ସମଗ୍ର ବିଶ୍ୱ । କରୋନା କାୟାରେ ବିସ୍ଫୋରଣ, ଅଗ୍ନିକାଣ୍ଡ ଓ ବନ୍ୟାର ବୋଝ ତଳେ ଧନ୍ଦି ହେଉଛି ମାନବ ଜାତି । ଜଳ, ସ୍ଥଳ ଓ ବାୟୁ ଏବେ ମଣିଷ ଜାତିର ଶତ୍ରୁ ପାଲଟିଛି । କୋଝିକୋଡ ବିମାନ ଦୁର୍ଘଟଣାର ଛବି ଏବେ ବି…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…