Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ…

ଚୀନକୁ ଭାରତର ଆଉ ଏକ ଝଟକା : ବିଏସଏନଏଲ, ଏମଟିଏନଏଲ ୪ଜି ଟେଣ୍ଡର ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନକୁ ଆଉ କୌଣସି ପ୍ରକାର ସୁବିଧା ସୁଯୋଗ ଦେବା ମୁଡରେ ନାହାନ୍ତି । ବୁଧବାର ବିଏସଏନଏଲ ଓ ଏମଟିଏନଏଲ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରି ଦେଇଛନ୍ତି । ଖୁବ୍ ଶୀଘ୍ର ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନର କୌଣସି…

ଡ୍ରାଗନ୍‌କୁ ପୁଣି ଝଟ୍‌କା ଦେଲା ଭାରତ, ହାଇୱେ ପ୍ରୋଜେକ୍ଟରୁ ଚାଇନା କମ୍ପାନୀକୁ କରାଯିବ ବୟକଟ୍

ନୂଆଦିଲ୍ଲୀ: ଡ୍ରାଗନ୍‌କୁ ଭାରତ ଦେଇଛି ଆଉ ଏକ ଝଟ୍‌କା । ଭାରତ ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବିବାଦ ପରେ ଗୋଟିଏ ପରେ ଗୋଟିଏ କମ୍ପାନୀକୁ ବ୍ୟାନ୍ କରିଚାଲିଛି ଭାରତ । ଏବେ ବିଭିନ୍ନ ରାଜପଥ ପ୍ରକଳ୍ପରୁ ଚୀନ୍ କମ୍ପାନୀକୁ ବୟକଟ କରିବ ଭାରତ । ସମସ୍ତ ହାଇୱେ ପ୍ରୋଜେକ୍ଟ ଚାଇନା କମ୍ପାନୀକୁ…

ତାମିଲନାଡୁର ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୪ମୃତ, ୧୩ ଗୁରୁତର

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଥିବା ନେୟଭେଲି ଥର୍ମାଲ ପାୱାର ପ୍ଲାଂଟର ବୟଲର ବିସ୍ଫୋରଣ ହୋଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲାଂଟରେ…

ଚିନ୍ତନ ମନ୍ତ୍ରଣାଳୟ

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମ ଯୁବକଙ୍କ ଚିନ୍ତନ ଶକ୍ତିର ସୃଷ୍ଟି ଓ ଉନ୍ନତି ଲାଗି ବିଶେଷ କିଛି ପ୍ରୟୋଜନ ଯୋଗେଇପାରି ନାହୁଁ। ଭାରତ ଅସୀମିତ ସାମର୍ଥ୍ୟର ଗନ୍ତାଘର। ବର୍ତ୍ତମାନ ସମୟ ଆସିଯାଇଛି ଏକ ଚିନ୍ତନ ମନ୍ତ୍ରଣାଳୟକୁ କାର୍ଯ୍ୟକାରୀ କରିବାପାଇଁ। ଏହି ମନ୍ତ୍ରଣାଳୟ ଏକ…

ଜେଜେବାପା ଶବ ଉପରେ ନାତି, କଶ୍ମୀର ଏନକାଉଣ୍ଟର ସାଇଟର ହୃଦୟ ବିଦାରକ ଦୃଶ୍ୟ

ଜମ୍ମୁ କଶ୍ନୀର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ ଜେଜେବାପା । କିନ୍ତୁ ବଞ୍ଚିଗଲା ପାଖରେ ଥିବା ତିନି ବର୍ଷର ନାତି । ଜମ୍ମୁ କଶ୍ମୀର ସପୋରରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କୀ ହମଲା ପରେ ଏଭଳି ହୃଦୟବିଦାରକ ଚିତ୍ର ସାମନାକୁ…

ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ସପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ଆଉ ତିନି ଜଣ । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ତିନି ଆହତ ଯବାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା…

ମୁମ୍ବାଇ ଲାଲବାଗରେ ଏବର୍ଷ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା ରାଜା ଗଣେଶ ଉତ୍ସବ ମଣ୍ଡଳ । ଲାଲବାଗରେ ଏବର୍ଷ ଗଣେଶ ଉତ୍ସବ…

ଟ୍ରମ୍ପ କହିଲେ ଚାହିଁକି ଚୀନ୍ ଉପରେ ତାଙ୍କର ରାଗ ବଢୁଛି ?

ୱାଶିଂଟନ୍: ଆମେରିକାରେ କେବାକୁ କରୋନା । ମହାମାରୀ କାୟା ବିସ୍ତାର କରୁଥିବା ବେଳେ ଚୀନ୍ ଉପରେ ରାଗି ଖପ୍ପା ହେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସ୍ୱାସ୍ଥ୍ୟ ଅଧିକାରୀ କହୁଛନ୍ତି ଏମିତି ସଂକ୍ରମଣ ବଢ଼ିଲେ ହୁଏତ ଆଗକୁ ଦେଶରେ କରୋନା ଉପରେ ନିୟନ୍ତ୍ରଣ ରଖିବା ଆମେରିକା ପକ୍ଷେ ସମ୍ଭବ…

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…