Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଲା ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ଦ୍ଵାଦଶ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୩ ପଇସା ଓ ୬୪ ପଇସା ବୃଦ୍ଧି ପାଇଛି। ସକାଳ…

ଜିଆ ଖାନ ଆତ୍ମହତ୍ୟା ଘଟଣା: ସିବିଆଇକୁ ପ୍ରଭାବିତ କରି କେସ୍ ବନ୍ଦ କରି ଦେଇଥିଲେ ସଲମାନ !

ମୁମ୍ବାଇ: ରବିବାର ଦିନ ବଲିଉଡର ଉଦିୟମାନ କଳାକାର ସୁଶାନ୍ତ ସିଂ ରାଜପୁତ ନିଜ ବାସଭବନରେ ଆତ୍ମହତ୍ୟା କରିବା ପରେ ବଲିଉଡରେ ପରିବାରବାଦ୍ ଉପରେ ଅନେକ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଯାହା ଅପକମିଙ୍ଗ କଳାକାରଙ୍କ କ୍ୟାରିଅରକୁ ନଷ୍ଟ କରି ଦେଉଛି । ନିକଟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ…

ନିଟ ପରୀକ୍ଷା ସ୍ଥଗିତ ରହିବା ଗୁଜବ: ସ୍ପଷ୍ଟୀକରଣ ଦେଲା ଏନଟିଏ

ନୂଆଦିଲ୍ଲୀ: ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ନୋଟିସ ସାମାଜିକ ଗଣମାଧ୍ୟମରର ଭାଇରାଲ ହେଉଛି । ଏହି ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଏନଟିଏ । ଏହି ନୋଟିସକୁ ଭିତ୍ତିହୀନ ସହ ଗୁଜବ ବୋଲି କହିଛି ଏନଟିଏ । ଏନଟିଏ ଏହାକୁ…

ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ୧ ଟଙ୍କାରେ ମିଳୁଛି ସାନିଟାରୀ ନାପକିନ ପ୍ୟାଡ

ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର ୬୩୦୦ ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା ସାନିଟାରୀ ନାପକିନ ବିକ୍ରୟର ସୁବିଧା କରିଛନ୍ତି । ଏହି ପ୍ୟାଡର ଦାମ ଏକ ଟଙ୍କା ରଖାଯାଇଛି । ବଜାରରେ ଏହି…

ମାନସିକ ବିଷାଦ, ଆମେ ଓ ସୁଶାନ୍ତ ରାଜପୁତ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ପାର୍ଥ ବୋଲି ମୋର ସାନ ଭାଇଟେ ଅଛି । ଗଲାବର୍ଷ ଆମେ ହାଇଦ୍ରାବାଦ ଯାଇଥାଉ । ସେ ଯେଉଁ ବିଶ୍ୱବିଦ୍ୟାଳୟରେ ପଢୁଥିଲା, ସେ ବିଶ୍ୱବିଦ୍ୟାଳୟ ବୁଲିବାକୁ ଗଲୁ । ବୁଲୁଥିବା ବେଳେ ଅଚାନକ ମୁଁ ୨୦୧୭ ମସିହାରେ ଯେଉଁ ମାନସିକ…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଜ୍ୱର ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ରାଜୀବଗାନ୍ଧି ସୁପର…

ଟ୍ରେନ୍ ଓ ବିମାନ କଟକଣା ଜାରି ରହୁ: ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନା ବେଳେ କେନ୍ଦ୍ର ନିକଟରେ ନବୀନ କେତେକ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶାକୁ ଲକ୍ଷାଧିକ ସଂଖ୍ୟାରେ…

ଚୀନ ପାଇଁ ଭାରତ ଜଳ,ସ୍ଥଳ ଓ ଆକାଶରେ ପ୍ରସ୍ତୁତ

ନୂଆଦିଲ୍ଲୀ:ଚୀନ-ଭାରତ ସଂଘର୍ଷ କେଉଁ ରୂପ ନେବ ତାହା ସ୍ପଷ୍ଟ ହୋଇ ନାହିଁ । ତଥାପି ଚୀନର ବିଶ୍ୱାସଘାତକତା ପରେ ଭାରତ ସମ୍ପୂର୍ଣ୍ଣ ଭାବେ ସତର୍କ ହୋଇଯାଇଛି । କେନ୍ଦ୍ର ସରକାର ବୁଧବାର ଆର୍ମି , ନେଭି ଓ ଏୟାରଫୋର୍ସକୁ ହାଇ ଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯବାନଙ୍କ ଛୁଟି ବାତିଲ…

ଶାନ୍ତି ପାଇଁ ଭାରତ-ଚୀନ ସହମତି, ଫୋନ୍‌ରେ ୱାଙ୍ଗ ୟିଙ୍କ ସହ କଥା ହେଲେ ଜୟଶଙ୍କର

ନୂଆଦିଲ୍ଲୀ: ଘାଟିରେ ଶାନ୍ତି ପାଇଁ ସହମିତି ପ୍ରକାଶ କଲେ ଭାରତ-ଚୀନ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ଘଟିଥିବା ସଂଘର୍ଷ ପରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି । ଦୁହେଁ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି…

ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ: ମୋଦି

ନୂଆଦିଲ୍ଲୀ: ଭାରତ ଶାନ୍ତି ଚାହେଁ, କିନ୍ତୁ ଉସକାଇଲେ କଡା ଜବାବ ବି ଦିଏ । ଭାରତ-ଚୀନ ସୀମା ଲଢେଇରେ ବଳିଦାନ ଦେଇଥିବା ଯବାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିଛନ୍ତି  ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଆରମ୍ଭରୁ ଯବାନଙ୍କ ପାଇଁ ଶ୍ରଦ୍ଧାଂଜଳି ଜଣାଇ ନିରବ ପ୍ରାର୍ଥନା…