Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାରେ ଆକ୍ରାନ୍ତ ହେଲେ ‘ଆପ୍‌’ ବିଧାୟିକା

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟିକା ଅତିଶୀ ବୁଧବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଆଇଏଏନଏସରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଅଧିକ ପଢନ୍ତୁ: ପତଞ୍ଜଳିର ‘କରୋନିଲ୍‌’ ଭଲ କରୁଛି କରୋନା ରୋଗ ! ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା କ୍ଷେତ୍ରରେ ଏହି ୩୯ ବର୍ଷିୟା…

ଭାରତ-ଚୀନ ସୀମାରେ ସଦିଦ ୨୦ ଯବାନଙ୍କ ନାଁ ପ୍ରକାଶ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସହିଦ ହୋଇଥିବା ୨୦ ଜଣ ବୀର ଯବାନଙ୍କ ନାମ ଜାରି କରିଛି ଭାରତୀୟ ସେନା । ସେମାନେ ହେଲେ କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍, ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା, ନାଏବ ସୁବେଦାର୍ ଶତନାମ ସିଂହ-…

ଶୁକ୍ରବାର ଚୀନ ମାମଲାରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ଗତକାଲି ୨୦ ଜଣ ଯବାନ ସହିଦ ହୋଇଥିବା ଘଟଣା ନେଇ ଆଲୋଚନା ହେବ । ଶୁକ୍ରବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଦଳର…

ଆସନ୍ତୁ ଜାଣିବା କେଉଁ ୫ ଚୀନ କମ୍ପାନୀ ଭାରତୀୟ ବଜାର ଉପରେ କବଜା କରି ଅଛନ୍ତି

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ ଯୋଗୁ ୨୦ ଯବାନ ଆମର ଶହୀଦ ହୋଇଛନ୍ତି । ଏଥିନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାରତ ଅର୍ଥନୀତିରେ ଚୀନକୁ ଝଟକା ଦେବା ଲକ୍ଷ୍ୟରେ ଯୋଜନା ଆରମ୍ଭ କରିଛି । ଆସନ୍ତୁ ଜାଣିବା ଚୀନର କେଉଁ ୫ କମ୍ପାନୀ ଭାରତରୁ କୋଟି କୋଟି ଟଙ୍କା ବୋହି…

ଭାଇରାଲ ପୋଷ୍ଟମର୍ଟମ: କାହିଁକି ସୁଶାନ୍ତ ସିଂଙ୍କୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀ ?

ଭୁବନେଶ୍ୱର: ରବିବାର ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ ବଲିଉଡର ଉଦୀୟମାନ କଳାକାର ସୁଶାନ୍ତ ସିଂ ରାଜପୁତ । ଅଭିନୟ ଜଗତରେ ଖୁବ କମ ଦିନରେ ନାଁ କମାଇ ଥିବା ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଅଗଣିତ ଫ୍ୟାନ୍ସ ଓ ପରିବାର ଲୋକେ । ଯେଉଁଠି ସ୍ବର୍ଗତ…

କରୋନା କାଳରେ ଖୁସି ଖବର : ଡେକ୍ସାମେଥାସନ୍ ମେଡିସିନକୁ ଡବ୍ଲ୍ୟୁଏଚଓର ସବୁଜ ସଙ୍କେତ

ଲଣ୍ଡନ: ଡେକ୍ସାମେଥାସନ ମେଡିସନ୍ କରାନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି ବୋଲି ମଙ୍ଗଳବାର ବ୍ରିଟେନ ଗବେଷକମାନେ ଦାବୀ କରିଥିଲେ । ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ମେଡିସିନ ବ୍ୟବହାର ନେଇ ସବୁଜ ସଙ୍କେତ ଦେଇଛି । ଭେଂଟିଲେଟରରେ ଥିବା ରୋଗୀଙ୍କୁ ଏହି ମେଡସିନ…

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର । ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର…

ଭାରତରେ ୨୪ ଘଣ୍ଟାରେ ୨ ହଜାରରୁ ଉର୍ଦ୍ଧ୍ବ ମୁଣ୍ଡ ନେଲା କରୋନା, ସାଢ଼େ ୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ୨୪ ଘଣ୍ଟାରେ ନେଇଛି ସର୍ବାଧିକ ୨୦୦୩ ମୁଣ୍ଡ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ…

ଲଗାତାର ବଢୁଛି ତେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟକୁ ଅନ୍ୟପଟେ ଖାଉଟିଙ୍କୁ ଚିନ୍ତାରେ ପକାଉଛି ମହଙ୍ଗା ମାଡ଼।ଆଜି ମଧ୍ୟ ବଢିଛି ପେଟ୍ରୋଲ, ଡିଜେଲ ଦର । ଲଗାତାର ୧୧ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୫ ପଇସା ଓ ୬୯ ପଇସା ବୃଦ୍ଧି ପାଇଛି। ସକାଳ…

ଅନୁଷ୍କା ଶର୍ମାଙ୍କୁ କୋର୍ଟ ନୋଟିସ; ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ପ୍ରଯୋଜିକା ଅନୁଷ୍କା ଶର୍ମାଙ୍କୁ ଆସିଛି କୋର୍ଟ ନୋଟିସ। ନିଜ ୱେବ ସିରିଜ 'ପାତାଲଲୋକ' କୁ ନେଇ ଗତ କିଛି ଦିନ ୱେବ ଚର୍ଚ୍ଚାରେ ଥିବା ଅନୁଷ୍କା ଟାଣି ହୋଇ ଆସିଛନ୍ତି ବିବାଦ ଘେରକୁ । ଗୋଟିଏ ପଟେ 'ପାତାଲଲୋକ' ପାଇଁ ପ୍ରଶଂସା ମିଳୁଥିବା ବେଳେ…