Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡିସକଭରିରେ ଫନି ମୁକାବିଲା କାହାଣୀ; ଜାଣନ୍ତୁ ପ୍ରସାରଣ ସମୟ

ନୂଆଦିଲ୍ଲୀ: ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବ ମହାବାତ୍ୟା ଫନିର କାହାଣୀ । ଅଧା ଓଡ଼ିଶାରେ ମେ ୩, ୨୦୧୯ରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’ । ଉପକୂଳ ଓଡିଶାର କେତେକ ଜିଲ୍ଲା ସହ ପୁରୀ, ଖୋର୍ଦ୍ଧା ଓ କଟକ ଆଦି ଜିଲ୍ଲାରେ ଧ୍ବସ୍ତବିଧ୍ବସ୍ତ କରିଦେଲା ଫନୀ। ଏହି ମହାବାତ୍ୟାର କିପରି…

ଭାରତ ଚୀନ ମୁହାଁମୁହିଁ, ୨୦ ଭାରତୀୟ ଯବାନ ସହିଦ

ଭୁବନେଶ୍ୱର: ଲଦ୍ଦାଖର ଗାଲୱାନ ଉପତ୍ୟକାରେ ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଫଳରେ ୨୦ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ ସୈନ୍ୟଙ୍କ ମଧ୍ୟରୁ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ…

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଅଧିକ ତଦନ୍ତ ଦାବି କରି ଟ୍ୱିଟ୍ କଲେ ଓଡ଼ିଶାର ଏହି ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇପିଏସ ଅଧିକାରୀ ଅମିତାଭ ଠାକୁର ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ଅଧିକ ତଦନ୍ତ ଦାବି କରିଛନ୍ତି । ୧୯୯୮ ବ୍ୟାଚର ଏହି ଆଇପିଏସ ଅଧିକାରୀ ଟ୍ୱିଟ୍ କରି ମଙ୍ଗଳବାର ଦିନ କହିଛନ୍ତି, “ମୁଁ ଦୃଢ ନିଶ୍ଚିତ ଯେ, ସେ ଏହା କେବେବି କରି…

କରୋନା ଭାଇରସରୁ ବଂଚାଇବ ଡେକ୍ସାମେଥାସୋନ ମେଡିସିନ

ଲଣ୍ଡନ: କରୋନା ମହାମାରୀ ଔଷଧ ପାଇଁ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଥିବା ବେଳେ ଏକ ଭଲ ଖବର ପଂହଚିଛି । ଡେକ୍ସାମେଥାସନ ନାମକ ଷ୍ଟେରୟେଡ କରୋନା ରୋଗୀଙ୍କ ଜୀବନ ବଂଚାଇବାରେ ସହାୟ ହେଉଛି । ଇଂଲଣ୍ଡର ଗବେଷକମାନେ ଏହାର ଫଳାଫଳ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭେଂଟିଲେଟର ଓ ଅକ୍ସିଜେନରେ ଥିବା…

ସେନାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଳ୍ଲୀ:ଲଦ୍ଦାଖ ସୀମାରେ ଭାରତ-ଚୀନ ସଂଘର୍ଷ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ୩ ସେନାର ଅଧ୍ୟକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ସମ୍ପର୍କରେ ଅବଗତ କରାଇବେ । ପରବର୍ତୀ କାର୍ଯ୍ୟପନ୍ଥା ଏହା…

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର । ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି…

ବଜାରରେ ବଢ଼ୁଛି ମୋଦୀ-ରାହୁଲ ମାସ୍କର ଚାହିଦା

ଭୋପାଲ: ଦେଶରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା । ଏହି କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏନେଇ ସକରାର ମଧ୍ୟ ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏପରି ସମୟରେ…

ସୁଶାନ୍ତ ରାଜପୁତଙ୍କ ବିୟୋଗରେ ମିଥୁନ୍ ଦା’ ପାଳିଲେନି ଆଜି ଜନ୍ମଦିନ…

ମୁମ୍ବାଇ: ଭେଟେରାନ୍ ବଲିଉଡ୍ ଷ୍ଟାର୍ ମିଥୁନ୍ ଚକ୍ରବର୍ତ୍ତି ଆଜି ତାଙ୍କର ଜନ୍ମ ଦିନ ପାଳନ କରିନାହାନ୍ତି । ବଲିଉଡରେ ‘ଦାଦା’ ବା ‘ମିଥୁନ୍ ଦା’ ଭାବେ ପରିଚିତ ଥିବା ଏହି ମେଗାଷ୍ଟାର୍ ସବୁବର୍ଷ ଖୁବ୍ ଜାକଜମକରେ ନିଜର ଜନ୍ମଦିନକୁ ପାଳନ କରିଥାଆନ୍ତି । ଆଜି ମଧ୍ୟ ଏହି ଜନ୍ମଦିନଟିକୁ କରୋନା…

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।…

ଦେଶରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି : ମୋଦୀ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ସୁଧୁରୁଛି ଅର୍ଥନୈତିକ ସ୍ଥିତି । ଏନେଇ ସଂକେତ ମିଳୁଛି । ବିଗତ ସପ୍ତାହରେ ସରକାରଙ୍କର ଉଦ୍ୟମ ଯୋଗୁଁ ଅର୍ଥନୀତିରେ ସୁଧାର ଆସୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ…