Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମା’ଙ୍କ ପାଇଁ ଥିଲା ସୁଶାନ୍ତଙ୍କ ଶେଷ ଇଂଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡର ଜଣେ ସଫଳତା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ…

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ମୁମ୍ବାଇ ବାଣ୍ଡ୍ରା ସ୍ଥିତ ତାଙ୍କ ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ,…

୬ ମାସ ହେବ ଡିପ୍ରେସନ୍‌ରେ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ ନେଇ ମୁମ୍ବାଇ ପୋଲିସ କହିଛି ଯେ, ଗତ ୬ ମାସ ହେବ ସୁଶାନ୍ତ ଡିପ୍ରେସନରେ ଥିଲେ ।…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ସୂଚନା ପ୍ରକାଶ । ରବିବାର ମୁମ୍ବାଇ ସ୍ଥିତ ସୁଶାନ୍ତଙ୍କ ଫ୍ଲାଟରେ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ୩୪ ବର୍ଷୀୟ ଅଭିନେତା…

ଜିଓ ପ୍ଲାଟ୍‌ଫର୍ମସ୍‌ରେ ୪୫୪୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଟିପିଜି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଶ୍ୱସ୍ତରୀୟ ବୈକଳ୍ପିକ ସମ୍ପତ୍ତି ପରିଚାଳନା ସଂସ୍ଥା ଟିପିଜି ପକ୍ଷରୁ…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

କରୋନା ରୋଗର ଉପଶମ ପାଇଁ ପତଞ୍ଜଳି ଔଷଧ ବାହାର କରିଛି: ବାଲକ୍ରିଷ୍ଣ

ନୂଆଦିଲ୍ଲୀ: କରୋନା ମେଡିସିନ ପାଇଁ ବିଭିନ୍ନ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ତେବେ ଶନିବାର ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏହି ରୋଗର ଉପଶମ ପାଇଁ ଔଷଧ ବାହାର କରିଛି ବୋଲି ଏହାର ସିଇଓ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଛନ୍ତି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ସେମାନଙ୍କ…

ୟୁଏଇରୁ ୨୧୫ ପ୍ରବାସୀଙ୍କୁ ଫେରାଇ ଆଣିବେ ଓଡ଼ିଆ ପାଇଲଟ

ଭୁବନେଶ୍ୱର: ୟୁଏଇରୁ ଆସିବେ ୨୧୫ ପ୍ରବାସୀ ଓଡ଼ିଆ । ଆସନ୍ତାକାଲି ଏମାନେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରହେର ପହଂଚିବେ । ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଓଡିଆ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ ସହାୟତାରେ ଆସନ୍ତାକାଲି ଓଡ଼ିଶା ପହଂଚିବେ । କେନ୍ଦ୍ର…

ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପ ନେପାଳ ସଂସଦରେ ପାରିତ

କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ…

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି…