Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇଦେବ କରୋନା

ନୂଆଦିଲ୍ଲୀ: କୋଭିଡ-୧୯ର ଆସିଲା ନୂଆ ଲକ୍ଷଣ । ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇ ଦେବ କରୋନା । ଯଦି କୌଣସି ବ୍ୟକ୍ତି ନିଜ ସ୍ୱାଦ ଓ ଶୁଙ୍ଘିବା ଶକ୍ତି ହାରାଇଛନ୍ତି ତେବେ ତାହା କରୋନା ଲକ୍ଷଣ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି । ‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯’…

ପ୍ରତି ଲକଡାଉନ୍ ପରେ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଥିପାଇଁ ଚାରିଆଡେ ସରକାର କଟକଣା ଲଗାଇଛନ୍ତି । ଲକଡାଉନ୍ ପରେ ଏବେ ଅନ୍‌ଲକ୍‌-୧ ଜାରି ହୋଇଛି । ତେବେ ଏହି ଲକଡାଉନକୁ ନେଇ କଂଗ୍ରେସ ପୁଣି ଥରେ ମୋଦୀ ସରକାରଙ୍କୁ ଘେରିଛି । ଶନିବାର ରାହୁଲ ଗାନ୍ଧୀ ଲକ୍‌ଡାଉନ ପରେ କିଭଳି ଦେଶରେ…

କ୍ରିକେଟର ସାହିଦ୍ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗୁରୁବାର ଯାଏଁ ସେ ଅସୁସ୍ଥତା ଅନୁଭବ କରୁଥିଲେ । ଏହାପରେ ତାଙ୍କର କୋଭିଡ ଟେଷ୍ଟ…

ଥମୁନି କରୋନା; ବିଶ୍ୱବ୍ୟାପୀ ୪ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୭୭.୩୨ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ଇକୋନୋମିକଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୨୦୦ରୁ ଅଧିକ…

ପରଲୋକରେ ଶତାୟୁ କ୍ରିକେଟର ବସନ୍ତ ରାଇଜି

ମୁମ୍ବାଇ : ଭାରତର ପୁରୁଣା ପ୍ରଥମ ଶ୍ରେଣୀୟ ଶତାୟୁ କ୍ରିକେଟର ବସନ୍ତ ରାଇଜିଙ୍କର ଆଜି ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ କହିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ…

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ…

ଦେଶରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ସର୍ବାଧିକ ୧୧,୪୫୮ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୩,୦୮,୯୯୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ୍ ଓ ଅନନ୍ତନାଗ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ନିପୋରା…

ଜିଏସଟି କାଉନସିଲ୍ ବୈଠକ: ରିଟର୍ଣ୍ଣ ନଭରିଥିଲେ ଦେବାକୁ ପଡ଼ିବନି ଲେଟ୍ ଫି

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ହୋଇଥିବା ୪୦ ତମ ଜିଏସଟି ବୈଠକରେ ଟ୍ୟାକ୍ସ ଲାଗି ଅଣ-ଆସବାବପତ୍ର ପ୍ରଦାନ ପାଇଁ ବିଳମ୍ବ ଶୁଳ୍କ ହ୍ରାସ/ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ

ଲକ୍ଷ୍ନୌ:ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଉଡାଇଦେବା ପାଇଁ ଫୋନରେ ଧମକ ଆସିଛି । ଏହା ସହିତ ଆହୁରି ୫୦ ପାଖାପାଖି ବାସଭବନକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଉକ୍ତ ଫୋନ କଲରେ କୁହାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଂଟି ବୋମା…