Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁନ ୧୮ ରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ରାଜଧାନୀ ଦିଲ୍ଲୀ ; ଗୁଜବ କି ସତ, ଜାଣନ୍ତୁ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଜୁନ୍ ୧୮ ତାରିଖରୁ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ରହିବ ! ଏନେଇ ଏକ ବାର୍ତ୍ତା ଫେସବୁକ ଭଳି ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଫେସବୁକରେ ଭାଇରାଲ ହେଉଥିବା ଏହି ତଥ୍ୟ କେତେ ସତ କେତେ ଗୁଜବ ଆସନ୍ତୁ ଜାଣିବା । ଜୁନ ୧୮ ତାରିଖରୁ…

ଗୁଜରାଟରେ ୫.୫ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ଜିଲ୍ଲାରେ ରବିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିଚର୍ ସ୍କେଲରେ ୫.୫ ଥିବା ଜଣାପଡ଼ିଛି । Gujarat: People came out of their houses in Bhuj following tremors in the state; visuals from Jubilee…

ଆତ୍ମହତ୍ୟା କ’ଣ ଏକମାତ୍ର ରାସ୍ତା ଥିଲା ?

ବାଲାଜୀ ଟେଲି ଫିଲ୍ମସ ବ୍ୟାନର ଓ ପ୍ରଯୋଜିକା ଏକତା କପୁରଙ୍କ  ‘ପବିତ୍ର ରିସ୍ତା’ ମେଗା-ସିରିଆଲରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ  ବିହାରୀ ବାବୁ ସୁଶାନ୍ତ ସିଂ ରାଜପୁତ...ସିରିଏଲଟି ବେଶ ଦର୍ଶକଙ୍କ ମନକୁ ଛୁଇଁଥିଲା...ପାଟନାର ଏହି  ପ୍ରତିଭାବାନ ଯୁବକ ଟିଭି ପରଦାରୁ ବାହାରି  ବଲିଉଡ୍‌ର…

କୋଭିଡକୁ କିକ୍‌: ନ୍ୟୁଜିଲାଣ୍ଡରେ ରଗବୀ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ହେଲେ ୪୩୦୦୦ ଦର୍ଶକ

ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ…

ସୁଶାନ୍ତଙ୍କ ସହ ପୁରୁଣା ଦିନର ଫଟୋ ସେୟାର କରିବା ସହ ଦୁଃଖପ୍ରକାଶ କଲେ ଆଇଜି ଅମିତାଭ ଠାକୁର

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଦୁଃଖପ୍ରକାଶ କରିଛନ୍ତି । ସୁଶାନ୍ତ ଆଜି ସକାଳେ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ଆଇପିଏସ୍ ଅମିତାଭ ଠାକୁରଙ୍କର ନିକଟ ସମ୍ପର୍କୀୟ ଅଟନ୍ତି…

ଦିଲ୍ଲୀରେ ୩ ଗୁଣା ହେବ କରୋନା ଟେଷ୍ଟ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ…

କାଲିଫର୍ଣ୍ଣିଆ ୟୁନିଭରସିଟିରୁ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର ମେଜର ଗିରଫ

ନ୍ୟୁୟର୍କ: ଆମେରିକାର ସାନ୍ ଫ୍ରାନସିସ୍କୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଗବେଷଣା ସମ୍ପର୍କିତ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର  ମେଜର ଜିନ୍ ୱାଙ୍ଗ୍ ଗିରଫ ହୋଇଛନ୍ତି । ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ଏହି ଅଧିକାରୀଙ୍କୁ ରବିବାର ଗିରଫ କରାଯାଇଥିଲା । ଏଫବିଆଇ…

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ଗିରଫ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ ଦେଇଥିବା ଦୁଇ ଭାଇ ରବିବାର ଗିରଫ ହୋଇଛନ୍ତି । ଗୋଣ୍ଡାର ଟିକର ଗ୍ରାମର ଏହି ଦୁଇଜଣଙ୍କ ନାମରେ କୌଣସି ଅପରାଧୀକ ରେକର୍ଡ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଭାବେ ଆଲର୍ଟ…

ଦକ୍ଷିଣ କୋରିଆକୁ ଧମକ ଦେଲେ ଉତରକୋରିଆ ଶାସକ କିମ୍ ଜୋଙ୍ଗଙ୍କ ଭଉଣୀ କିମ୍ ୟୋ

ସିଓଲ: ଉତରକୋରିଆ ଶାସକ କିମ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି । ଏପରିକି ସାମରିକ ଆକ୍ରମଣ କରାଯିବ ବୋଲି ସେ କହିଛନ୍ତି । ଯାହା ଫଳରେ ଉଭୟ ଦେଶ ମଧ୍ୟରେ ଅଶାନ୍ତି ବୃଦ୍ଧିପାଇଛି  । ଗତ ସପ୍ତ‌ାହରେ ଦକ୍ଷିଣ କୋରିଆ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିବା ଏବଂ…

ମା’ଙ୍କ ପାଇଁ ଥିଲା ସୁଶାନ୍ତଙ୍କ ଶେଷ ଇଂଷ୍ଟା ପୋଷ୍ଟ

ମୁମ୍ବାଇ: ବଲିଉଡର ଜଣେ ସଫଳତା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ…