Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କ ‘ଗୋ ଲୋକାଲ’ ମନ୍ତ୍ରରେ ସ୍ୱଦେଶୀ ବ୍ରାଣ୍ଡ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଲେ ସାନିଆ

ହାଇଦ୍ରାବାଦ : କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ୱଦେଶୀ ବ୍ରାଣ୍ଡ୍‌ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଆହ୍ୱାନକୁ ଆଉ ପାଦେ ଆଗେଇ ନେଇଛନ୍ତି ଟେନିସ୍ ତାରକା ସାନିଆ ମିର୍ଜା । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସ୍ୱତନ୍ତ୍ର ଭାରତୀୟ ବ୍ରାଣ୍ଡ୍‌,…

ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌), ରାଜ୍ୟ ସ୍ୱାସ୍ଥ୍ୟ ସମାଜ ମହାରାଷ୍ଟ୍ର ଦ୍ୱାରା ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଆଦି ପଦବୀ ପାଇଁ ଆବେଦନ ର ଶେଷ ସମୟସୀମାକୁ ବୃଦ୍ଧି କରା ଯାଇଥିବା ସୂଚନା ମିଳିଛି…

ସଙ୍ଗୀତ ନିର୍ଦ୍ଦେଶକ ୱାଜିଦଙ୍କ ମୃତ୍ୟୁ ପରେ ମାଆ କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ସାଜିଦ-ୱାଜିଡ ଯୋଡିରୁ ୱାଜିଦଙ୍କର ସୋମବାର କରୋନା ସଂକ୍ରମଣରେ ଦେହାନ୍ତ ପରେ ତାଙ୍କ ପରିବାର, ବଲିଉଡ ତଥା ଫ୍ୟାନମାନେ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ମାଆ ରାଜିନା ଖାନ ମଧ୍ୟ କୋଭିଡ୧୯ ପଜିଟିଭ୍…

କରୋନା ଲଢ଼େଇଇରେ ମହାରାଷ୍ଟ୍ରର ଯୋଦ୍ଧାଙ୍କୁ ସାଥ୍ ଦେବ କେରଳର ଡାକ୍ତରୀ ଦଳ

କରୋନା ବିରୋଧରେ ଲଢ଼େଇରେ ସହାୟତା ପାଇଁ ମହାରାଷ୍ଟ୍ର ଯାଇଛି କେରଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ  । ଏହି ଦଳରେ ଡାକ୍ତର ଏବଂ ନର୍ସଙ୍କୁ ମିଶାଇ ମୋଟ ଶହେ ଜଣ ସଦସ୍ୟ ଅଛନ୍ତି  । ଟିଭିଏମ ମେଡ଼ିକାଲ କଲେଜରେ ଉପଅଧୀକ୍ଷକ ସନ୍ତୋଷ କୁମାରଙ୍କ ନେତୃତ୍ୱରେ ମୁମ୍ୱାଇ ଯାଇଛି ଏହି ଟିମ୍  । ଏହି ଟିମ୍…

କରୋନାକୁ ହରାଇଲେ ଇଣ୍ଡୋନେସିଆର ଶତାୟୁ ମହିଳା

ଇଣ୍ଡୋନେସିଆର ଦ୍ୱିତୀୟ ବୃହତ ସହର ସରବୟାରେ କମତିମ ନାମକ ଜଣେ ଶହେ ବର୍ଷୀୟ ମହିଳା କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି  । ଦୀର୍ଘ ମାସେ କାଳ କରୋନା ଭୂତାଣୁ ସହ ଲଢ଼େଇ କରି ଶେଷରେ ସେ ଜିତିଯାଇଛନ୍ତି । ସାରା ଇଣ୍ଡୋନେସିଆରେ କମତିମ ଖୁବ୍ ଲୋକପ୍ରିୟ  । ସେଥିପାଇଁ ଇଷ୍ଟ ଜାଭାର ଗଭର୍ଣ୍ଣର…

ବିଶ୍ୱ ଦୁଗ୍ଧ ଦିବସ’ ୨୦୨୦: ଜାଣନ୍ତୁ, କ’ଣ ରହିଛି ଏହାର ମହତ୍ତ୍ଵ…

ଦୁଗ୍ଧ ଏବଂ ବିଶ୍ୱ ଖାଦ୍ୟ ଭାବରେ ଏହାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ୧ରେ 'ବିଶ୍ୱ ଦୁଗ୍ଧ ଦିବସ' ପାଳନ କରାଯାଏ। ୟୁନାଇଟେଡ଼୍ ନେସନ ଏବଂ କୃଷି ସଂଗଠନ ପ୍ରଥମେ ୨୦୦୧ ମସିହାରେ ଏହି ଦିନ ଆରମ୍ଭ କରିଥିଲେ। ଚଳିତ ବର୍ଷର ଥିମ୍ ହେଉଛି 'ବିଶ୍ୱ ଦୁଗ୍ଧ…

ଭାରତୀୟ ସୀମା ନିକଟରେ ଉଡିଲା ଚୀନର ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ନିକଟରେ ଚୀନର ଲଡୁଆ ବିମାନ ଉଡିବା ଚିନ୍ତାର କାରଣ ସାଜିଛି । ଭାରତୀୟ ସେନା ଏହା ଉପରେ କଡା ନଜର ରଖିଛନ୍ତି । ଲଦ୍ଦାଖ ସୀମାଠାରୁ ୩୦-୩୫ କିଲୋମିଟର ଦୂରରେ ଏହି ବିମାନ ଉଡିବା ଦେଖିବାକୁ ମିଳିଥିଲା । ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାଠାରୁ ୧୦ କିଲୋମିଟର ରେଂଜରେ…

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨),…

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ…

ପାରା ମିଲିଟାରୀ କ୍ୟାଟିଂନ ତାଲିକାରୁ ବାଦ୍ ପଡିଲା ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ

ନୂଆଦିଲ୍ଲୀ: ଭାରତର ପାରାମିଲିଟାରୀ କ୍ୟାଟିଂନରେ ଆଉ ବିଦେଶୀ ସାମଗ୍ରୀ ବିକ୍ରି ହେବ ନାହିଁ । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ ବିଦେଶୀ ଉତ୍ପାଦ କ୍ୟାଟିଂନ ତାଲିକାରୁ ହଟାଇ ଦିଆଯାଇଛି । ଜୁନ ୧ରୁ ଏହି ନିୟମ ଲାଗୁ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ବିଦେଶୀ ସାମଗ୍ରୀକୁ…