Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ହିଂସା: ନାଳରୁ ମିଳିଲା ଆଉ ୩ ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସାରା ଭାରତବାସୀଙ୍କୁ ଥରାଇ ଦେଇଛି । ହିଂସା ଥମି ଯାଇଥିବା ବେଳେ ହିଂସା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହି ହିଂସା ଘଟଣାରେ ଆଉ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୋକୁଲପୁରି ଅଂଚଳର ଗୋଟିଏ ନାଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦିଲ୍ଲୀର…

ବୃଦ୍ଧି ପାଇଲା ଦେଶର ଅର୍ଥବ୍ୟବସ୍ଥା; ଜାଣନ୍ତୁ କେତେ ରହିଛି ଜିଡିପି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପାଇଁ ଏହା ଏକ ଭଲ ଖବର । ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାରରେ ଉନ୍ନତି ଆସିଛି | ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ ମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୪.୭ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଦ୍ୱିତୀୟ ତ୍ରୟମାସିକ ମାସରେ ଦେଶର…

ମାର୍ଚ୍ଚ ୧ରୁ ବଦଳୁଥିବା କେତେକ ନିୟମ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ମାର୍ଚ୍ଚ ୧ ତାରିଖ । ଆଜିଠୁ ବ୍ୟାଙ୍କ କାରବାର ଠାରୁ ଆରମ୍ଭ କରି ଫାସଟ୍ୟାଗ ପର୍ଯ୍ୟନ୍ତ କେତେକ ନିୟମ ବଦଳିଯିବ । ଏହାର ସିଧା ପ୍ରଭାବ ଲୋକଙ୍କ ଉପରେ ପଡୁଥିବାରୁ ମାର୍ଚ୍ଚ ୧ରୁ ବଦଳୁଥିବା କେତେକ ନିୟମ ବିଷୟରେ ଜାଣି ରଖନ୍ତୁ । ୧. ଷ୍ଟେଟବ୍ୟାଙ୍କର ଯେଉଁ ଗ୍ରାହକମାନେ…

ମୁହିଦ୍ଦିନ ୟାସିନ ହେଲେ ମାଲେସିୟାର ନୂଆ ପ୍ରଧାନମନ୍ତ୍ରୀ

କ୍ୱାଲାଲମ୍ପୁର: ମୁହିଦ୍ଦିନ ୟାସିନଙ୍କୁ ମାଲେସିୟାର ନୂଆ ପ୍ରଧାନମନ୍ତ୍ରୀ ଭାବେ ସେଠାକାର ଶାସକ ନିଯୁକ୍ତି ଦେଇଛନ୍ତି । ଏହାଯୋଗୁ ମାହାଥିର ମହମ୍ମଦଙ୍କ  ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ଆଶା ମଉଳି ଯାଇଛି । ମାହାଥିର ମହମ୍ମଦ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ୩ ମୃତ

ଭୋପାଲ: ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ମଧ୍ୟପ୍ରଦେଶ ଶିଙ୍ଗରୁଲରେ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପାଇଲଟ ଓ ଲୋକୋ ପାଇଲଟ ଆହତ ହୋଇଛନ୍ତି । ସେମାନଙ୍କୁ ଟ୍ରେନ୍‌ରୁ ଉଦ୍ଧାର କରିବା ପାଇଁ ଉଦ୍ଧାର…

ଗ୍ରାହକଙ୍କୁ ହୋଲି ଭେଟି, କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ଗ୍ରାହକଙ୍କୁ ମିଳିଲା ହୋଲି ଭେଟି । କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍ । ସବ୍‌ସିଡି ଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି । ସେହିପରି କମର୍ସିଆଲ ସିଲିଣ୍ଡର ପିଛା ୮୪.୫୦ ଟଙ୍କା ଶସ୍ତା ହୋଇଛି । ପୂର୍ବରୁ ଫେବୃଆରୀ ୧୨ରେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବନ୍ଧ ସୂଚନା ଦେଲେ, ଗ୍ରୀଷ୍ମ ଋତୁରେ ବାପା ହେବେ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡ କେରୀ ସାଇମଣ୍ଡ୍ସ ଶନିବାର ସନ୍ଧ୍ୟାରେ ନିଜ ନିର୍ବନ୍ଧ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଚଳିତ ବର୍ଷ ଖରାଦିନେ ସେମାନେ ମାତା-ପିତା ହେବାକୁ ଯାଉଛନ୍ତି । ଜନସନଙ୍କ ଦ୍ୱିତୀୟ ପତ୍ନୀ ଭାରତୀୟ ମୂଳର ମାରିନା…

କରୋନା ପାଇଁ ଚୀନରୁ ଆମଦାନୀ ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ପାଇଁ ଭାରତର ଆମଦାନୀ ଉପରେ ପ୍ରଭାବ ପଡିଛି । ଭାରତ ଚୀନ୍‌ରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ରୋକ୍ ଲଗାଇଛି । ସେଠାରେ ସ୍ଥିତି ନସୁଧୁରିବା ଯାଏ କୌଣସି ବି ଜିନିଷ ଭାରତକୁ ଆସିବ ନାହିଁ । ତେବେ ଚୀନ୍‌ରୁ ଯେଉଁ ସବୁ ସାମଗ୍ରୀ ଆମଦାନୀ ହେଉଥିବା…

ଶାହିନବାଗରେ ଲାଗୁ ହେଲା ୧୪୪ ଧାରା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଦିଲ୍ଲୀ ଶାହିନବାଗରେ ଗଲା ୨ମାସ ହେବ ଆନ୍ଦୋଳନ ଚାଲିଛି । ଏହାରି ଭିତରେ ରବିବାର ହିନ୍ଦୁ ସେନା ପକ୍ଷରୁ ଟ୍ୱିଟ୍ କରି ଆନ୍ଦୋଳନ ଶେଷ କରିବା ପାଇଁ ଘୋଷଣା କରିଛି । ଏହାକୁ ନେଇ ଦିଲ୍ଳୀ ପୋଲିସର ଚିନ୍ତା ବଢ଼ିଛି । ଏହି ଘୋଷଣା ପରେ ସ୍ଥିତି…

ଥମୁନି କରୋନା: ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ମୃତ୍ୟୁ, ଯାତ୍ରା ଉପରେ ଲାଗିଲା କଟକଣା

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୯୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮୫,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାରେ…