Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଜିପ୍ଟର ଧର୍ମୀୟ ଚେତନାରେ ପୁରୀ…

ଇଜିପ୍ଟର ପୌରାଣିକ କଥାବସ୍ତୁ ପ୍ରାଚୀନ ଓଡିଶା ତଥା ସମୁଦ୍ର ସହ ଥିବା ଏହାର ମଜବୁତ ସମ୍ପର୍କର ସଂକେତ ପ୍ରଦାନ କରେ । ଏକ ଗବେଷଣା ଅନୁଯାୟୀ, ଇଜିପ୍ଟର ପୌରାଣିକ କଥାବସ୍ତୁରେ 'ପୁଟ' ଅଥବା 'ପୁଣ୍ଟ' ନାମରେ ଦର୍ଶାଯାଇଥିବା ସ୍ଥାନଟି ସମ୍ଭବତଃ ପୁରୀ ହୋଇଥାଇପାରେ । ପୁରୀର ପ୍ରାଣ କେନ୍ଦ୍ର…

କରୋନାକୁ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ: ଗଲାଣି ପାଖାପାଖି ୩୦୦୦ ଜୀବନ

ଭୁବନେଶ୍ୱର: ବିଶ୍ବ ସ୍ତରରେ ବ୍ୟାପୁଥିବା କରୋନା ଭାଇରସକୁ ଦେଖି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ପାଖାପାଖି ୩୦୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଦେଶକୁ ଏହା ସ୍ୱର୍ଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ…

କାହିଁକି ଜାଣନ୍ତୁ, ମାର୍ଚ୍ଚରେ ୧୩ ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ !

ଭୁବନେଶ୍ୱର: ମାର୍ଚ୍ଚ ୮ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଲଗାତାର ଆଠ ଦିନ ସମସ୍ତ ସରକାରୀ କ୍ଷେତ୍ର ଏବଂ ବେସରକାରୀ ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୮ ଏବଂ ୧୫ ରବିବାର ଥିବାବେଳେ ହୋଲି ଉତ୍ସବ ହେତୁ ବ୍ୟାଙ୍କଗୁଡିକ ମାର୍ଚ୍ଚ ୯ ଏବଂ ୧୦ ରେ ବନ୍ଦ ରହିବ କାରଣ ଏହା ବିଭିନ୍ନ ତାରିଖରେ ବିଭିନ୍ନ…

କାୟା ବିସ୍ତାର କରୁଛି କରୋନା; ଇରାନରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ତେହେରାନ: କରୋନା ଭାଇରସ(କୋଭିଡ-୧୯) ଚୀନ ପରେ ଏବେ ଅନ୍ୟ ଦେଶ ଗୁଡିକରେ କାୟା ବିସ୍ତାର କରୁଛି । ଏହି ଘାତକ ଭାଇରସ କବଳରେ ଏପର୍ଯ୍ୟନ୍ତ ଇରାନରେ ୩୪ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏନେଇ ଇରାନର ସ୍ୱାସ୍ଥ୍ୟ ଓ ଚିକିତ୍ସା ମନ୍ତ୍ରାଳୟ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି । ଏହି ଭାଇରସ ଦ୍ୱାରା…

ଆଶ୍ଚର୍ଯ୍ୟ : ଗୋଟିଏ ମାଆ ପେଟରୁ ୩୫ ମିନିଟରେ ୬ ଶିଶୁ ଜନ୍ମ, ୨ ମୃତ

ଶେପୁର: ମଧ୍ୟପ୍ରଦେଶର ଶେପୁର ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ସ୍ଥାନୀୟ ଡାକ୍ତରଖାନାରେ ବିନୋଦ ମାଳୀ ନାମକ ମହିଳା ୩୫ ମିନିଟ ସମୟ ମଧ୍ୟରେ ୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ନିର୍ଦ୍ଧାରିତ ସମୟର ମାସକ ପୂର୍ବରୁ ଶିଶୁମାନେ ଜନ୍ମ ହେଇଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା…

ଗ୍ଲୋବାଲ ୱାର୍ମିଙ୍ଗର ଭୟଙ୍କର ପରିଣାମ; ନରଭକ୍ଷୀ ପାଲଟିଲେ ମେରୁ ଭାଲୁ

ସେଣ୍ଟ ପିଟସବଗର୍ଗ: ଗ୍ଲୋବାଲ ୱାର୍ମିଙ୍ଗର ଏକ ଭୟଙ୍କର ପରିଣାମ ସାମନାକୁ ଆସିଛି । ଜଳବାୟୁରେ ଲଗାତାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ଠାରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ସବୁ କିଛି ନଷ୍ଟ ହେବାକୁ ଲାଗିଲାଣି । ମଣିଷ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପରିବେଶକୁ ନଷ୍ଟ କରି ଚାଲିଛି, ତାହାର ଭୟଙ୍କର…

ପ୍ରଶାନ୍ତ କିଶୋରଙ୍କୁ ରାଜ୍ୟସଭା ପଠାଇବା ଲକ୍ଷ୍ୟରେ ଟିଏମସି

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡରୁ ବିଦା ହେବା ପରେ ପ୍ରଶାନ୍ତ କିଶୋରଙ୍କୁ ନେଇ ତୃଣମୂଳ କଂଗ୍ରେସ ରାଜନୀତି ଆରମ୍ଭ କରିଦେଇଛି । ରିପୋର୍ଟ ମୁତାବକ ପ୍ରଶାନ୍ତ କିଶୋରଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ୨୬ ମାର୍ଚ୍ଚରେ…

ଭାରତର ଭାଗ୍ୟ ବଦଳାଇବ ବୁନ୍ଦେଲଖଣ୍ଡ: ମୋଦୀ

ଚିତ୍ରକୂଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରାୟ ୨୯୬ କିଲୋମିଟର ଲମ୍ବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୧୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହାକୁ ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସ ୱେ ଚିତ୍ରକୂଟ, ବାନ୍ଦା, ହରିମପୁର ଜିଲୌନ ଜିଲ୍ଲା…

ନିର୍ଭୟା ମାମଲା: ଦ୍ୱିତୀୟ ଥର ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଳୀ: ଫାଶୀରୁ ବଂଚିବା ପାଇଁ ପୁଣି ଆରମ୍ଭ ହୋଇଛି ନିର୍ଭୟା ଦୋଷୀଙ୍କ ନୂଆ ଚାଲ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାଲାର ଦୋଷୀ ଅକ୍ଷମ କୁମାର ସିଂ ପୁଣି ଥରେ ରାଜକ୍ଷମା ଆବେଦନ କରିଛି । ତାର ସମସ୍ତ ଆଇନର ବିକଳ୍ପ ଶେଷ ହୋଇଯାଇଥିଲେ ସୁଦ୍ଧା ସେ ଦ୍ୱିତୀୟ ଥର ପାଇଁ ରଜକ୍ଷମା ଆବେଦନ…

ଦିଲ୍ଲୀ ମେଟ୍ରୋ ଷ୍ଟେସନ୍‌ରେ ‘ଗୋଲି ମାରୋ’ ନାରା, ୬ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ରେ ନାରାବାଜୀ କରିବା ଅଭିଯୋଗରେ ୬ଜଣ ଯୁବକ ଅଟକ । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍‌ଏଫ୍ ଶନିବାର ସକାଳେ ୬ଜଣ ଯୁବକ ‘ଗୋଲି ମାରୋ’ ନାରା ଦେଉଥିବା ସମୟରେ ସେମାନଙ୍କୁ ଅଟକ ରଖିଛି। ଏନେଇ ମେଟ୍ରୋ ଡିସିପି…