Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଭୟା ମାମଲା: ପବନର ରାଜକ୍ଷମା ଆବେଦନ, ଫାଶୀ ତାରିଖ ଘୁଂଚାଇବାକୁ ମନାକଲେ କୋର୍ଟ

ନୂଆଦିଲ୍ଲୀ: କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି ନିର୍ଭୟା ଦୋଷୀ ପବନ ଗୁପ୍ତା । ଫାଶୀ ତାରିଖ ଘୁଂଚାଇବା ପାଇଁ ସେ ଏଭଳି ଯୋଜନା କରିଛି । ପବନର ଓକିଲ ଏପି ସିଂହ ରାଷ୍ଟ୍ରପତିଙ୍କ ତାର ରାଜକ୍ଷମା ଆବେଦନ କରିଛନ୍ତି । ସେପଟେ ନିର୍ଭୟା…

ନିର୍ଭୟା ମାମଲା: ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ଖାରଜ ହୋଇଛି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ । ସୁପ୍ରିମକୋର୍ଟ ପବନର ପିଟିସନକୁ ଖାରଜ କରିଛନ୍ତି । ଏହି କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଏବେ ପବନ ପାଖରେ ଏକ ମାତ୍ର ରାଜକ୍ଷମା ଆବେଦନର ବିକଳ୍ପ ରହିଛି । ସେପଟେ ପବନର ଓକିଲ…

ଭାରତର ବୁଲବୁଲ୍ ସରୋଜିନୀ ନାଇଡ଼ୁଙ୍କ ଆଜି ପୁଣ୍ୟତିଥି, ଜାଣନ୍ତୁ ତାଙ୍କ ଅକୁହା ଜୀବନୀ କଥା

ଭୁବନେଶ୍ୱର: ‘ଦ ନାଇଟିଙ୍ଗେଲ୍ ଅଫ୍ ଇଣ୍ଡିଆ’ ଅବା ଭାରତର ବୁଲବୁଲ୍ ସରୋଜିନୀ ନାଇଡୁଙ୍କ ଆଜି ଶ୍ରାଦ୍ଧବାର୍ଷିକୀ । ସେ ଏକାଧାରରେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, କବି ଓ ନେତ୍ରୀ । ଏପରିକି ସରୋଜିନୀ ସ୍ୱାଧୀନ ଭାରତବର୍ଷର ପ୍ରଥମ ମହିଳା ରାଜ୍ୟପାଳ ହୋଇପାରିଥିଲେ । ସେ ୧୮୭୯ ମସିହାରେ…

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୩୦୦୦କୁ ଛୁଇଁଛି । ଏଥିସହିତ ୮୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କରୋନା ଭାଇରସରେ ଗତ ୨୪ ଘଣ୍ଟା…

ଦିଲ୍ଲୀ ହିଂସା: ଗୁଜବ ନେଲା ଜୀବନ!

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ଅବସ୍ଥା ବହୁତ ସମ୍ବେଦନଶୀଳ । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା କାରଣରୁ ମୃତ୍ୟୁ ସଂଖ୍ୟା ୪୫ ଛୁଇଁଲାଣି । ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ଗଢ଼ି ଉଠିଥିବା ହିଂସା ଅଣାୟତ୍ତ ହୋଇପଡିଥିଲା । କିନ୍ତୁ ସ୍ଥିତି ସ୍ୱାଭାବିକ…

ଆସନ୍ତୁ ଜାଣିବା କଲିକତାର କେଉଁ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ

କଲିକତା: ପଶ୍ଚିମବଙ୍ଗର ଏକ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ । କଲିକତାର ଟାଙ୍ଗରା ଅଂଚଳରେ ଏହି ମନ୍ଦିର ଅବସ୍ଥାପିତ । ଏହାର ନାମ ହେଲା ଚାଇନିଜ କାଳୀ ମନ୍ଦିର । ୬୦ ବର୍ଷ ତଳେ ଜଣେ ଭକ୍ତ ୨ଟି କଳା ପଥରରେ ସିନ୍ଦୁର ଲଗାଇ ଗଛ ତଳେ ପୂଜା କରୁଥିଲେ । ପରେ…

ମାର୍ଚ୍ଚ ୨ରୁ ଖୋଲିବ ଏସବିଆଇ କାର୍ଡ ଆଇପିଓ; କିଣିବା ପୂର୍ବରୁ ଜାଣି ରଖନ୍ତୁ ଏହି ବିଷୟରେ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସହାୟକ କମ୍ପାନୀ ଏସବିଆଇ କାର୍ଡ ଆଇପିଓର ଆଇପିଓ ମାର୍ଚ୍ଚ ୨ ରେ ଖୋଲିବ। ଏଥି ସହିତ ଏହାର ମୂଲ୍ୟ ବ୍ୟାଣ୍ଡ ୭୫୦ ରୁ ୭୫୫ ଟଙ୍କା ସ୍ଥିର କରାଯାଇଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଆଇପିଓରୁ…

ଅଲଗା ପ୍ରକାର ନାମ ପାଇଁ କମ୍ପାନୀର ଅଫର, ୦୦୩ ଜିତିଲେ ପିଜା ପୁରସ୍କାର

ମେକ୍ସିକୋ ସିଟି: ସ୍ଥାନୀୟ ମେରିଦା ସହରରେ ଏକ ପିଜା କମ୍ପାନୀ ନୂତନ ପ୍ରକାର ପ୍ରତିଯୋଗିତା ରଖିଥିଲା । ଏହା ମୁତାବକ ଅଦ୍ଭୁତ ଓ ଅଲଗା ପ୍ରକାର ନାମ ରଖିଥିବା ବ୍ୟକ୍ତିଙ୍କୁ ମାଗଣାରେ ପିଜା ପ୍ରଦାନ କରାଯିବ । ଏଥିରେ ଅନେକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ ଲିଷ୍ଟରେ ନିବିୟା, ବାହାଜିବାଦି…

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା । ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି…

ମନ୍ଦିର ପାଇଁ ଧନବର୍ଷା: ୧୧୦ ମିନିଟରେ ଯୋଗାଡ ହେଲା ୧୩୬ କୋଟି

ଅହମ୍ମଦାବାଦ: ଗୁଜରାଟର ଜାସପୁରରେ ୧୦୦୦ କୋଟି ବଜେଟରେ ଉମିୟା ମାତାଜିଙ୍କ ଏକ ଭବ୍ୟ ମନ୍ଦିର ତିଆରି ହେଉଛି । ଏହାର ଉଚ୍ଚତା ୪୩୧ ଫୁଟ ହେବ ଏବଂ ୫୨ ଫୁଟ ଉଚତାର ପ୍ରତିମା ସ୍ଥାପିତ ହେବ । ମନ୍ଦିର ନିର୍ମାଣ ପାଇଁ ୨ଦିନିଆ ଶିଳାନ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ…