Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…

ପତ୍ନୀ, ପୁଅ ସହ ଜେଲ୍ ଗଲେ ଆଜମ ଖାନ୍‌

ଋାମପୁର: ସାମଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଓ ତାଙ୍କ ପତ୍ନୀ ଏବଂ ପୁଅକୁ ଜେଲ୍ । ବୁଧବାର ରାମପୁରର ଏଡିଜେ-୬ କୋର୍ଟ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୨ରେ ହେବ । ସୂଚନା…

କରୋନା ପ୍ରଭାବ: ଟୋକିଓ ଅଲିମ୍ପିକ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହେଲା

ଟୋକିଓ: କରୋନା ଭାଇରସ ପ୍ରଭାବ ଯୋଗୁ ଏବେ ଟୋକିଓ ଅଲିମ୍ପିକ୍ସ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ଜାପାନ ସରକାର ଏଥି ଉପରେ କଡା ନଜର ରଖିଛନ୍ତି । ଯଦି ମେ' ଶେଷ ଯାଏଁ କୋରୋନା ଭାଇରସ୍ ଉପରେ କାବୁ ନକରାଯାଏ ତେବେ ଅଲମ୍ପିକ୍ ଖେଳକୁ ରଦ୍ଦ କରାଯିବ…

ଦିଲ୍ଲୀ ହିଂସା: ସ୍ଥିତି ସମୀକ୍ଷା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ହିଂସାର ନିଆଁରେ ଜଳୁଛି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆରମ୍ଭ ହୋଇଥିବାା ହିଂସାରେ ଦିଲ୍ଲୀରେ ଭୟାବହ ରୂପ ଧାରଣ କରିଛି । ଏହି ହିଂସାରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନ୍ୟ ପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭା ହିଂସାକୁ ରୋକିବାର…

ଦିଲ୍ଲୀ ହିଂସା ନେଲା ଆଉ ଜଣେ କନେଷ୍ଟବଳଙ୍କ ଜୀବନ, ଡ୍ରେନରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଗୁଇନ୍ଦା…

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଥପ୍ପଡ’

ଭୋପାଲ: ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ଥପ୍ପଡ’ । ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ଫିଲ୍ମଟିକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଲନାଥ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । मध्यप्रदेश में…

ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ: ଶାନ୍ତି ବଜାଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ନଗରିକତା ଆଇନକୁ ବିରୋଧ କରି ଜଳୁଛି ଦେଶର ରାଜଧାନୀ। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟ ହିଂସା ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ୨୦ ରୁ ଉର୍ଦ୍ଧ୍ବ ପ୍ରାଣ ହାନି ଘଟିଲାଣି । ଦେଶର ରାଜଧାନୀରେ ଏପରି ଅପ୍ରୀତିକର…

ଦିଲ୍ଲୀ ପୋଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା, ୧୯୮୪ର ପୁନରାବୃତ୍ତି ନ ହେଉ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ହିଂସା ଉଗ୍ର ହେବାରେ ଲାଗିଛି । ହିଂସା ଯୋଗୁଁ ଏଯାଏଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଳିସ କର୍ମଚାରୀ ଥିବା ଜଣାପଡିଛି । ସେପଟେ ଏହି ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ…

ସିଏଏ ହିଂସା: ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଥିବା ନାଗିରକତା ନିଆଁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ଏହାପରେ ସାମ୍ବାଦିକ ସମ୍ମିଳନୀ କରି ସେ…

କରୋନା ଭୂତାଣୁ: ଭାରତୀୟଙ୍କୁ ଆଣିବା ପାଇଁ ଉହାନ ଯିବ ବାୟୁସେନା ବିମାନ

ନୂଆଦିଲ୍ଲୀ: ଥମିବାର ନାଁ ଧରୁ ନାହିଁ ମାରାତ୍ମକ ଭୂତାଣୁ କରୋନା । ଦିନ କୁ ଦିନ ବ୍ୟାପିବାରେ ଲାଗିଛି କରୋନା ଭାଇରାସ । ଏହି ସଂକ୍ରମଣ ଯୋଗୁଁ ୨ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୭ ହଜାର ଲୋକେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାରି ଭିତରେ ଚୀନ୍‌ରେ ଥିବା ଶହେ ଜଣ…