Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେରୁଛନ୍ତି ଅଭିନନ୍ଦନ, ୱାଘା ବର୍ଡ଼ରରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ସେନା ଦ୍ୱାରା କବଳିତ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଭାରତ ଫେରୁଛନ୍ତି । Defence forces to remain on high alert across the border despite IAF pilot’s return: Sources Read @ANI Story |…

ଚାପରେ ମୁଣ୍ଡ ଝୁଙ୍କାଇଲା ପାକିସ୍ତାନ, ବୀରଦର୍ପରେ ଫେରୁଛନ୍ତି ଅଭିନନ୍ଦନ…

ନୂଆଦିଲ୍ଲୀ: ପାକିସ୍ତାନ ସେନା କବଳରେ ଥିବା ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନ ଆଜି ଭାରତ ଫେରୁଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଦିନ ଭାରତୀୟ ବାୟୁସେନା ପାଇଲଟଙ୍କୁ ମୁକ୍ତ କରିଦେବାକୁ ଘୋଷଣା କରିବା ପରେ ଆଜି ଦିନ ୩ଟା ସମୟରେ…

ଜମ୍ମୁ-କାଶ୍ମୀର: କୁପୱାଡାରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ କେତେକ…

ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠା ଲାଗି ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବୁଧବାର ଦିନ କହିଛନ୍ତି । #WATCH: US President says, "I think reasonably attractive news from Pakistan & India,…

ବାୟୁସେନା ପାଇଲଟ୍ ଅଭିନନ୍ଦନ ନିରାପଦରେ ଫେରିଆସିବାକୁ ନବୀନଙ୍କ ପ୍ରାର୍ଥନା

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ଖବର ପ୍ରଚାର ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଅଭିନନ୍ଦନ ସକୁଶଳେ ଭାରତ ଫେରାଇ ଆଣିବାକୁ ସମଗ୍ର ଦେଶବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା…

ସୋସିଆଲ୍ ମିଡ଼ିଆରେ ‘ଯୁଦ୍ଧକୁ ନା’, ‘ଅଭିନନ୍ଦନଙ୍କୁ ଭାରତ ଫେରାଅ’ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ତଥା ପାଇଲଟଙ୍କୁ ପାକିସ୍ତାନୀ ସୈନ୍ୟ ଦ୍ୱାରା ଧରାପଡ଼ିଥିବା ନେଇ ବିଭିନ୍ନ ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ୍ ମିଡ଼ିଆରେ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଧରି ତାଙ୍କର ବିଭତ୍ସ ମୁହଁର ଫଟୋ ଓ ଭିଡ଼ିଓକୁ ପାକିସ୍ତାନୀ ନାଗରିକ…

ଜୈଶ ଆତଙ୍କବାଦୀ ମାସୁଦ ଆଝାରକୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଆମେରିକା-ବ୍ରିଟେନ ଓ ଫ୍ରାନ୍ସର ଦାବି

ଜାତିସଂଘ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ କଳା ତାଲିକା ଭୁକ୍ତ କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ଗ୍ଲୋବାଲ ଟେରୋରିଷ୍ଟ (ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ) ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ…

ସ୍ପାଇସ୍ ଜେଟ୍: ଝାରସୁଗୁଡ଼ାରୁ ଦିଲ୍ଲୀ ୩,୭୦୧ ଟଙ୍କା, କଲିକତାକୁ ୨,୫୬୦ ଟଙ୍କା

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ସ୍ପାଇଶ ଜେଟ୍ ତରଫରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଦେଶର ତିନୋଟି ଜାଗା ଯଥା ଦିଲ୍ଲୀ, କଲକୋତା ଓ ହାଇଦ୍ରାବାଦକୁ ଆଜି ଠାରୁ ଟିକେଟ୍ ବିକ୍ରିର ଶୁଭାରମ୍ଭ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ରୁ ଏହି ସବୁ ସ୍ଥାନରୁ ବିମାନ ସେବା ଆରମ୍ଭ ହେବ ।…

ବାୟୁସେନା ପାଇଲଟଙ୍କୁ ତୁରନ୍ତ ହସ୍ତାନ୍ତର କରିବା ନେଇ ପାକିସ୍ତାନକୁ ଦାବି କଲା ଭାରତ

ନୂଆଦିଲ୍ଲୀ: ନିଖୋଜ ଥିବା ଭାରତୀୟ ବାୟୁସେନା ପାଇଲଟଙ୍କୁ ପାକିସ୍ତାନ ସେନା ଗିରଫ କରିଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ତୁରନ୍ତ ନିରାପଦ ଭାବେ ଭାରତକୁ ହସ୍ତାନ୍ତର କରିବାକୁ ପାକିସ୍ତାନକୁ ଜଣାଇ ଦିଆଯାଇଛି । ଗୁରୁତର ଆହତ ଅବସ୍ଥାରେ ଥିବା ଭାରତୀୟ…

ପାଇଲଟ୍ ନିଖୋଜ ଥିବା ସ୍ପଷ୍ଟ କଲେ ଭାରତୀୟ ମନ୍ତ୍ରଣାଳୟ; ଗିରଫ ନେଇ ଦାବି କଲା ପାକିସ୍ତାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ମିଗ୍-୨୧ ବିସନ୍ ନିୟନ୍ତ୍ରଣ ରେଖା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାର ପାଇଲଟ୍ ନିଖୋଜ ଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର ବୁଧବାର ଦିନ ସୂଚନା ପ୍ରକାଶ କରିଛନ୍ତି । ଏହି ଘଟଣାରେ ବାୟୁସେନାର ଜଣେ ପାଇଲଟ ନିଖୋଜ…