Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇସିସି କ୍ରିକେଟ୍ ଆୱାର୍ଡ: ସବୁ ପୁରସ୍କାର ପୋଛିନେଲେ ଭାରତୀୟ କପ୍ତାନ ବିରାଟ କୋହଲି

ଦୁବାଇ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏବେ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ଏକାକୀ ସମସ୍ତ ୫ଟି…

ଏବେ ‘ବିଜୁ ବାବୁ’ ଚର୍ଚ୍ଚାରେ !

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ଼ର ଷ୍ଟଣ୍ଟ ହିରୋ ଅନୁଭବ ମହାନ୍ତି ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସଂସଦରେ ହେଉ କି ସୁଟିଂ ସେଟରେ ସୋସିଆଲ୍ ମିଡ଼ିଆରେ ଏବେ ଅନୁଭବଙ୍କୁ ନେଇ ହିଁ ଚର୍ଚ୍ଚା । କଥାହେଲା ନିକଟରେ ଅନୁଭବ ତାଙ୍କ ଟିଟ୍ଟର୍ ଆକାଉଣ୍ଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବୁଦଗାମ୍ ଜିଲ୍ଲାର ଜିନପଞ୍ଚଲ ଚାର ଉ ଶରିଫର ଅଞ୍ଚଳରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ ବୁଦଗାମ୍ ଜିଲ୍ଲାର ଜିନପଞ୍ଚଲ ଚାର ଉ ଶରିଫର ଅଞ୍ଚଳରେ…

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ନିକଟରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଥିବା ଡି-୭ ବଗିରେ ନିଆଁ ଲାଗିଥିବାର ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ, ରାଉରକେଲା ରେଲୱେ ଷ୍ଟେସନଠାରୁ ଅଳ୍ପ ଦୂରରେ ଥିବା ତିଲକାନଗର ନିକଟରେ ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଥିବାର ଜଣାପଡ଼ିଥିଲା ।…

୨୦୧୯ର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେଲା ଦୃଶ୍ୟମାନ

ଭୁବନେଶ୍ୱର : ୨୦୧୯ ତଥା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ସଂଘଟିତ ହୋଇଯାଇଛି । ଏହି ଦିନରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ରକ୍ତବର୍ଣ୍ଣା ଧାରଣ କରୁଥିବାରୁ ଏହାକୁ ସୁପର ବ୍ଲଡ ମୁନ୍ ମଧ୍ୟ କୁହାଯାଇଥାଏ । ଏହି ଚନ୍ଦ୍ରଗ୍ରହଣ ଜାନୁଆରୀ ୨୧ ତାରିଖରେ ଭାରତୀୟ ସମୟାନୁସାରେ ସକାଳ ୧୦ଟା ୧୧…

ଆସନ୍ତା ୨୫ରେ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଦେବାକୁ ଶ୍ରୀକାନ୍ତ ଜେନାଙ୍କ ଚେତାବନୀ !

ଭୁବନେଶ୍ୱର: କଂଗ୍ରେସ ଦଳରୁ ବହିଷ୍କୃତ ହେବାର କିଛି ଘଣ୍ଟା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ…

ଟିକେ ଦେଖନ୍ତୁ: ଭାଇରାଲ୍ ଓଡ଼ିଆ ର‌୍ୟାପ୍ ‘ଆପଣମାନେ ଖୁସି ତ ?’

ଭୁବନେଶ୍ୱର: ‘ଆପଣ ମାନେ ଖୁସି ତ?’ ଏହି ବାକ୍ୟଟି ସହିତ ପ୍ରାୟ ସମସ୍ତ ଓଡ଼ିଆମାନେ ପରିଚିତ ଥିବେ, ମାତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧିକୁ ପ୍ରଶଂସା କରି ର‌୍ୟପ୍ ମାଧ୍ୟମରେ ସ୍ୱର ଦେଇ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି…

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ପକ୍ଷରୁ ଶନିବାର ଦିନ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷାର୍ଥୀମାନେ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ସ୍କୋର ଜାଣିବାକୁ ଚାହିଁଲେ  www.jeemain.nic.in ୱେବସାଇଟରେ ସେମାନଙ୍କର ଆବେଦନ ନଂ ଏବଂ ଜନ୍ମ ଦିବସ…

ମୋଦୀଙ୍କୁ ରୋକିବା ଲାଗି କୋଲକାତାରେ ବିରୋଧୀଙ୍କ ମହାମେଳି; ଜାଣନ୍ତୁ, କିଏ କ’ଣ କହିଲେ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସରକାରକୁ କ୍ଷମତାଠୁ ଦୂରେଇ ରଖିବାକୁ ବିରୋଧୀ ଦଳମାନେ ଏକଜୁଟ ହୋଇ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ଏକ ବିଶାଳ ର‌୍ୟାଲିରେ ଗର୍ଜନ କରିଛନ୍ତି । କୋଲକାତାର ବ୍ରିଗେଡ଼ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ର‌୍ୟାଲିଟିକୁ…

ଭାଇରାଲ୍ ହେଉଛି କୁମ୍ଭମେଳାର ସାଟେଲାଇଟ୍ ଫଟୋଚିତ୍ର

ଆଲହ୍ଲାବାଦ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ପକ୍ଷରୁ ନିକଟରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆୟୋଜିତ ହୋଇଥିବା ଐତିହାସିକ ମହାକୁମ୍ଭ ମେଳାର ସାଟେଲାଇଟ ଫଟୋ ଶେୟାର କରାଯାଇଛି । ଇସ୍ରୋ ଅନୁଯାୟୀ, ଏହି ଫଟୋ ଜାନୁଆରୀ ୧୬ ତାରିଖରେ ଭାରତୀୟ ରିମୋଟ ସେସିଂଙ୍ଗ…