Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାର୍ଚ୍ଚରେ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଘୋଷଣା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସହିତ ଲୋକସଭା ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି । ୧ – ଭାରତର କେତୋଟି ରାଜ୍ୟ ଯଥା - ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା…

ଚହଲଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଭାରତର ବିଜୟ ଲକ୍ଷ୍ୟ ୨୩୧ ରନ

ମେଲବୋର୍ଣ୍ଣ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେଉଥିବା ୩ୟ ତଥା ଚୂଡ଼ାନ୍ତ ଦିନିକିଆରେ ଘରୋଇ କଙ୍ଗାରୁ ଦଳକୁ ମାତ୍ର ୨୩୦ ରନ ସ୍କୋରରେ ଅଟକାଇ ବିରାଟ ବାହିନୀ ଏକ ସହଜ ବିଜୟ ଲକ୍ଷ୍ୟ ପଛରେ ବ୍ୟାଟିଂ ଆରମ୍ଭ କରିଛି । ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ କଙ୍ଗାରୁ ଦଳ ଲାଗି ଘାତକ ସାବ୍ୟସ୍ତ…

ମେଲବୋର୍ଣ୍ଣ ଦିନିକିଆ ଟକ୍କର: ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଖେଳାଯାଉଥିବା ସିରିଜର ଆଜି ଅନ୍ତିମ ତଥା ଶେଷ ଦିନିକିଆ ମ୍ୟାଚ ଆରମ୍ଭ ହୋଇଛି । ଏହି ଅନ୍ତିମ ମ୍ୟାଚ ଜିତି ଇତିହାସ ରଚିବା ଲକ୍ଷ୍ୟରେ ବିରାଟ ବାହିନୀ ମଇଦାନକୁ ଓହ୍ଲାଇଛି । ଏହି ଦିନିକିଆ ମ୍ୟାଚରେ ଟସ୍ ଜିତି ଭାରତୀୟ ଦଳ…

ନୟାଗଡ଼ ଆକ୍ରମଣ ଘଟଣା: ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ମାନସିକ ବିକୃତ ଯୁବକର ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହିତ ଏହି ଆକ୍ରମଣ ଘଟଣାରେ ଆହତ ଲୋକଙ୍କୁ ମାଗଣାରେ ଚିକିତ୍ସା…

ମେଘାଳୟ ଖଣି ଧସିବା ଘଟଣା: ମାସକ ପରେ ନୌସେନା ଦ୍ୱାରା ପ୍ରଥମ ମୃତଦେହ ଉଦ୍ଧାର

ମେଘାଳୟ : ମେଘାଳୟ ଇଷ୍ଟ ଜୟନ୍ତିଆ ହିଲସ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୧ ମାସ ପରେ ନୌସେନା ପକ୍ଷରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେବି ଅପରେସନ୍ ଜାରି ରହିଥିବା ବେଳେ ପ୍ରାୟ ୨୦୦ ଫୁଟ ତଳୁ ନୌସେନା ବୁଡାଳୀ ମାନେ…

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ

ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା ପରେ…

‘ଭର୍ଜିନ ବ୍ରାଇଡ’-ହ୍ୱାଏ ନଟ୍: ପ୍ରଫେସରଙ୍କ ଫେସବୁକରେ ପୁଣି ବିବାଦୀୟ ପୋଷ୍ଟ

କୋଲକାତା : ମହିଳାଙ୍କ କୁମାରିତ୍ୱକୁ ନେଇ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ କନକ ସରକାର ତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ଆଦ୍ରିଜା ଚାଟାର୍ଜି ନାମ୍ନୀ ଜନୈକ ସାମ୍ବାଦିକା ସେୟାର…

ବିରାଟଙ୍କ ଶତକ ଓ ଧୋନୀଙ୍କ ଧୁଆଁଧାର ବ୍ୟାଟିଂରେ ଭାରତର ଚମତ୍କାର ବିଜୟ

ଆଡ଼ିଲେଡ଼: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ଠାରେ ଅନୁଷ୍ଠିତ ହୋଇଥିବା ୨ୟ ଏକଦିବସୀୟ ଆନ୍ତର୍ଜାତୀକ ଦିବାରାତ୍ର ମ୍ୟାଚରେ ଭାରତ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୯୮/୯ ସ୍କୋର କରିଥିବା ବେଳେ ଭାରତ ୪ଟି…

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍…