Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଶାରେ ୪ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ ହେଲା

ଭୁବନେଶ୍ୱର: ଭାରତୀୟ ରେଲୱେ ବୁଧବାର ଦିନ ଦେଶର ଚଳାଚଳ କରୁଥିବା ୨୨ଟି ଟ୍ରେନର ରୁଟ୍ ସମ୍ପ୍ରସାରିତ କରିଛନ୍ତି, ସେଥିମଧ୍ୟରୁ ଓଡ଼ିଶାର ୪ଟି ଟ୍ରେନ ରହିଛି । ପ୍ରକାଶିତ ହୋଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ଅନୁଯାୟୀ: ରାଉରକେଲା କୋରାପୁଟ ଏକ୍ସପ୍ରେସର ରୁଟ୍ ଜଗଦ୍ଦଲପୁର ପର୍ଯ୍ୟନ୍ତ…

ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚାଲୁ: ରେଳମନ୍ତ୍ରୀଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର: ଶତାବ୍ଦୀ ଏକ୍ସପ୍ରେସ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ରୁଟ୍ ଦେଇ ଚଳାଚଳ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି,…

ସକ୍ରିୟ ରାଜନୀତିରେ ପାଦ ଥାପିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରବେଶକୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗାନ୍ଧୀ ପରିବାରର ଲଳନା ପ୍ରିୟଙ୍କା ଆନୁଷ୍ଠାନିକ ଭାବେ ବୁଧବାର ଦିନ ସକ୍ରିୟ ରାଜନୀତିରେ ପାଦ ଥାପିଛନ୍ତି। ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜନୀତିରେ…

ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କଲା ଭାରତ

ନାପିଏର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ଟି ଟିକିଆ ଦିନିକିଆ ଶୃଙ୍ଖଳାରେ ବୁଧବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବିରାଟ ବାହିନୀ ଘରୋଇ ଦଳକୁ ୮ ୱିକେଟରେ ପରାସ୍ତ କରିଛି । ନିର୍ଦ୍ଧାରିତ ୫୦ ଓଭର ମ୍ୟାଚରେ କିୱି ଦଳର ୧୫୭ ରନର ଲକ୍ଷ୍ୟକୁ ଖରାପ ପାଗ ବାଧାପ୍ରାପ୍ତ ଯୋଗୁଁ ଭାରତ ସାମ୍ନାରେ ୧୫୬…

‘ଏୟାର ଏସିଆ’ ବିମାନଯାତ୍ରୀଙ୍କ ୧୨ ଘଣ୍ଟା ବିନା ଖାଦ୍ୟରେ ଯାତ୍ରା !

ଭୁବନେଶ୍ୱର: ଭୁବନେଶ୍ୱର ଆସୁଥିବା ଏୟାର ଏସିଆର ଏକ ବିମାନରେ ଯାତ୍ରୀମାନେ ଦୀର୍ଘ ୧୨ ଘଣ୍ଟା ଧରି କୌଣସି ଖାଦ୍ୟ ଖାଇ ପାରିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଏୟାର ଏସିଆର ଏଫଡ଼ି-୧୧୨ ବିମାନ ବୁଧବାର ଦିନ ୧୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ୟାଙ୍ଗକକରୁ ଭୁବନେଶ୍ୱର ଆସୁଥିଲା ।…

ନ୍ୟୁଜିଲାଣ୍ଡ ୧୫୭ ରନରେ ଅଲଆଉଟ୍, ସହଜ ବିଜୟ ଲକ୍ଷ୍ୟରେ ଭାରତ

ନାପିଏର୍: ଅଷ୍ଟ୍ରେଲିଆ ମାଟିରେ ଉଭୟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଥିବା ବିରାଟଙ୍କ ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ । ବୁଧବାର ନାପିଏର ଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୧ମ ଦିନିକିଆରେ ଶକ୍ତିଶାଳୀ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି…

ଭଦ୍ରକରେ ଇଣ୍ଡିଆନ ଅଏଲର ବସ୍ତ୍ରଶିଳ୍ପ ପ୍ରକଳ୍ପ: ଜମି ଲାଗି ନବୀନଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଭଦ୍ରକରେ ଇଣ୍ଡିଆନ ଅଏଲର ପ୍ରସ୍ତାବିତ ୧୯୭୧ କୋଟି ଟଙ୍କା ବ୍ୟୟ ବରାଦରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ୭୫ ଏକର ଜମି ତୁରନ୍ତ ଯୋଗାଇଦେବା ସମ୍ପର୍କରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି  କେନ୍ଦ୍ର…

ଭାରତୀୟ ବଜାରକୁ ଆସିଲା ନିସାନର ନୂଆ ଏସୟୁଭି କିକ୍ସ

ନୂଆଦିଲ୍ଲୀ : ଜାପାନ ଅଟୋମୋବାଇଲ କମ୍ପାନୀ ନିସାନ ପକ୍ଷରୁ ମଙ୍ଗଳବାର ଦିନ ଭାରତୀୟ ବଜାରରେ ନୂଆ ଅର୍ବାନ ଏସୟୁଭି କିକ୍ସ ଗାଡିକୁ ଲଞ୍ଚ କରାଯାଇଛି । ହୁଣ୍ଡାଇ କ୍ରେଟା, ରେନୋଲ୍ଟ ଡଷ୍ଟର ଓ କାପଚର୍ ସହିତ ମୁକାବିଲା କରିବ ନିସାନର ନୂଆ ଏସୟୁଭି କିକ୍ସ । ଏହାର ବଜାର ମୂଲ୍ୟ ୯.୫୫…

ଆଇସିସି କ୍ରିକେଟ୍ ଆୱାର୍ଡ: ସବୁ ପୁରସ୍କାର ପୋଛିନେଲେ ଭାରତୀୟ କପ୍ତାନ ବିରାଟ କୋହଲି

ଦୁବାଇ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏବେ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ଏକାକୀ ସମସ୍ତ ୫ଟି…

ଏବେ ‘ବିଜୁ ବାବୁ’ ଚର୍ଚ୍ଚାରେ !

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ଼ର ଷ୍ଟଣ୍ଟ ହିରୋ ଅନୁଭବ ମହାନ୍ତି ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସଂସଦରେ ହେଉ କି ସୁଟିଂ ସେଟରେ ସୋସିଆଲ୍ ମିଡ଼ିଆରେ ଏବେ ଅନୁଭବଙ୍କୁ ନେଇ ହିଁ ଚର୍ଚ୍ଚା । କଥାହେଲା ନିକଟରେ ଅନୁଭବ ତାଙ୍କ ଟିଟ୍ଟର୍ ଆକାଉଣ୍ଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…