Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍…

ସିବିଆଇ ମୁଖ୍ୟ ପଦରୁ ହଟିବା ପରେ ଆଇପିଏସ ଚାକିରିରୁ ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ପୁଣିଥରେ ଆଲୋକ ବର୍ମାଙ୍କୁ ହଟାଇବା ପରେ ଶୁକ୍ରବାର ଦିନ ସେ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଏକ ସିଲେକ୍ସନ୍ ପ୍ୟାନେଲ୍ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା । ପରବର୍ତ୍ତୀ ସମୟରେ…

ମେଘାଳୟ: ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ୩ ଜଣ ଓଡିଶା ଅଗ୍ନିଶମ କର୍ମଚାରୀ ଆହତ

ଭୁବନେଶ୍ୱର : ମେଘାଳୟ ଇଷ୍ଟ ଜୟନ୍ତିଆ ନିକଟରେ ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ବସ ଉପରକୁ ଗୁରୁବାର କିଛି ଅଜଣା ଦୁବୃର୍ତ୍ତମାନେ ଅଚାନକ ପଥର ମାଡ କରିଥିଲେ । ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଜ୍ୟ ଅଗ୍ନିଶମ କର୍ମୀମାନେ ପୂର୍ବ ଜୟନ୍ତିଆ ହିଲ୍ସ ନିକଟରୁ…

ମହିଳାଙ୍କ ଲାଗି ନବୀନଙ୍କ ୩୩ % ସଂରକ୍ଷଣ ପ୍ରସ୍ତାବକୁ ଶରଦ ପାୱାରଙ୍କ ପ୍ରଶଂସା

ଭୁବନେଶ୍ୱର: ସଂସଦ ତଥା ସମସ୍ତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ଲାଗି ୩୩ % ସଂରକ୍ଷଣ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶରଦ ପାୱାର ପ୍ରଶଂସା କରିବା ସହିତ ସମର୍ଥନ କରିବାକୁ…

ଆଲୋକ ବର୍ମା ପୁନର୍ବାର ସିବିଆଇ ମୁଖ୍ୟ ପଦବୀରୁ ହଟିଲେ

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ଆଲୋକ ବର୍ମାଙ୍କୁ ପୁଣି ଥରେ ଗୁରୁବାର ଦିନ ହଟାଇ ଦିଆଯାଇଛି । ପୂର୍ବରୁ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯିବା ପରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ସେ ମଧ୍ୟର ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ତେବେ…

କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଖୁସି ଖବର: ଜିଏସଟି ଛାଡ ସୀମା ୪୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଜିଏସଟିକୁ ନେଇ ଆଶ୍ୱସ୍ତୀ ମିଳିଛି । ଏବେ ୪୦ ଲକ୍ଷ ଟଙ୍କା ଯାଏଁ କାରବାର ଉପରେ ଜିଏସଟି ଛାଡ କରାଯାଇଥିବା ନେଇ ଗୁରୁବାର ଦିନ ଜିଏସଟି କମିଟି ସୂଚନା ଦେଇଛି । ପୂର୍ବରୁ ଏହି ଛାଡ ସୀମା ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…

ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା, ପାଣ୍ଡ୍ୟା ଓ ରାହୁଲ୍ ୨ଟି ମ୍ୟାଚରୁ ବାସନ୍ଦ !

ମୁମ୍ବାଇ : ମହିଳାଙ୍କ ପ୍ରତି ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା ଦୁଇ ଭାରତୀୟ କ୍ରିକେଟରଙ୍କୁ । ଅନ୍ୟତମ ରିଆଲିଟି ଶୋ’ ‘କଫି ୱିଥ୍ କରନ’ରେ ଗେଷ୍ଟ ଭାବେ ଯୋଗ ଦେଇଥିବା ଭାରତୀୟ କ୍ରିକେଟ ଦଳର ଦୁଇ ଖେଳାଳି କେ ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶୋ’ ମଧ୍ୟରେ ମହିଳାଙ୍କ…

ଅଯୋଧ୍ୟା ମାମଲା: ବିଚାରପତି ଓହରି ଯିବାରୁ ଜାନୁଆରୀ ୨୯ରେ ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ଦିବସରେ ଦେଶର ସବୁଠୁ ଚର୍ଚ୍ଚିତ ବିବାଦୀୟ ଅଯୋଧ୍ୟା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟ ହେବା ପୂର୍ବରୁ ଜଣେ ବିଚାରପତି  ଓହରି ଯିବାରୁ ଶୁଣାଣିକୁ ସ୍ଥଗିତ ରଖାଯାଇ ଆସନ୍ତା ଜାନୁଆରୀ ୨୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆଜି ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟଙ୍କ…

ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କରିବେ ଅଯୋଧ୍ୟା ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାରେ ଗୁରୁବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିବେ । ଏହି ଖଣ୍ଡପୀଠରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ.ଏ…