Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟସଭାରେ ପାରିତ ହେଲା ଉଚ୍ଚବର୍ଗଙ୍କ ଲାଗି ୧୦% ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଉଚ୍ଚ ସଦସ ରାଜ୍ୟସଭାରେ ବୁଧବାର ରାତିରେ ପାରିତ ହୋଇଛି ଉଚ୍ଚବର୍ଗଙ୍କ ଲାଗି ୧୦% ସଂରକ୍ଷଣ ବିଲ୍ । ଦେଶର ଉଚ୍ଚବର୍ଗର ଆର୍ଥୀକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଟି ସପକ୍ଷରେ ମତ ଦେଇଛନ୍ତି ୧୬୫ ଜଣ ଉପସ୍ଥିତ ସଦସ୍ୟ ଏବଂ ୭ ଟି ନାଁ…

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ସଂସଦରେ ବଜେଟ୍ ଅଧିବେଶନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରି ୧ ତାରିଖରେ ଗୃହରେ ଅନ୍ତରୀଣ ବଜେଟ୍ ଉପସ୍ଥାପନା କରାଯିବ । ବୁଧବାର ଦିନ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ନେଇ ଜଣାପଡିଛି ।…

୧୦% ସାଧାରଣ ବର୍ଗ ସଂରକ୍ଷଣ ବିଲ୍: ଲୋକସଭାରେ ପାସ୍ ପରେ ଏବେ ରାଜ୍ୟସଭା ପାଳି

ନୂଆଦିଲ୍ଲୀ : ଆର୍ଥିକ ରୂପରେ ଅନଗ୍ରସର ସାଧାରଣ ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବିଲ ମଙ୍ଗଳବାର ଦିନ ଲୋକସଭାରେ ପାରିତ ହୋଇଥିଲା । ଆଜି ଏହି ବିଲ୍ କେନ୍ଦ୍ର ସରକାର ରାଜ୍ୟସଭାରେ ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଏହି ସଂରକ୍ଷଣ…

ଟ୍ରେଡ୍ ୟୁନିୟନର ‘ଭାରତ ବନ୍ଦ’ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭାରତୀୟ ଟ୍ରେଡ୍ ୟୁନିୟନ ସଂଘ (ସିଟୁ) ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ଟ୍ରେନ ଆଶିଂକ ଭାବେ ଚଳାଚଳ ବନ୍ଦ ରହିଛି ।…

‘ଭାରତ ବନ୍ଦ’ ଯୋଗୁଁ ସାରା ଓଡ଼ିଶାରେ ଜନ ଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ସମଗ୍ର ଦେଶବ୍ୟାପୀ ୧୦ଟି ଟ୍ରେଡ଼ ୟୁନିୟନଗୁଡ଼ିକ ପକ୍ଷରୁ ଦୁଇଦିନ ଲାଗି ଆରମ୍ଭ ହୋଇଥିବା ବନ୍ଦ ଡ଼ାକରା ଯୋଗୁଁ ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହାନ…

ଭାରତ ବନ୍ଦ: ଆସନ୍ତାକାଲି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

ଭୁବନେଶ୍ୱର: ଟ୍ରେଡ଼ ୟୁନିୟନ ପକ୍ଷରୁ ଆସନ୍ତାକାଲିଠୁଁ ଦୁଇଦିନ ଧରି ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଥିବା ଯୋଗୁଁ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ସୋମବାର ଦିନ ଏକ ବିଜ୍ଞପ୍ତି…

ମୋଦିଙ୍କ ନିର୍ବାଚନ ଭେଟି: ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ୧୦ % ସଂରକ୍ଷଣକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନର ଉଷ୍ମତା କ୍ରମେ ବୃଦ୍ଧି ପାଇ ଚାଲିଥିବାବେଳେ, କେନ୍ଦ୍ରର ମୋଦି ସରକାର ସୋମବାର ଦିନ ଆର୍ଥିକ ଭାବେ ଅନଗ୍ରସର ଉଚ୍ଚ ଜାତି ଲାଗି ବିଭିନ୍ନ ସରକାରୀ ଚାକିରି କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।…

ଜାନୁଆରୀ ୨୫ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାନୁଆରୀ ୨୫ ତାରିଖରେ ଓଡିଶା ଗସ୍ତ କରୁଥିବା ନେଇ ସୋମବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ସାଙ୍ଗକୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା…

ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତି ଇତିହାସ ରଚିଲା ବିରାଟ ବାହିନୀ

ସିଡ଼ନୀ: ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୪୭ ପରଠାରୁ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଐତିହାସିକ ଶୃଙ୍ଖଳା ଜିତି ପାରିଛି । ସ୍ଥାନୀୟ ସିଡ଼ନୀ କ୍ରିକେଟ୍ ଗ୍ରାଉଣ୍ଟରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ…

ଆସୁଛି ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦୀ’, ମୋଦୀଙ୍କ ଭୁମିକାରେ ବିବେକ ଓବରୟ !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବାୟୋପିକ ଫିଲ୍ମ ଚଳିତ ଜାନୁଆରୀ ମାସରେ ଖୁବ୍ ଶିଘ୍ର ନିର୍ମିତ ହେବାକୁ ଯାଉଛି । ମୋଦୀଙ୍କ ଭୁମିକାରେ ବଲିଉଡ଼ ଆକ୍ଟର୍ ବିବେକ ଓବରୟ ଅଭିନୟ କରିବେ ବୋଲି ମଧ୍ୟ ରାଜି ହୋଇଛନ୍ତି । ଦେଶରେ ସାଧାରଣ ନିର୍ବାଚନର ବିଗୁଲ୍ ବାଜିବା ସହିତ…