Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୩ ଆତଙ୍କୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ସିରୁନ୍ ଅଞ୍ଚଳରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଏନକାଉଣ୍ଟର ଜାରି ରହିଥିବା ସମୟରେ କିଛି ଲୋକମାନେ ଅଚାନକ…

ଓଡିଶାର ହକି ଖେଳାଳିଙ୍କୁ ନେଇ ‘ହକି ହୈ ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ଜନଜାତି ହକି ଖେଳାଳି ମାନଙ୍କ ଉପରେ ପୁସ୍ତକ ‘ହକି ହୈ ଜିନ୍ଦେଗୀ’ ପୁସ୍ତକକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଠ କ୍ରୀଡା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପି ପରିଶ୍ରମ ଆଧାରରେ…

ବିଦେଶ ଗସ୍ତ ବାବଦକୁ କେତେ ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ମୋଦି ଦେଶର ଶାସନଭାର ଗ୍ରହଣ କରିବାର ସାଢ଼େ ଚାରି ବର୍ଷ ମଧ୍ୟରେ ପ୍ରାୟ ୮୪ଟି ବିଦେଶ ଗସ୍ତ ବାବଦକୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଦେବାକୁ ଯାଇ ଏହି ତଥ୍ୟ…

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ଅଶୋକ ଗେହଲଟ, ସଚିନ୍ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଜୟପୁର : ବହୁ ବାଦ ବିବାଦ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ହାତେଇଲେ ବରିଷ୍ଠ ନେତା ଅଶୋକ ଗେହଲଟ । ଯୁବ ନେତା ତଥା ଲୋକପ୍ରିୟ ଯୁବନେତା ସଚିନ ପାଇଲଟ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ଏନେଇ ଆଜି ଏଆଇସିସି କାର୍ଯ୍ୟାଳୟ ଠାରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି…

ମଧ୍ୟପ୍ରଦେଶରେ କମଳନାଥଙ୍କ ସରକାର, ରାଜସ୍ଥାନ ଓ ଛତିଶଗଡରେ ତୁଟୁନି ବିବାଦ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟପ୍ରଦେଶରେ କମଳନାଥଙ୍କୁ ଚୟନ କରାଯାଇଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ପଥ ପରିଷ୍କାର ହୋଇପାରିନାହିଁ । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ କମଳନାଥ ସୋମବାର ଦିନ ଭୋପାଳର ଲାଲ ପ୍ୟାରେଡ୍…

ରାଫେଲ ଡିଲ୍ ନେଇ ସମସ୍ତ ଆବେଦନ ସୁପ୍ରିମକୋଟଙ୍କ ଦ୍ୱାରା ଖାରଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କେନ୍ଦ୍ରସରକାରଙ୍କ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅଣାଯାଇଥିବା ରାଫେଲ୍ ଡିଲ୍ ଅନିୟମିତତା ଅଭିଯୋଗ ମାମଲାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ରାଫେଲ ଡ଼ିଲରେ କୌଣସି…

ବାତ୍ୟାର ରୂପ ନେଉଛି ଅବପାତ, ଓଡ଼ିଶା ସମେତ ୬ଟି ରାଜ୍ୟକୁ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ଅବପାତ କ୍ରମେ ବାତ୍ୟାର ରୂପ ନେଉଛି । ଶୁକ୍ରବାର ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବପାତ ଆନ୍ଧ୍ର ରାଜ୍ୟର…

ଭାରତ-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ: ଟସ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥଠାରେ ୨ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧ମ ଇନିଂସରେ ସୁନ୍ଦର ବ୍ୟାଟିଂ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ଦଳ ୨୬ ଓଭର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ’ହରାଇ ୬୬ ରନ ସ୍କୋର କରି…

ନେଦରଲାଣ୍ଡ ଠାରୁ ସଂଘର୍ଷପୂର୍ଣ୍ଣ ୨-୧ ରେ ପରାସ୍ତ ହୋଇ ଭାରତର ବିଶ୍ୱକପରୁ ବିଦାୟ

ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ ହକିରେ ଆଜି ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ ମ୍ୟାଚରେ ଆୟୋଜକ ଭାରତ ଶକ୍ତିଶାଳୀ ନେଦରଲାଣ୍ଡ ଦଳଠାରୁ ୨-୧ ଗୋଲରେ ପରାସ୍ତ ହୋଇ ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଏହି ପରାଜୟ ସହିତ ଭାରତର ବିଶ୍ୱକପ ଆଶା ଧୂଳିସାତ ହୋଇଛି । ଭାରତୀୟ…

ତେଲେଙ୍ଗାନା: ପୁଣି ମୁଖ୍ୟମନ୍ତ୍ରୀ ହେଲେ କେ. ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି କେ. ଚନ୍ଦ୍ରଶେଖର ରାଓ । ଏଥିସହିତ କେସିଆର ମୁଖ୍ୟମନ୍ତ୍ରୀ ଭାବେ ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଇଂନିସ ଆରମ୍ଭ କରିଛନ୍ତି । ତେଲେଙ୍ଗାନାର ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…