Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବରମୂଳା ଜିଲ୍ଲାର ସୋପୋରେ ଅଞ୍ଚଳରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଲୋକସଭାରେ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଲୋକସଭାର ଶୀତକାଳୀନ ଅଧିବେଶନରେ ବୁଧବାର ଦିନ କେନ୍ଦ୍ର ଜଳସମ୍ପଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଡ୍ୟାମ୍ ସୁରକ୍ଷା ବିଲ’କୁ ଆଗତ କରିଥିବା ବେଳେ ବିଜେଡ଼ି ଏହି ବିଲକୁ ବିରୋଧ କରିଛି । ଏହି ବିଲକୁ ବିରୋଧ କରି ବିଜେଡ଼ି ସଂସଦୀୟ ଦଳ ନେତା…

ଦମଦାର୍ ଖେଳ ପ୍ରଦର୍ଶନ କରି ଆଜି ସେମିଫାଇନାଲ ଯିବାକୁ ଚେଷ୍ଟା କରିବ ଭାରତ

ଭୁବନେଶ୍ୱର: କୋଟି କୋଟି ଭାରତୀୟ ହକିପ୍ରେମୀ ଆଜି ଓଡ଼ିଶା ରାଜଧାନୀ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ‘ଓଡ଼ିଶା ବିଶ୍ୱକପ ପୁରୁଷ ହକି-୨୦୧୮’ର କ୍ୱାର୍ଟର୍ ଫାଇନାଲ ମ୍ୟାଚ ଉପରେ ଦୃଷ୍ଟି ନିବଦ୍ଧ ରଖିଛନ୍ତି । ଆଜି ଆୟୋଜକ ଭାରତ ଭେଟୁଛି ଶକ୍ତିଶାଳୀ ନେଦରଲାଣ୍ଡ ହକି ଦଳକୁ । ଆଜିର…

ଓଡ଼ିଶା ବିଶ୍ୱକପ ହକି: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସେମିଫାଇନାଲକୁ ଉନ୍ନୀତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ବିଶ୍ୱକପ ହକିରେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ଜିତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ସନ୍ଧ୍ୟା ୫ଟା ବେଳେ ଅନୁଷ୍ଠିତ ୧ମ କ୍ୱାର୍ଟର୍…

ବିଧାନସଭା ନିର୍ବାଚନ: କିଏ ହେବେ ମୁଖ୍ୟମନ୍ତ୍ରୀ, ଦ୍ୱନ୍ଦ୍ୱରେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେମିଫାଇନାଲରେ ବିଜେପିକୁ ହରାଇ ରାହୁଲଙ୍କ କଂଗ୍ରେସ ଫାଇନାଲରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡୁଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନିର୍ବାଚନୀ ବୈତରଣୀରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ…

ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନୂତନ ଗଭର୍ଣ୍ଣର ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ । https://twitter.com/DasShaktikanta/status/1072736902397202437 ରିର୍ଜଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ଅଚାନକ ଇସ୍ତଫା…

ମାଓବାଦୀଙ୍କ ହିଂସାକାଣ୍ଡରେ ଏବର୍ଷ ଓଡ଼ିଶାରେ ୧୨ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଏବର୍ଷ ଓଡ଼ିଶାରେ ଜାନୁଆରିରୁ ନଭେମ୍ବର ମାସ ମଧ୍ୟରେ ମାଓବାଦୀଙ୍କ ଆକ୍ରମଣରେ ୧୨ଜଣ ବ୍ୟକ୍ତିଙ୍କ ମୃତ୍ୟ ଘଟିଥିବା ମଙ୍ଗଳବାର ଦିନ ଲୋକସଭାରେ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହିର । ଆଜି ଲୋକସଭାର ଶୀତକାଳୀନ ଅଧିବେଶନରେ କଂଗ୍ରେସ…

ବିଧାନସଭା ନିର୍ବାଚନ: ୩ରାଜ୍ୟରେ ସରକାର ଗଢିବ କଂଗ୍ରେସ, ମଧ୍ୟପ୍ରଦେଶରେ ବିଏସପିର ସମର୍ଥନ

ଭୋପାଳ : ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କିଏ ସରକାର ଗଢିବ କିଏ ବାଜିମାତ କରିବ, ସେନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ଦଳ ୨ଟି ରାଜ୍ୟ ଯଥାକ୍ରମେ ଛତିଶଗଡ ଓ ରାଜସ୍ଥାନରେ ବାଜିମାତ କରିଥିବା ବେଳେ ତେଲେଙ୍ଗାନାରେ ଟିଆରଏସ୍ ଏବଂ ମିଜୋରାମରେ…

ଆଜି ବିଶ୍ୱକପ ହକି କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ-ଆର୍ଜେଣ୍ଟିନା ଓ ଫ୍ରାନ୍ସ- ଅଷ୍ଟ୍ରେଲିଆ ମୁକାବିଲା

ଭୁବନୋଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପରେ ଆଜି ଅନୁଷ୍ଠିତ ହେଉଛି କ୍ୱାର୍ଟର ଫାଇନାଲ । ଆଜି ବିଶ୍ୱର ଦୁଇ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଯଥାକ୍ରମେ ଫ୍ରାନ୍ସ ଓ ଇଂଲଣ୍ଡ ଟିମକୁ ଭେଟୁଛନ୍ତି । ପ୍ରଥମ ମ୍ୟାଚରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା-ଇଂଲଣ୍ଡ ମ୍ୟାଚ…

ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନୂତନ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଥିବା ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। https://twitter.com/dpradhanbjp/status/1072488496638689281 କେନ୍ଦ୍ର ମନ୍ତ୍ରୀ…