Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶକ୍ତିକାନ୍ତ ଦାସ ଆରବିଆଇର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ନୂଆ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ନିଯୁକ୍ତ ହୋଇଛନ୍ତି । ୧୯୮୦ ମସିହା ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ ୨୦୧୬ ମସିହାରେ ଲାଗୁ…

ବିଜେପିକୁ ଡବଲ୍ ଝଟକା: ୩ ରାଜ୍ୟରେ କଂଗ୍ରେସର ବିଜୟ ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟ ତଥା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିବାର୍ଚନୀ ଫଳାଫଳ ଗଣତି ଜାରି ରହିଛି । ଏହି ନିର୍ବାଚନୀ ବୈତରଣୀରେ କିଏ ବାଜିମାତ୍ କରିବ ଆଉ କିଏ ଚିଟପତାଙ୍ଗ…

ବିଜେପିକୁ ଝଟକା, ରାଜସ୍ଥାନ ଓ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ, ତେଲେଙ୍ଗାନାରେ ଟିଆରଏସ ଆଗୁଆ

ଭୁବନେଶ୍ୱର: ନିବାର୍ଚନ ହୋଇଥିବା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଫଳାଫଳ ଆଜି ଘୋଷିତ ହେଉଛି । ଆଜି ସକାଳ ୮ଟାରୁ ଏହି ୫ଟି ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜସ୍ଥାନ ଓ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଆଗରେ ଥିବା ବେଳେ ତେଲେଙ୍ଗାନାରେ…

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଲେ ଉର୍ଜିତ ପଟେଲ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ପଦରୁ ସୋମବାର ଇସ୍ତଫା ଦେଇଛନ୍ତି ଉର୍ଜିତ ପଟେଲ । ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ ବ୍ୟକ୍ତିଗତ କାରଣରୁ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଅନେକ…

ମହିଳା ସଂରକ୍ଷଣ ବିଲକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, ଆନନ୍ଦ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସଂସଦ ଓ ସମସ୍ତ ରାଜ୍ୟ ଗୁଡ଼ିକର ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ପାସ୍ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିବାର ଦିନକ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ସମର୍ଥନ କରିଛନ୍ତି ।…

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ଉଚ୍ଚକ୍ଷମତା ସମ୍ପନ୍ନ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ଉପକୂଳସ୍ଥିତ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ହ୍ୱିଲର୍ ଦୀପ ଭାବେ ନାମିତ)ରୁ ସୋମବାର ଦିନ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଏହି ଉଚ୍ଚ କ୍ଷମତା ସମ୍ପନ୍ନ…

ଅଷ୍ଟ୍ରେଲିଆ ଧରାଶାୟୀ, ଭାରତର ଐତିହାସିକ ବିଜୟ

ଆଡ଼ିଲେଡ୍: ଅଷ୍ଟ୍ରେଲିଆକୁ ତା’ ନିଜ ମାଟିରେ ପରାସ୍ତ କରି ଭାରତ ଏକ ଐତିହାସିକ ବିଜୟ ହାସଲ କରିପାରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଡ଼ିଲେଡ଼ରେ ଚାଲିଥଇବା ୧ମ ଟେଷ୍ଟ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୩୧ ରନରେ ପରାସ୍ତ କରି ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଲାଭ କରିପାରିଛି । ପ୍ରାୟ…

ଦମଦାର୍ ବିଜୟ ସହ ଭାରତ କ୍ୱାର୍ଟର୍ ଫାଇନାଲରେ, ଗୋଲ ଦେଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ

ଭୁବନେଶ୍ୱର: ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ କାନାଡ଼ାକୁ ୫-୧ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲରେ ପ୍ରବେଶ କରିଛି । ଶନିବାର ଦିନ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ୨ୟ ମ୍ୟାଚରେ ଭାରତ ଚିତାକର୍ଷକ ଖେଳ ପ୍ରଦର୍ଶନ କରି କାନାଡ଼ା ବିପକ୍ଷରେ ୫ଟି ଗୋଲ ସ୍କୋର…

ଆଜି ଭାରତ-କାନାଡ଼ା ହକି ମ୍ୟାଚ: ଜିତିବା ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ବିଶ୍ୱକପ ହକିରେ ଆଜି ଭାରତ ଓ କାନାଡ଼ା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ପୁଲ୍ ‘ସି’ରେ ଭାରତ ଓ ବେଲଜିୟମ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ରଖି ୪ ପଏଣ୍ଟ ରଖିଥିବା ବେଳେ କାନାଡ଼ା ଓ ଦକ୍ଷିଣ ଆଫ୍ରିକା ଉଭୟେ ୧ ପଏଣ୍ଟ ଲେଖାଏଁ ପଏଣ୍ଟ ହାସଲ…

କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ

ନୂଆଦିଲ୍ଲୀ : ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜନେସ୍(ଆଇଏସବି)ର କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ଙ୍କୁ ଭାରତ ସରକାର ଶୁକ୍ରବାର ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏନେଇ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ତାଙ୍କୁ…