Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ସୋପିଆ ନିକଟବର୍ତ୍ତୀ ସଫନଗରୀ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ନିହତ ୨ଜଣ ଆତଙ୍କବାଦୀଙ୍କ ନାମ…

ସାବରୀମାଲାର ୪ଟି ସ୍ଥାନରେ ଲାଗୁହେବ ୧୪୪ ଧାରା

ନୂଆଦିଲ୍ଲୀ : ମହିଳାଙ୍କ ପ୍ରବେଶକୁ ନେଇ ଏବେ ବେଶ ଚର୍ଚ୍ଚାରେ ରହିଛି କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର । ଏହି ସାବରିମାଲା ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ହେବାକୁ ଥିବାବେଳେ ଆସନ୍ତା ନଭେମ୍ବର ୫ ତାରିଖରେ ପୁଣି ଥରେ ମନ୍ଦିର ଖୋଲାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମିଳିଥିବା…

#‘ମି ଠୁ’: ଆକବର ପୁଣି ଅଡୁଆରେ, ସାମ୍ବାଦିକା ଦୁଷ୍କର୍ମ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ : ଆମେରିକାରେ ଥିବା ଜଣେ ଭାରତୀୟ ସାମ୍ବାଦିକା ପଲ୍ଲବୀ ଗୋଗୋଇ ଆକବରଙ୍କ ନାମରେ ଏକ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଫଳରେ ‘ମି ଠୁ’ ଜାଲରେ ଫସି ନିଜ ମନ୍ତ୍ରୀ ପଦ ହରାଇଥିବା ଏମ୍ ଜେ ଆକବରଙ୍କ ଅଡୁଆ ପୁଣି ବଢିଲା । ଏହି ଅଭିଯୋଗ ଆସିବା ପରେ ପୂର୍ବତନ ମନ୍ତ୍ରୀ ଆକବର ଏନେଇ ଏକ…

ସୁପ୍ରିମକୋର୍ଟରେ ନିଯୁକ୍ତ ହେଲେ ୪ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କଲେଜିୟମଙ୍କ ଦ୍ୱାରା ନୂଆ ବିଚାରପତିଙ୍କ ନାମ ସୁପାରିଶର ୪୮ ଘଣ୍ଟା ମଧ୍ୟରେ ସମସ୍ତ ୪ଜଣ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ମିଳିଯାଇଛି । ଏନେଇ ଗୁରୁବାର ରାତିରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ନିଯୁକ୍ତିକୁ ନେଇ ଏକ…

ଏୟାରସେଲ-ମ୍ୟାକ୍ସିସ ମାମଲା: କାର୍ତ୍ତିଙ୍କ ବିଦେଶ ଗସ୍ତ ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟ ଗୁରୁବାର ଦିନ ଏୟାରସେଲ-ମ୍ୟାକ୍ସିସ ଡିଲ୍ ମାମଲାରେ ସମ୍ପୃକ୍ତ ଥିବା କେନ୍ଦ୍ରମନ୍ତ୍ରୀ ପି ଚିନ୍ଦାମ୍ବରମ୍ ଓ ତାଙ୍କ ପୁଅଙ୍କ ଅନ୍ତରୀଣ ସୁରକ୍ଷା ଅବଧିକୁ ନଭେମ୍ବର ୨୬କୁ ବଢାଇଛନ୍ତି । ଅନ୍ୟପକ୍ଷରେ କୋର୍ଟ ଏହି ଅବଧିକୁ ବଢାଇଥିବା ବେଳେ…

ଶ୍ରୀନଗର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ ନିକଟସ୍ଥ ଜଗୋ ଆରିଜଲ୍ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ ପାଖାପାଖି ୨ରୁ ୩ଜଣ…

ଜାଣନ୍ତୁ ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବିଷୟରେ କିଛି ରୋଚକ କଥା

ଭୁବନେଶ୍ୱର : ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମ୍ମାନ ଜଣାଇ ତାଙ୍କର ୧୪୩ ତମ ଜୟନ୍ତୀରେ ଦେଶର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହି ଯୋଜନାରେ ସମୁଦାୟ ୨,୦୬୩ କୋଟି ଟଙ୍କା…

ଲୋକାର୍ପିତ ହେଲା ଲୌହମାନବଙ୍କ ବିଶାଳ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟ୍ୟାଚୁ ଅଫ୍ ୟୁନିଟି’କୁ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ…

ଓଡ଼ିଶା ଉପକୂଳରୁ ଅଗ୍ନି କ୍ଷେପଣାସ୍ତ୍ରର ପ୍ରଥମଥର ଲାଗି ରାତିରେ ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶା ଉପକୂଳରୁ ଅନୁକୂଳ ପାଗକୁ ଭିତ୍ତିକରି ପ୍ରଥମଥର ଲାଗି ଆଣବିକ କ୍ଷମତା ସମ୍ପନ୍ନ ଅଗ୍ନି-୧ କ୍ଷେପଣାସ୍ତ୍ରର ମଙ୍ଗଳବାର ରାତିରେ ସଫଳ ପରୀକ୍ଷଣ ହୋଇପାରିଛି । ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏବଂ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ଦ୍ୱାରା ଭୂପୃଷ୍ଠରୁ…

ସୁପ୍ରିମକୋର୍ଟରେ ୪ଜଣ ବିଚାରପତିଙ୍କ ନିଯୁକ୍ତି ଲାଗି କଲେଜିୟମଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ : ବରିଷ୍ଠ ବିଚାରପତି ମାନଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ ନୂଆ ବିଚାରପତି ଭାବେ ୪ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଚାରପତି ଜଷ୍ଟିସ ଏମ ବି ଲୋକୁର, ଜଷ୍ଟିସ କୁରିୟନ…