Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାଆ ହେଲେ ସାନିଆ ମିର୍ଜା, ସୋସିଆଲ ମିଡିଆରେ ଖୁସି ସେୟାର କଲେ ସ୍ୱାମୀ ସୋଏବ

ନୂଆଦିଲ୍ଲୀ : ଭାରତୀୟ ଟେନିସ ସେନସେସନ୍ ସାନିଆ ମିର୍ଜା ମଙ୍ଗଳବାର ଦିନ ମାତୃତ୍ୱ ଲାଭ କରିଛନ୍ତି । ତାଙ୍କ କ୍ରିକେଟର ସ୍ୱାମୀ ସୋଏବ୍ ମଲ୍ଲିକ ଏନେଇ ସୋସିଆଲ ମିଡିଆରେ ଖବର ଦେବାପରେ ଉଭୟ ଦମ୍ପତିଙ୍କ ପାଖକୁ ଫ୍ୟାନ୍ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଭାରତ ଓ ପାକିସ୍ତାନୀ କ୍ରୀଡା…

ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ଭାରତ ୨୨୪ ରନରେ ବିଜୟୀ

ମୁମ୍ବାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ଅନୁଷ୍ଠିତ ୪ର୍ଥ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୨୪ ରନରେ ପରାସ୍ତ କରିଛି । ଫଳରେ ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ଲାଭ କରିଛି । ଦୁର୍ଦ୍ଦଶ ଓପନର୍ ରୋହିତ…

ଜାନୁଆରୀ ମାସକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦ ମାମଲାରେ ହେବାକୁ ଥିବା ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୨୦୧୯ ଜାନୁୟାରୀ ମାସକୁ ଘୁଞ୍ଚାଇ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହିତ ଜାନୁୟାରୀରେ ଶୁଣାଣିର…

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ବାଳିକା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ U-୧୮ ଏସୀୟ ବାଳିକା ରଗବୀ ସେଭେନ୍ ଚାମ୍ପିୟନ୍ସିପରେ ଭାରତୀୟ ଦଳକୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଳିଙ୍ଗ ଷ୍ଟାଡ଼ିୟମରେ ୧୨ଟି ଏସୀୟ ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ଏହି ରଗବୀ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ…

‘ବିଶ୍ୱକପ ହକି’ ବେଳେ ଓଡିଶା ଅନ୍ୱେଷଣ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ୪୯ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ଭୁବନେଶ୍ୱରରେ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକିର ଚିତ୍ତାକର୍ଷକ ମ୍ୟାଚ ଗୁଡିକର ମଜ୍ଜା ନେବା ସହିତ ଓଡିଶାରେ ଥିବା ଐତିହ ଓ ସଂସ୍କୃତି…

ବିରାଟଙ୍କ କ୍ରମାଗତ ୩ୟ ଶତକ ବୃଥା, ୱେଷ୍ଟଇଣ୍ଡିଜ ୪୩ ରନରେ ବିଜୟୀ

ପୁଣେ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପୁଣେଠାରେ ଅନୁଷ୍ଠିତ ହେଉଥିବା ତୃତୀୟ ଦିନିିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ ଭାରତକୁ ୪୩ ରନରେ ପରାସ୍ତ କରିଛି । ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ୧୦୭ ରନର ଶତକ ବୃଥା ଯାଇଥିବା ବେଳେ ସିରିଜ ୧-୧ରେ ବରାବର ରହିଛି । ଭାରତୀୟ କପ୍ତାନ…

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ଦଳ ୨୨-୫ରେ ୟୁଏଇକୁ ପରାସ୍ତ କଲେ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ଟ-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପରେ ଭାରତୀୟ ଦଳ ଭରପୁର ଦର୍ଶକଙ୍କ ସାମ୍ନାରେ ୟୁଏଇ ଦଳକୁ ୨୨-୫ରେ ପରାସ୍ତ କରିଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା…

U-୧୮ ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଓଡ଼ିଶାରେ ଆରମ୍ଭ, ଭାରତୀୟ ଦଳରେ ୫ ଓଡ଼ିଆ ଝିଅ

U-18 ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଆଜିଠୁ ଓଡ଼ିଶାରେ ଆରମ୍ଭ, ଦଳରେ ୫ ଓଡ଼ିଆ ଝିଅ ଭୁବନେଶ୍ୱର: ଆଜିଠୁ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୧୨ଟି ଏସୀୟ ଦେଶକୁ ନେଇ ଆରମ୍ଭ ହେଉଛି U-୧୮ ଏସୀୟ ରଗବୀ ଚାମ୍ପିୟନସିପ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଏସୀୟ ଚାମ୍ପିୟନସିପରେ…

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ରାହୁଲ ଗାନ୍ଧୀ ଗିରଫ

ନୂଆଦିଲ୍ଲୀ : ସିବିଆଇର ଅନ୍ତଃକନ୍ଦଳ ଦିନକୁ ଦିନ ବଢୁଥିବାବେଳେ ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନୂଆଦିଲ୍ଲୀସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରରେ ଥିବା ବିଜେପି ସରକାର ସିବିଆଇ…

ସଂକଟରେ ସିବିଆଇ

ଭୁବନେଶ୍ୱର: ଯେଉଁ ତଦନ୍ତକାରୀ ସଂସ୍ଥାକୁ ନେଇ ସାରା ଦେଶ ଗର୍ବ କରୁଥିଲା, ଏବେ ସେଇ ସଂସ୍ଥା ଉପରୁ ଯେମିତି ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି । ସିବିଆଇର ଉପର ଅଧିକାରୀମାନଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ତେବେ ଉପର ଅଧିକାରୀଙ୍କ ସହ ସରକାର ଏଥିରେ ରାଜନୀତି ପୁରାଉ ଥିବାରୁ…