Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମେକ୍ ଇନ୍ ଓଡ଼ିଶା କନକ୍ଲେଭ: ଆଜି ୨ୟ ଦିନରେ ଗୁରୁତ୍ୱପୂର୍ଣ୍ଣ ‘ବିଜିନେସ ଲିଡ଼ରସିପ୍ ସମ୍ମିଳନୀ’

ଭୁବନେଶ୍ୱର: ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ କରିବା ତଥା ବିଦେଶର ଶିଳ୍ପପତିମାନଙ୍କୁ ପୁଞ୍ଜିନିବେଶ କରି ରାଜ୍ୟକୁ ସମୃଦ୍ଧିଶାଳୀ କରିବା ଉଦ୍ଦେଶ୍ୟରେ ରାଜଧାନୀରେ ଅନୁଷ୍ଠିତ ହେଉଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ଆଜି ହେଉଛି ୨ୟ ଦିନ । ଏହି ଶିଳ୍ପମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ…

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଆକସ୍ମିକ ପରଲୋକ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ଗତକିଛି ଦିନ ଧରି ସେ କ୍ୟାନସର୍ ରୋଗରେ ପୀଡ଼ିତ ହୋଇ ବେଙ୍ଗାଲୁରୁର ଏକ ଘରୋଇ ଡ଼ାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ…

ଉତ୍କୋଚ ମାମଲାରେ ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡି ଗିରଫ

ବେଙ୍ଗାଲୁରୁ: ପୂର୍ବତନ ବିଜେପି ମନ୍ତ୍ରୀ ଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ରବିବାର ଦିନ ବେଙ୍ଗାଲୁରୁ କ୍ରାଇମ ବ୍ରାଞ୍ଚ ପୋଲିସ ଆମ୍ବିଏଣ୍ଟ୍ ଗ୍ରୁପ ଲାଞ୍ଚ କାରବାର ମାମଲାରେ ଗିରଫ କରିଛି । ବେଲାରୀ ଖଣି ସମ୍ରାଟ ଭାବେ ପରିଚିତ ଜି ଜନାର୍ଦ୍ଦନ ରେଡ୍ଡି ଓ ତାଙ୍କର ସହଯୋଗୀ ଅଲ୍ଲୀ ଖାନଙ୍କୁ…

‘ମିନି ତାଜମହଲ’ ସ୍ରଷ୍ଟାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଉତ୍ତରପ୍ରଦେଶ : ‘ମିନି ତାଜମହଲ’ର ନିର୍ମାତା ଭାବେ ସୁପରିଚିତ ବୁଲନ୍ଦସହରର ୮୩ ବର୍ଷିୟ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଫୈଜଲ୍ ହସନ୍ କାଦ୍ରିଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ସ୍ଥାନୀୟ କେଶର କଳା ନିକଟରେ କୌଣସି ଏକ ଗାଡି ତାଙ୍କୁ ଧକ୍କା ଦେଇଥିଲା…

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ଜମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲାର ଟିକେନ୍ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

କେନ୍ଦ୍ର ଭିଜିଲାନ୍ସ କମିଶନରଙ୍କୁ ଭେଟିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ : ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା କେନ୍ଦ୍ର ଭିଜିଲାନ୍ସ କମିଶନର (ସିଭିସି) କେ ଭି ଚୌଧୁରୀଙ୍କୁ ସାକ୍ଷାତ କରି ତାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସମ୍ବନ୍ଧରେ ଜବାବ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ତଦନ୍ତ…

ବିଶ୍ୱକପ ହକି: ୧୮ଜଣିଆ ଭାରତୀୟ ଦଳରେ ୨ଜଣ ଓଡ଼ିଆ ଖେଳାଳି ମନୋନୀତ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ବିଶ୍ୱକପ ହକି ନିମନ୍ତେ ‘ହକି ଇଣ୍ଡିଆ’ ପକ୍ଷରୁ ଏକ ୧୮ ଜଣିଆ ଚୂଡ଼ାନ୍ତ ଦଳ ଘୋଷିତ ହୋଇଛି । ଏହି ଦଳରେ ଓଡ଼ିଶାର ୨ଜଣ ଉଦୀୟମାନ ଖେଳାଳି ଅନ୍ତଭୃକ୍ତ ହୋଇଛନ୍ତି । ଓଡ଼ିଶାର ଦକ୍ଷ ଡ଼ିଫେଡ଼ଣ୍ଡର୍ ବିରେନ୍ଦ୍ର…

ଛତିଶଗଡ଼ରେ ମାଓବାଦୀ ଆକ୍ରମଣ: ବସରେ ବିସ୍ଫୋରଣ ଘଟି ୩ଜଣଙ୍କ ସମେତ ଜଣେ ଯବାନ ସହିଦ

ଦାନ୍ତେୱାଡ଼ା: ଛତିଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀମାନେ ଏକ ବସରେ ବିସ୍ଫୋରଣ ଘଟାଇବାରୁ ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଏକ ଉତ୍ତେଜନାପ୍ରବଣ ଅଞ୍ଚଳକୁ ଏହି ବସଟି ଯାଉଥିଲା । ବସରେ ଥିବା ଜଣେ ସିଆଏସଏଫ ଯବାନ ଏହି ବିସ୍ଫୋରଣରେ ସହିଦ…

ଆଇଟିବିପି ଯବାନଙ୍କ ସହ ଉତ୍ତରାଖଣ୍ଡର ହର୍ଷିଲରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦୀପାବଳି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଡେରାଡୁନରେ ଥିବା ଭାରତ-ଚୀନ ସୀମାସ୍ଥିତ ହର୍ଷିଲ ଠାରେ ଆଇଟିବିପି ଯବାନମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଇଟିବିପି ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କୁ…