Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟେକଅଫ୍ ନେବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଦୁବାଇ ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ରତିରେ ତ୍ରିଚି ବିମାନ ବନ୍ଦର ପାଚିରିରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଗୁରୁବାର ରାତିରେ ଏହି ବିମାନଟି ରନୱେ ରୁ ଟେକ ଅଫ କରିବା ସମୟରେ କୌଣସି କାରଣବଶତଃ ନିକଟସ୍ଥ ପାଚେରୀରେ…

ଆଇଏନଏକ୍ସ ମିଡ଼ିଆ ମାମଲା: କାର୍ତ୍ତୀ ଚିଦାମ୍ବରଙ୍କ ୫୪ କୋଟି ଟଙ୍କା ମୂଲ୍ୟର ଆୟ ବର୍ହିଭୁତ ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ଆଇଏନଏକ୍ସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ୫୪ କୋଟିର ସମ୍ପତ୍ତିକୁ ଜବତ କରିଛି । ସୂଚନା ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ତ୍ତିଙ୍କ ଭାରତ ଓ ବିଦେଶରେ ଥିବା ୫୪…

ଭୟଙ୍କର ରୂପ ନେଉଛି ଭୀଷଣ ସାମୁଦ୍ରିକ ଝଡ଼ ‘ତିତଲି’, ଓଡ଼ିଶା-ଆନ୍ଧ୍ରରେ ରେଡ଼ ଆଲର୍ଟ ଜାରି

ନୂଆଦିଲ୍ଲୀ: ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ “ତିିତଲି” କ୍ରମେ ଘଣ୍ଟାକୁ ୧୪ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ଥିଲା । ଏହା ଗୋପାଳପୁର (ଓଡ଼ିଶା) ଠାରୁ ୨୮୦ କିଲୋମିଟର ଦକ୍ଷିଣ ପୂର୍ବ…

ରାୟବରେଲୀରେ ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାୟବରେଲିରେ ‘ନିୟୁ ଫରକ୍କା ଏକ୍ସପ୍ରେସ’ର ୬ଟି ବଗି ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ହରଚାନ୍ଦପୁର ରେଳବାଇ ଷ୍ଟେସନ ଠାରୁ ପ୍ରାୟ ୫୦ମି. ଦୂରରେ କୌଣସି କାରଣବଶତଃ ଏହି ଟ୍ରେନର ଇଞ୍ଜିନ ସମେତ ୫ଟି ବଗି ଲାଇନଚ୍ୟୁତ ହୋଇପଡିବାରୁ…

ଭିଲାଇ ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟି ୯ ମୃତ

ରାୟପୁର : ଛତିଶଗଡର ଦୁର୍ଗାପୁରରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ ଭିଲାଇ ଷ୍ଟିଲ ପ୍ଲାଣ୍ଟର ଗ୍ୟାସ ପାଇପ ଲାଇନରେ ଘଟିଥିବା ଏହି ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ କୋକ ଓଭନ ସେକ୍ସନ ନିକଟରେ ଏହି…

ରାଜସ୍ଥାନରେ ବ୍ୟାପୁଛି ‘ଜିକା ଭାଇରସ’, ବିହାର ଓ ଦିଲ୍ଲୀରେ ଆଲର୍ଟ ଜାରି

ଜୟପୁର : ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ର ସଂକ୍ରମଣ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ରେ ପାଖାପାଖି ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ଧିରେଧିରେ ମାରାତ୍ମକ ରୂପ ଧାରଣ କରୁଛି । ଅନ୍ୟପକ୍ଷରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ଦେଶବ୍ୟାପୀ ପୋଲିଂ ଷ୍ଟେସନ ପାଇଁ ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଏବଂ ଭିଭିପାଟ୍ ଠିକ୍ ସମୟରେ ପହଂଚି ପାରିବ ସେ ଦିଗରେ ଭାରତର ନିର୍ବାଚନ କମିଶନ ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦.୬ ପୋଲିଂ ଷ୍ଟେସନରେ ଆବଶ୍ୟକତା…

୧୦ ତାରିଖରେ ରାଫେଲ ଡ଼ିଲ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ରାଫେଲ ବିମାନ କ୍ରୟକୁ ନେଇ ରାଜନୈତିକ ଝଡ ଲାଗିରହିଥିବାରୁ ଏନେଇ ସୁପ୍ରିମକୋର୍ଟର ବରିଷ୍ଠ…

ଆଜି ‘ଭାରତୀୟ ବାୟୁସେନା’ର ୮୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…