Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳାଙ୍କ ଲାଗି ସୁପ୍ରିମ ରାୟ: ସାବରିମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା

କେରଳ : କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ନେଇ ଲାଗିଥିବା ଅନେକ କଳ୍ପନାଜଳ୍ପନାର ପରିସମାପ୍ତି ଘଟିଛି । ଆଜି ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ ସାବରୀମାଳା ମନ୍ଦିରରେ ପୂର୍ବରୁ ୧୦ ରୁ ୫୦ ବର୍ଷର…

ଆଜି ସାରା ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ (ଏଆଇଓସିଡ଼ି)ର ଡ଼ାକରାରେ ଦେଶବ୍ୟାପୀ ଶୁକ୍ରବାର ଦିନ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ସେହିପରି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ସାରା ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିଛି । ଏହି ବନ୍ଦ ଫଳରେ…

ଧର୍ମଗଡ଼ରେ ଉଦଘାଟିତ ହେଲା ‘ପ୍ରଧାନମନ୍ତ୍ରୀ କୌଶଳ ବିକାଶ’ କେନ୍ଦ୍ର

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ଠାରେ ଉଦଘାଟିତ ହୋଇଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଅଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ଏହି କେନ୍ଦ୍ରର ଉଦଘାଟନ ଅନୁଷ୍ଠିତ ହୋଇଛି । ଏହି ଉତ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ…

ଧାରା ୪୯୭ରେ ଥିବା ‘ପରକୀୟା ପ୍ରୀତି’ ଅପରାଧ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ତାଙ୍କର ଐତିହାସିକ ରାୟରେ ‘ପରକୀୟା ପ୍ରୀତି’ ଉପରେ ଥିବା ୧୫୮ ବର୍ଷର କଟକଣାକୁ ଅସାମ୍ବିଧାନିକ କହିଛନ୍ତି । ଫଳରେ ବିବାହ ପରେ ‘ପରକୀୟା ପ୍ରୀତି’ ଏକ ଅପରାଧ ନୁହେଁ ବୋଲି ସାବ୍ୟସ୍ତ ହୋଇଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ…

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀ ନିର୍ଯ୍ୟାତିତ, ଉଦ୍ଧାର ଲାଗି ଲୋଡ଼ିଲେ ଓଡ଼ିଶା ସରକାରଙ୍କ ସହାୟତା

ଅଗରତାଲା/ଭୁବନେଶ୍ୱର: ତ୍ରିପୁରାରେ ଅଧ୍ୟୟନରତ ୧୨୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଜୀବନ ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଉଦ୍ଧାର ଲାଗି ଏଠାରେ ଅଧ୍ୟୟନ କରୁଥିବା ଏହି ଓଡ଼ିଆ…

ଦାମ ବଢିଲା ଏସି, ଫ୍ରିଜ ଓ ୱାସିଙ୍ଗ ମେସିନ ସହିତ ୧୯ଟି ସାମଗ୍ରୀ, ବୃଦ୍ଧି ହେଲା ସୀମା ଶୁଳ୍ପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍ପ ବୃଦ୍ଧି କରିଛନ୍ତି, ଫଳରେ ଫ୍ରିଜ, ଏସି ଏବଂ ୱାସିଙ୍ଗ ମେସିନ ସମେତ ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି । ବୁଧବାର ଦିନ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ…

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ…

ମହାନଦୀ ବିବାଦ ପ୍ରସଙ୍ଗ: ଅକ୍ଟୋବର ୧୩କୁ ଘୁଞ୍ଚିଲା ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ଶୁଣାଣି ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ଶୁଣାଣି ହେବାକୁ ସ୍ଥିର ହୋଇଛି । ଏନେଇ ସେପ୍ଟେମ୍ବର ମାସ ୨୯ ତାରିଖର ଟ୍ରିବ୍ୟୁନାଲରେ ଏହି ବିବାଦର ଶୁଣାଣି ହେବାକୁ ସ୍ଥିର ପୂର୍ବରୁ ସ୍ଥିରୀକୃତ ହୋଇଥିଲା ମାତ୍ର ବୁଧବାର…

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପ୍ରତି ୮୧ ଛୁଇଁଲା, ମୁମ୍ବାଇରେ ଲିଟର ୯୦ ଟଙ୍କା ଅତିକ୍ରମ କଲା

ଭୁବନେଶ୍ୱର: ତୈଳଦର ଗତ ୫ ମାସ ହେଲା ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ପୁଣି ତେଲ ଦର ବଢିବା ଫଳରେ ପେଟ୍ରୋଲ ଲିଟର ପିଛା ୪.୬୬ ଟଙ୍କା ଏବଂ ଡ଼ିଜେଲ ଦରରେ ଲିଟର ପିଛା ୬.୩୫ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୦୮ଟଙ୍କା, ଦିିଲ୍ଲୀରେ ୮୨.୭୨ ଟଙ୍କା…

ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଅମିତ ଶାହା ଆସନ୍ତା କାଲି ଓଡିଶା ଆସୁଛନ୍ତି । ଏକ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଗସ୍ତ କରିବେ । ସୂଚନା ଅନୁଯାୟୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା…