Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଅମିତ ଶାହା ଆସନ୍ତା କାଲି ଓଡିଶା ଆସୁଛନ୍ତି । ଏକ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଗସ୍ତ କରିବେ । ସୂଚନା ଅନୁଯାୟୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା…

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ମାତା କଳ୍ପନା ଲାଜମି

ମୁମ୍ବାଇ : ପ୍ରସିଦ୍ଧ ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଳ୍ପନାଙ୍କ ଭାଇ ଦେବ ଲାଜମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ କିଡନୀ ରୋଗରେ ପିଡିତ ଥିଲେ ଏବଂ ଆଜି ଭୋର…

ଆଜି ଭାରତ-ପାକିସ୍ତାନ କଡ୍ଡା ମୁକାବିଲା, ରୋହିତ୍ ଦେଖାଇବେ କମାଲ୍

ଦୁବାଇ: ଏସିଆ କପରେ ଆଜି ପୁଣି ହେଉଛି ଭାରତ-ପାକିସ୍ତାନ ଟକ୍କର୍ । କପ୍ତାନ ରୋହିତ ଶର୍ମାଙ୍କ ମେନ-ଇନ-ବ୍ଲୁ ଦଳ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ଭାରତ ଲିଗ୍ ମ୍ୟାଚରେ ଚିର ଶତ୍ରୁ ପାକିସ୍ତାକୁ ଶୋଚନୀୟ ଭାବେ ପରାସ୍ତ କରି ଦୃଢ ଆତ୍ମବିଶ୍ୱାସ ହାସଲ କରିସାରିଛି । କ୍ରିକେଟର ସବୁ…

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ…

ଇରାନ: ସେନାର ପରେଡ ଉପରେ ଆତଙ୍କୀ ଆକ୍ରମଣ

ଇରାନ : ଇରାନରେ ସେନାର ପରେଡ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୩ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଇରାନର ଏକ ସହରରେ ସେନା ପରେଡ ଚାଲିଥିବାବେଳେ ଆତଙ୍କବାଦୀମାନେ ହଠାତ…

ଶିମଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ମୃତ, ଦୁଇ ଗୁରୁତର

ଶିମଲା : ହିମାଚଳ ପ୍ରଦେଶ ଅନ୍ତର୍ଗତ ଶିମଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଜୁବଲର କୁଡୁ ଅଞ୍ଚଳରେ ଏକ ଜିପ୍ କୌଣସିବଶତଃ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଛି । ଅନ୍ୟପକ୍ଷରେ ଏହି ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି ।…

ଦକ୍ଷିଣ ଏସିଆରେ ‘ଓଡ଼ିଶା ଟୁରିଜିମ୍’ ପକ୍ଷରୁ ରୋଡ୍ ଶୋ’

ଭୁବନେଶ୍ୱର/ବ୍ୟାଂକକ୍ : ଓଡ଼ିଶା ଟୁରିଜିମ୍ ପକ୍ଷରୁ ଥାଇଲାଣ୍ଡର ବ୍ୟାକକ୍ ଠାରେ ଦ୍ୱିତୀୟ ରୋଡ୍ ଶୋ’ ଆୟୋଜନ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏବଂ ଫିସି (ଏଫଆଇସିସିଆଇ)ର ମିଳିତ ସହଯୋଗରେ ବ୍ୟାଂକକ୍ ର ହୋଟେଲ୍ ଅନନ୍ତରାଠାରେ ଏହି ରୋଡ୍ ଶୋ’ ଆୟୋଜନ କରିଛି…

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିସମୟ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆଜି ମଧ୍ୟ ମୋଦି ଓଡ଼ିଶାର ତାଳଚେରଠାରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ…

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଓ ଛତିଶଗଡ଼ ଗସ୍ତ, ଶୁଭାରମ୍ଭ କରିବେ ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରୁଛନ୍ତି । ଓଡ଼ିଶାର ଝାରସୁଗୁଡ଼ାଠାରେ ବିମାନ ବନ୍ଦର ଉଦଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଓଡ଼ିଶାର ତାଳଚେରଠାରେ…

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ…