Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ସମ୍ମାନିତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚାମ୍ପିୟନ୍ସ ଅଫ୍ ଆର୍ଥ’ ସମ୍ମାନରେ ସମ୍ମାନିତ କରାଯାଇଛି । ବୁଧବାର ଦିନ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ୟୁଏନର ମୁଖ୍ୟ ଏଣ୍ଟୋନିଓ ଗୁଟେରେସ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହି…

ଜଷ୍ଟିସ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଆଜି ଶପଥ ଗ୍ରହଣ କରିଛନ୍ତି, ସେ ଜଷ୍ଟିସ ଦୀପକ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଭାରତର ୪୬ ତମ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ…

କୋଲକାତା: ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା : କୋଲକାତା ମେଡିକାଲ କଲେଜ ଓ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ସକାଳେ କୌଣସି କାରଣବଶତଃ ଅଚାନକ ମେଡିକାଲ କଲେଜର ଫାର୍ମାସି ବିଭାଗରେ ନିଆଁ ଲାଗିଯାଇଥିଲା । ପରବର୍ତ୍ତୀ ସମୟରେ ନିଆଁ ବିଭିନ୍ନ ବିଭାଗକୁ ବ୍ୟାପି ଚାରିଆଡେ…

ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ନୂଆଦିଲ୍ଲୀ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବାପୁଜୀଙ୍କ ରାଜଘାଟସ୍ଥିତ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ,…

ସିନେମାରେ ମହାତ୍ମା…

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍’: ମାନବିକ ଅଧିକାରକୁ ବୁଝିବା, କାର୍ଯ୍ୟରେ ଲଗାଇବା ହେଉଛି ‘ସବକା…

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡ଼ିଓ ଯୋଗେ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ କହିଛନ୍ତି, ୨୫ ବର୍ଷର ଏହି ଯାତ୍ରା ଭିତରେ ଏହା…

ଇଣ୍ଡୋନେସିଆରେ ସୁନାମୀ ମୃତ୍ୟୁ ସଂଖ୍ୟା ୪୦୦ ଛୁଇଁଲା

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଏବେ ପ୍ରଳୟକାରୀ ସୁନାମୀ ଆସିଛି । ଏହି ସୁନାମୀରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ସୂଚନା…

ନବୀନଙ୍କୁ ଓଡ଼ିଶାର ୫୯% ଜନତା ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଚାହାଁନ୍ତି: ଇଣ୍ଡିଆ ଟୁଡ଼େ ସର୍ଭେ

ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ଓଡ଼ିଶା ବିଧାନସଭା ସାଙ୍ଗକୁ ଲୋକସଭା ନିର୍ବାଚନ ରଣାଙ୍ଗନର ଅବ୍ୟବହିତ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳବତ୍ତର ରହିଛି । ଏବେ ମଧ୍ୟ ରାଜ୍ୟର ୫୦ ପ୍ରତିଶତରୁ ଅଧିକ ଜନସାଧାରଣ ନବୀନ ମୁଖ୍ୟମନ୍ତ୍ରୀ ହେବା ଚାହାନ୍ତି ।…

ଶେଷ ବଲରେ ରୋମାଞ୍ଚକର ଫାଇନାଲ୍ ଜିତି ଭାରତର ଏସିଆ କପ ହାସଲ

ଦୁବାଇ: ଭାରତ ସପ୍ତମଥର ଲାଗି ଏସିଆ କପ ଚମ୍ପିଆନ ହେବାର ଗୌରବ ହାସଲ କରିଛି । ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଦୁବାଇରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ ଭାରତ ଘାଇଲା ବାଘ ବାଂଲାଦେଶ ଦଳକୁ ୩ ୱିକେଟରେ ପରାସ୍ତ କରି ପାରିଛି । ଅନ୍ତିମ ଓଭରରେ ଜିତିବା ଲାଗି ଭାରତକୁ…

ସର୍ଜିକାଲ ଷ୍ଟ୍ରାଇକକୁ ୨ବର୍ଷ ପୂର୍ତ୍ତି: ‘ପରାକ୍ରମ ପର୍ବ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକ ୨୦୧୬ ମସିହା ସେପ୍ଟେମ୍ବର ୨୮ ତାରିଖରେ ହୋଇଥିବାବେଳେ ଆଜି ଏହି ଘଟଣାକୁ ଦୁଇବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଧପୁରର ମିଲିଟାରୀ ଷ୍ଟେସନରେ ‘ପରାକ୍ରମ ପର୍ବ’ ପ୍ରଦର୍ଶନର ଉଦଘାଟନ କରିଛନ୍ତି ।…