Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ…

ଶ୍ରୀନଗର: ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନରୁ ଆତଙ୍କବାଦୀ ମାନେ ଅପରହଣ କରିନେଇଥିବା ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ଆତଙ୍କବାଦୀ ମାନେ ଦକ୍ଷିଣ କାଶ୍ମୀରର ସୋପିଆନରୁ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସ ଅଫିସର ସମେତ ଜଣେ…

ଏସିଆ କପ କ୍ରିକେଟ: ଆଜି ଭାରତ-ବାଙ୍ଗଲାଦେଶ ମ୍ୟାଚ, ପାଣ୍ଡ୍ୟା ଦଳରୁ ବାଦ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁହାଁମୁହିଁ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ଲଗାତାର ବିଜୟ ପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ଜିତିବା ପାଇଁ ଖେଳାଳୀ ମାନଙ୍କ ମନୋବଳ ଦୃଢ ହୋଇଛି ।…

ଶ୍ରୀନଗରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁଲଗାମ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିôବା ନେଇ…

ସୋଆରେ ଇଣ୍ଡିଷ୍ଟ୍ରୀ ୪.୦ ସମ୍ମିଳନୀରେ ବିଶ୍ୱର ବିଶିଷ୍ଟ ଗବେଷକ ଏକାଠି ହେବେ

ଭୁବନେଶ୍ୱର, ୧୪/୯: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରୋଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଇନ୍ ଇଣ୍ଡଷ୍ଟ୍ରି ୪.୦ ପାରାଡାଇମ’ ଶୀର୍ଷକ କର୍ମଶାଳାରେ ଯୋଗ ଦେବେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ତଥା ଆମେରିକାର ସିନ୍ସିନ୍ନାଟି…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ବାବା ଆଶୁ ମହାରାଜଙ୍କୁ ପୋଲିସ ଗତରାତିରେ ଗିରଫ କରିଛି । ବାବାଙ୍କ ନାମରେ ନାବାଳିକା ଦୁଷ୍କର୍ମ ପରି ସଙ୍ଗୀନ ଅଭିଯୋଗ ରହିଛି । ଜଣେ ମହିଳା ଏବଂ ତାଙ୍କର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗତ ରାତିରେ ଦିଲ୍ଲୀ ପୋଲିସ ଗିରଫ କରିଥିବା କଥା ଗଣମାଧ୍ୟମକୁ…

ଜଷ୍ଟିସ୍ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ, ଅକ୍ଟୋବର ୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତର ରାଷ୍ଟ୍ରପତି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ତେବେ ବର୍ତ୍ତମାନର ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ ନେବା ପରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଜଷ୍ଟିସ…

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଝାରସୁଗୁଡ଼ା ଏୟାରପୋର୍ଟ’ର ନାମକରଣ ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି । ସେ ମଧ୍ୟ ତାଙ୍କ ପତ୍ରରେ ପଶ୍ଚିମ ଓଡ଼ିଶାର ଏହି ସହରରେ ଏକ…

ତେଲେଙ୍ଗାନା: ଖାଇକୁ ଖସିଲା ବସ, ୪୫ରୁ ଅଧିକ ଯାତ୍ରୀ ମୃତ

ତେଲେଙ୍ଗାନା : ତେଲେଙ୍ଗାନର ଜଗତ୍ୟାଲ ଜିଲ୍ଲାରେ ଏକ ତୀର୍ଥ ଯାତ୍ରୀ ବସ ଖାଇ ତଳକୁ ଖସିବା ଫଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ରାଜ୍ୟ ସଡକ ପରିବହନର ଏକ ବସ ତୀର୍ଥଯାତ୍ରୀ ମାନଙ୍କୁ ନେଇ କୋଣ୍ଡାଗାଟ୍ଟୁ ପାହାଡ ଉପରେ ଥିବା ଏକ ହନୁମାନ ମନ୍ଦିରକୁ ଯାଇଥିଲା ଏବଂ…

‘ଭାରତ ବନ୍ଦ’: ବାତିଲ ହୋଇଥିବା ଟ୍ରେନ ତାଲିକା

ଭୁବନେଶ୍ୱର: ସାରା ଦେଶରେ ଆଜି କଂଗ୍ରେସ ତଥା ଅନ୍ୟ ୧୭ଟି ରାଜନୈତିକ ଦଳ ପକ୍ଷରୁ ‘ଭାରତ ବନ୍ଦ’ ଅନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହିତ ଯାନବାହନ, ଟ୍ରେନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବନ୍ଦ ପାଳନ ଯୋଗୁଁ ଓଡ଼ିଶାର ବିଭିନ୍ନ ଷ୍ଟେସନରେ କେତେକ…