Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ…

ବେଦାନ୍ତର ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଦ୍ୱାରା କୃତୀ ମ୍ୟାଟ୍ରିକ ପରିକ୍ଷାର୍ଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଝାରସୁଗୁଡ଼ା ସ୍ଥିତ ପ୍ରାକୃତିକ ଉତ୍ସ କମ୍ପାନୀ ବେଦାନ୍ତ ଲିମିଟେଡ଼ ମ୍ୟାଟ୍ରିିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀର ସିଏସଆର୍ ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଅନୁଯାୟୀ ସମ୍ବର୍ଦ୍ଧିତ କରିଛି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା…

ଭାରତ-ଆଫଗାନିସ୍ତାନ ଐତିହାସିକ ଟେଷ୍ଟ: ଦ୍ରୁତ ଶତକ କରି ରେକର୍ଡ଼ କଲେ ଶିଖର ଧାୱନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ ଦ୍ରୁତ ଶତକ କରି ଭାରତୀୟ ଓପନର୍ ଶିଖର ଧାୱନ୍ ରେକର୍ଡ଼ କରିଛନ୍ତି । ଶିଖର ଧୁଆଁଧାର ବ୍ୟାଟିଂ କରି ଟେଷ୍ଟମ୍ୟାଚରେ ମାତ୍ର ୯୧ଟି ବଲ୍ ରୁ ୧୯ଟି ଚୌକା ଏବଂ ୩ଟି ବିଶାଳ ଛକା ସହାୟତାରେ ମଧ୍ୟାହ୍ନ ଭୋଜନ…

ଫିଫା ବିଶ୍ୱକପ ଫୁଟବଲ: ୫ଟି ଗୋଲ୍ ଦେଇ ଋଷିଆ ସାଉଦି ଆରବକୁ ପରାସ୍ତ କଲା

ମସ୍କୋ : ଋଷିଆର ମସ୍କୋରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ଫୁଟବଲ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ଋଷିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରିଛି । ତେବେ ଖେଳ ଆରମ୍ଭ ହେବାର ମାତ୍ର ୧୨ ମିନିଟରେ ହିଁ ଆୟୋଜକ ଋଷିଆ ପକ୍ଷରୁ ଫରୱାର୍ଡ ଖେଳାଳି ୟୁରୀ ଗାଜିସ୍କି…

ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍

ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ - ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ । ମସ୍କୋର ଲୁସନିକ…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…

ଅଟଳ ବିହାରୀ ବାଜପେୟୀ ଏମ୍ସରେ ଭର୍ତ୍ତି : ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏମ୍ସରେ ରଖି ଚିକିତ୍ସା କରାଯାଉଛି । ତେବେ ନୂଆଦିଲ୍ଲୀସ୍ଥିତ ଏମ୍ସରୁ ସୂଚନା ମିଳିଛି ଯେ, ବାଜପେୟୀଙ୍କ…

ବାଂଲାଦେଶ ଜିତିଲା ମହିଳା ଏସିଆ କପ ଟି-୨୦

କ୍ୱାଲାଲାଲୁମ୍ପୁର: ଶେଷ ବଲରେ ଆବଶ୍ୟକୀୟ ୨ ରନ କରି ବାଂଲାଦେଶ ପ୍ରଥମଥର ଲାଗି ମହିଳା ଏସିଆ କପ ଟି-୨୦ ଟାଇଟଲ ହାସଲ କରିଛି । ସମଗ୍ର ଟୁର୍ଣ୍ଣାମେଣ୍ଟ ଆକର୍ଷଣୀୟ ଖେଳି ଏବଂ ଫାଇନାଲରେ ଭାରତକୁ ୩ ୱିକେଟରେ ପରାସ୍ତ କରି ବାଂଲାଦେଶ ମହିଳା ଦଳ ଏସିଆ କପ ହାସଲ କରିପାରିଛି । ଟସ ଜିତି ଫିଲ୍ଡିଂ…

ଜେଇଇ ଆଡ଼ଭାନ୍ସଡ ୨୦୧୮ ଫଳାଫଳ ପ୍ରକାଶ ପାଇଲା

ଭୁବନେଶ୍ୱର : ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ୨୦୧୮ (ଜେଇଇ) ଫଳାଫଳ ଘୋଷିତ ହୋଇଛି । ରୁରକି ଜୋନର ପ୍ରଣବ ଗୋୟଲ ସମଗ୍ର ଦେଶରେ ୧ମ ସ୍ଥାନ ହାସଲ କରିଥିବା ବେଳେ ଝିଅମାନଙ୍କ ମଧ୍ୟରେ ଦିଲ୍ଲୀ ଜୋନର ମିନାଲ ପାରେଖ ୬ଷ୍ଠ ସ୍ଥାନରେ ରହି ଆଗରେ ରହିଛନ୍ତି । ଓଡ଼ିଶାର ସାର୍ଥକ ବେହେରା ୮୨ତମ…

ନିଜ ପସନ୍ଦ ଅନୁଯାୟୀ ଅର୍ଜୁନ ଖେଳୁ: ସଚିନ ତେନ୍ଦୁଲକର

ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ଯୁବ ୧୯ରୁ କମ୍ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ ଦଳ ୨ଟି ଚାରିଦିନିଆ ମ୍ୟାଚ୍ ଖେଳିବ । ଏହି ୨ଟି ମ୍ୟାଚ୍ ଲାଗି ଏକ…