Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାମ୍ମୁ-କାଶ୍ମୀର: ପୁଲୱାମା ଏନକାଉଣ୍ଟରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଟ୍ରାଲ ସେକ୍ଟର ନିକଟସ୍ଥ ଗୁଲଶନପୋରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଟ୍ରାଲ ସେକ୍ଟର ନିକଟସ୍ଥ…

ସିଡ଼ନୀ ଟେଷ୍ଟ: ପୁଣି ପୂଜାରାଙ୍କ ଦମଦାର୍ ଶତକ, ଭାରତ ୩୦୩/୪

ସିଡ଼ନୀ: ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରିପାରି ଭାରତ ଗାଭାସ୍କର-ବୋର୍ଡ଼ର ଟ୍ରଫିକୁ ଏକରକମ କବଜା କରିସାରିଛି । ମାତ୍ର ଏହି ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ଶୃଙ୍ଖଳାକୁ ଜିତି ଭାରତ ନିଜ କ୍ରିକେଟ ଇତିହାସରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବ । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୧୩୦ ରନ…

ବିଶ୍ୱ ପାଇଖାନା ଦିବସ: ଶ୍ରେଷ୍ଠ ୧୦ଟି ଜିଲ୍ଲା ମଧ୍ୟରେ କନ୍ଧମାଳ ସ୍ଥାନିତ

ଭୁବନେଶ୍ୱର: ଓଡ଼ିଶାର କନ୍ଧମାଳ ଜିଲ୍ଲା ‘ବିଶ୍ୱ ପାଇଖାନା ଦିବସ’ ଅବସରରେ ଦେଶର ୧୦ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ ହୋଇ ବିଜେତା ଘୋଷିତ ହୋଇଛି । ଏହି ପ୍ରତିଯୋଗିତା କେନ୍ଦ୍ରସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ (ଏମଡ଼ିଡବ୍ଲ୍ୟୁଏସ) ପକ୍ଷରୁ ନଭେମ୍ବର ୯ ରୁ ୧୯ ତାରିଖରେ…

ଲୋକସଭା ଶୀତକାଳୀନ ଅଧିବେଶନ: ‘ରାଫେଲ୍ ଡ଼ିଲ୍’ ର ଜେପିସି ତଦନ୍ତ ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ରାଫେଲ୍ ଡ଼ିଲ୍’ ନେଇ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀ ଏସମ୍ପର୍କୀତ କଥାବାର୍ତ୍ତା ରହିଥିବା ଏକ ଅଡ଼ିଓ ଟେପ୍ ଲୋକସଭା ଗୃହରେ ଉପସ୍ଥାପିତ କରିଛନ୍ତି, ଯେଉଁଥିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର…

ବ୍ୟାଙ୍କ ଅଫ୍ ବରୋଦା ସହିତ ‘ଦେନା ବ୍ୟାଙ୍କ’ ଓ ‘ବିଜୟ ବ୍ୟାଙ୍କ’ର ମିଶ୍ରଣକୁ ମିଳିଲା…

ନୂଆଦିଲ୍ଲୀ : ଦେଶର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାର ମିଶ୍ରଣ ପ୍ରସ୍ତାବକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଭାରତର ୩ୟ ବୃହତ୍ତମ ବ୍ୟାଙ୍କ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ମାର୍ଚ୍ଚ ସୁଦ୍ଧା ଚିନୁକ୍ ଓ ଆପାଚି ହେଲିକପ୍ଟର ହେବେ ସାମିଲ

ନୂଆଦିଲ୍ଲୀ: ଆମେରିକାରେ ନିର୍ମିତ ହେଭି-ଲିଫ୍ଟ ବିଶିଷ୍ଟ ଚିନୁକ୍ ଏବଂ ଆପାଚି ହେଲିକପ୍ଟର ମାର୍ଚ୍ଚ ସୁଦ୍ଧା ଭାରତୀୟ ସେନାରେ ସାମିଲ କରାଯିବ । ଏହା ଫଳରେ ଭାରତୀୟ ସେନାର ସାମରିକ ଶକ୍ତି ବୃଦ୍ଧି ପାଇବ । ଏନେଇ ଆମେରିକାର ବୋଇଙ୍ଗ୍ କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ଏବଂ ଉଭୟ…

ନବବର୍ଷରେ କେବଳ ଭାରତରେ ଜନ୍ମ ନେଲେ ୬୯,୦୦୦ ଶିଶୁ !

ନ୍ୟୁୟର୍କ : ୟୁନିସେଫର ସର୍ଭେ ଅନୁଯାୟୀ ଭାରତରେ ନୂଆବର୍ଷ ଦିନ ସର୍ବାଧିକ ୬୯,୦୦୦ ନବଜାତକ ଜନ୍ମ ଗ୍ରହଣ କରିଛନ୍ତି । ଏହା ସମଗ୍ର ବିଶ୍ୱରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛି । ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଏକ ସୂଚନାନୁଯାୟୀ ନବବର୍ଷ ଅବସରରେ ଭାରତ ଯେ କେବଳ ୨୦୧୯ ବର୍ଷକୁ…

ସାବରିମାଲା ମନ୍ଦିରରେ ପ୍ରବେଶ କଲେ ୨ମହିଳା, କେରଳରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଳା ମନ୍ଦିରରେ ବୁଧବାର ମହିଳାଙ୍କ ପ୍ରବେଶ ପରେ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି ହୋଇଛି। ମିଳିଥିବା ସୂଚନାନୁଯାୟୀ ଆଜି ଭୋର ପ୍ରାୟ ୩.୪୫ ରେ ପୋଲିସର କଡା ସୁରକ୍ଷାବଳୟରେ ୨ ଜଣ ମହିଳା ଭଗବାନ ଆୟାପ୍ପାଙ୍କ ଦର୍ଶନ ନିମେନ୍ତ ମନ୍ଦିର…

ପୁରୀରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢିବା ନେଇ କଳ୍ପନାଜଳ୍ପନା ଏବେବି ଅସ୍ପଷ୍ଟ !

ନୂଆଦିଲ୍ଲୀ: ୨୦୧୯ ନୂତନବର୍ଷରେ ଗଣମାଧ୍ୟମ ଏଜେନ୍ସି ଏଏନଆଇକୁ ତାଙ୍କର ପ୍ରଥମ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ, ନିୟନ୍ତ୍ରଣ ରେଖା ନିକଟ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ରାମମନ୍ଦିର ପ୍ରସଙ୍ଗ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା…

ଲାଗୁ ହେଲା ନୂଆ ଜିଏସଟି ରେଟ୍: ଟିଭି, କ୍ୟାମେରା ଭଳି ୨୩ଟି ସାମଗ୍ରୀ ଆଜିଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଜିଏସଟି ରେଟରେ ହ୍ରାସ ହେବା ଫଳରେ ଜାନୁଆରି ୧ ତାରିଖରୁ ପ୍ରାୟ ୨୩ଟି ଦ୍ରବ୍ୟ ଓ ସେବା ଶସ୍ତା ହୋଇଛି । ଏସମ୍ପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ନିଷ୍ପତ୍ତି ହୋଇଥିଲା । ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮…