Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀ ନିର୍ଯ୍ୟାତିତ, ଉଦ୍ଧାର ଲାଗି ଲୋଡ଼ିଲେ ଓଡ଼ିଶା ସରକାରଙ୍କ ସହାୟତା

ଅଗରତାଲା/ଭୁବନେଶ୍ୱର: ତ୍ରିପୁରାରେ ଅଧ୍ୟୟନରତ ୧୨୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଜୀବନ ଏବେ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଉଦ୍ଧାର ଲାଗି ଏଠାରେ ଅଧ୍ୟୟନ କରୁଥିବା ଏହି ଓଡ଼ିଆ…

ଦାମ ବଢିଲା ଏସି, ଫ୍ରିଜ ଓ ୱାସିଙ୍ଗ ମେସିନ ସହିତ ୧୯ଟି ସାମଗ୍ରୀ, ବୃଦ୍ଧି ହେଲା ସୀମା ଶୁଳ୍ପ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍ପ ବୃଦ୍ଧି କରିଛନ୍ତି, ଫଳରେ ଫ୍ରିଜ, ଏସି ଏବଂ ୱାସିଙ୍ଗ ମେସିନ ସମେତ ୧୯ଟି ସାମଗ୍ରୀ ମହଙ୍ଗା ହୋଇଛି । ବୁଧବାର ଦିନ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଘଟିଥିବା ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ…

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ…

ମହାନଦୀ ବିବାଦ ପ୍ରସଙ୍ଗ: ଅକ୍ଟୋବର ୧୩କୁ ଘୁଞ୍ଚିଲା ଟ୍ରିବ୍ୟୁନାଲର ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର ଶୁଣାଣି ଆସନ୍ତା ଅକ୍ଟୋବର ମାସ ୧୩ ତାରିଖରେ ଶୁଣାଣି ହେବାକୁ ସ୍ଥିର ହୋଇଛି । ଏନେଇ ସେପ୍ଟେମ୍ବର ମାସ ୨୯ ତାରିଖର ଟ୍ରିବ୍ୟୁନାଲରେ ଏହି ବିବାଦର ଶୁଣାଣି ହେବାକୁ ସ୍ଥିର ପୂର୍ବରୁ ସ୍ଥିରୀକୃତ ହୋଇଥିଲା ମାତ୍ର ବୁଧବାର…

ଭୁବନେଶ୍ୱରରେ ପେଟ୍ରୋଲ୍ ଲିଟର ପ୍ରତି ୮୧ ଛୁଇଁଲା, ମୁମ୍ବାଇରେ ଲିଟର ୯୦ ଟଙ୍କା ଅତିକ୍ରମ କଲା

ଭୁବନେଶ୍ୱର: ତୈଳଦର ଗତ ୫ ମାସ ହେଲା ଆକାଶଛୁଆଁ ବୃଦ୍ଧି ଘଟିଚାଲିଛି । ପୁଣି ତେଲ ଦର ବଢିବା ଫଳରେ ପେଟ୍ରୋଲ ଲିଟର ପିଛା ୪.୬୬ ଟଙ୍କା ଏବଂ ଡ଼ିଜେଲ ଦରରେ ଲିଟର ପିଛା ୬.୩୫ଟଙ୍କା ବୃଦ୍ଧି ଘଟିଛି । ବର୍ତ୍ତମାନ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୦୮ଟଙ୍କା, ଦିିଲ୍ଲୀରେ ୮୨.୭୨ ଟଙ୍କା…

ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଅମିତ ଶାହା ଆସନ୍ତା କାଲି ଓଡିଶା ଆସୁଛନ୍ତି । ଏକ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଗସ୍ତ କରିବେ । ସୂଚନା ଅନୁଯାୟୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା…

ଆରପାରିରେ ବିଶିଷ୍ଟ ଫିଲ୍ମ ନିର୍ମାତା କଳ୍ପନା ଲାଜମି

ମୁମ୍ବାଇ : ପ୍ରସିଦ୍ଧ ଫିଲ୍ମ ନିର୍ମାତା କଳ୍ପନା ଲାଜମିଙ୍କ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । କଳ୍ପନାଙ୍କ ଭାଇ ଦେବ ଲାଜମି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ କିଡନୀ ରୋଗରେ ପିଡିତ ଥିଲେ ଏବଂ ଆଜି ଭୋର…

ଆଜି ଭାରତ-ପାକିସ୍ତାନ କଡ୍ଡା ମୁକାବିଲା, ରୋହିତ୍ ଦେଖାଇବେ କମାଲ୍

ଦୁବାଇ: ଏସିଆ କପରେ ଆଜି ପୁଣି ହେଉଛି ଭାରତ-ପାକିସ୍ତାନ ଟକ୍କର୍ । କପ୍ତାନ ରୋହିତ ଶର୍ମାଙ୍କ ମେନ-ଇନ-ବ୍ଲୁ ଦଳ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ଭାରତ ଲିଗ୍ ମ୍ୟାଚରେ ଚିର ଶତ୍ରୁ ପାକିସ୍ତାକୁ ଶୋଚନୀୟ ଭାବେ ପରାସ୍ତ କରି ଦୃଢ ଆତ୍ମବିଶ୍ୱାସ ହାସଲ କରିସାରିଛି । କ୍ରିକେଟର ସବୁ…

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ…

ଇରାନ: ସେନାର ପରେଡ ଉପରେ ଆତଙ୍କୀ ଆକ୍ରମଣ

ଇରାନ : ଇରାନରେ ସେନାର ପରେଡ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୩ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଇରାନର ଏକ ସହରରେ ସେନା ପରେଡ ଚାଲିଥିବାବେଳେ ଆତଙ୍କବାଦୀମାନେ ହଠାତ…